Latest Odisha News

BREAKING NEWS

ଜୁହାର ପାଉଣ୍ଡେସନ୍ ମୁମ୍ବାଇ ଆନୁକୂଲ୍ୟରେ ଭବାନୀପାଟଣାରେ ଅକ୍ସିଜେନ୍ ବ୍ୟାଙ୍କ ଉଦଘାଟିତ

ଭବାନୀପାଟଣା: ଜୁହାର ଫାଉଣ୍ଡେସନ ମୁମ୍ବାଇ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ପ୍ରଗତି କଲେଜରେ ଅକ୍ସିଜେନ ବ୍ୟାଙ୍କ ଉଦଘାଟିତ ହୋଇଛି । ଭର୍ଚୁଆଲରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅକ୍ସିଜେନ ବ୍ୟାଙ୍କକୁ ଉଦଘାଟନ…

ଦେଶରେ ଦୈନିକ କରୋନା ମୃତ୍ୟୁ ମାମଲାରେ ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୪୨୦୫ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥର ବଢ଼ିଛି । ସୋମବାର ଦେଶରେ ୩ ଲକ୍ଷ ୨୯ ହଜାର ସଂକ୍ରମଣ ମାମଲା ଆସିଥିଲା । ମଙ୍ଗଳବାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୩ ଲକ୍ଷ ୪୮ ହଜାର ୪୨୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ ୨୪…

୪୪ ଦେଶରୁ ଚିହ୍ନଟ ହେଲାଣି କରୋନାର ଭାରତ ଷ୍ଟ୍ରେନ୍ B.1.617

ନୂଆଦିଲ୍ଲୀ: ଭାରତରେ ସେକେଣ୍ଡ ଓ୍ୱେଭରେ ଦ୍ରୁତ ମାଡୁଛି କରୋନା । ଭାରତର ଭାରିଆଣ୍ଟ B.1.617 ଅଧିକ ମାରାତ୍ମକ ଓ ସଂକ୍ରାମକ । ଏକଥା ସ୍ପଷ୍ଟ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବର୍ତ୍ତମାନ ସୁଦ୍ଧା କରୋନାର ଏହି ନୂଆ ଭାରତ ମ୍ୟୁଟାଣ୍ଟ ବିଶ୍ୱର ୪୪ଟି ଦେଶରୁ ଚିହ୍ନଟ ହେଲାଣି । ବିଶ୍ୱରେ ୪୫…

୨-୧୮ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ କରିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: କରୋନାର କାଳରେ ଟିକାକରଣ ନେଇ ଆଉ ଏକ ଆଶ୍ୱସ୍ତିକର ଖବର ସାମନାକୁ ଆସଛି । ଖୁବଶୀଘ୍ର ଭାରତରେ ୨ରୁ ୧୮ ବର୍ଷ ପିଲାଙ୍କ ଉପରେ ଟିକାର କ୍ରିନିକାଲ୍ ଟ୍ରାଏଲ୍ କରିବ ଭାରତ ବାୟୋଟେକ୍ । ଏହି ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ରିନିକାଲ୍…

ଇସ୍ରାଏଲ୍ ଉପରେ ରକେଟ୍ ମାଡ଼, ଭାରତୀୟ ମହିଳାଙ୍କ ସମେତ ୨୮ ମୃତ

ନୂଆଦିଲ୍ଲୀ: ଅଶାନ୍ତ ଇସ୍ରାଏଲ୍ । ଫଲସ୍ତିନି ଉଗ୍ରବାଦୀ ଇସ୍ରାଏଲ୍ ସହର ତେଲ ଅବିବରେ ୧୩୦ଟି ମିସାଇଲ୍ ମାଡ଼ କରିଛନ୍ତି । ଗଜା ପଟ୍ଟିରେ ଏକ କୋଠା ଉପରେ ଇସ୍ରାଏଲ୍ କରିଥିବା ଆକ୍ରମଣର ଜବାବରେ ଉଗ୍ରବାଦୀ ଏଭଳି ଆକ୍ରମଣ କରିଥିବା କୁହାଯାଉଛି । ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ରାଜଦୂତଙ୍କ…

ମାଓବାଦୀଙ୍କ ବର୍ବରକାଣ୍ଡ: ଅପହରଣ ପରେ ଯବାନଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଡିଆରଜି ଯବାନଙ୍କୁ ଘରୁ ଅପରହଣ ପରେ ଗଳା କାଟି ହତ୍ୟା କରିଛନ୍ତି । ଦୋର୍ଣ୍ଣାପାଲ ଥାନା ଅନ୍ତର୍ଗତ ପେଟା ଗାଁରେ ଏହି ଘଟଣା ଘଟିଛି । ମୃତ ଯବାନ ହେଲେ ବେଟ୍ଟି ଭୀମା । ଗତକାଲି ସେ ଗାଁକୁ ଯାଇଥିଲେ । ରାତିରେ ଘରେ…

ମହାମାରୀ କରୋନା ନେଲା ଆଉ ୧୭ ଜୀବନ, ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ୱର: କରୋନା ମୃତ୍ୟୁରେ ରୋକ୍ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୧୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏଥିସହ ମୃତ୍ୟୁସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି । ଅନୁଗୁଳ ଓ ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।…

ଟେଷ୍ଟିଂ ବୃଦ୍ଧି ପରେ ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ରାଜ୍ୟରୁ ଆଉ ୧୦, ୯୮୨ ପଜିଟିଭ୍

ଭୁବନେଶ୍ୱର: ଦିନକର ବ୍ୟବଧାନ ପରେ ପୁଣି ରାଜ୍ୟରେ ୧୦ ହଜାର ପାର୍ ହୋଇଛି ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୯୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଅପେକ୍ଷା ଆଜି ଟେଷ୍ଟିଂ ବଢ଼ିଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୪୬ ହଜାର ୨୪୧ଟି…

କବିତା : ପ୍ରତିଦ୍ବନ୍ଦୀ

ଜୟନ୍ତୀ ମିଶ୍ର  ମୁଁ ମୋ ବିରୁଦ୍ଧରେ ସବୁକାଳେ। କେତେ ବାଛି ବାଛି ସବୁ ଅଜାଡିଦେଲଯେ ଇଶ୍ୱର, କୋଉ ଭୋଗିପାରିଲି । ଏ ବିଶାଳ ସାମ୍ରାଜ୍ୟର ଛତ୍ରଛାୟା ତଳେ ସୁରକ୍ଷିତ ମୋର ବଳକା ଆୟୁଷ ଥରେ ଚିହ୍ନିପାରିଲିନି କୋଉଠି ଲୁଚିଛି ତୁମ ପାଦଚିହ୍ନ। ଦୂରରୁ ଦିଶୁଛି ,ଶୁଭୁଛି ପୁଣି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୨-୫-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୨ ରିଖ ବୁଧବାର ମେଷ ୨୯ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜିର ନିଷେଧ…