Latest Odisha News

BREAKING NEWS

ଫ୍ରାନ୍ସରୁ ଭାରତ ଆସୁଛି ଆଉ ୩ଟି ରାଫେଲ

ନୂଆଦିଲ୍ଲୀ : ଭାରତ ଆସୁଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ୩ଟି ଲଢୁଆ ଯୁଦ୍ଧ ବିମାନ ରାଫେଲ ଫ୍ରାନ୍ସରୁ ଉଡାଣ ଭରିସାରିଛି । ଏନେଇ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ୩୧ ମାର୍ଚ୍ଚରେ ୩ଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଥିଲା । ତେବେ…

ଚେକ୍ ଡ୍ୟାମ୍‌ରେ ବୁଡି ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ

ଢେଙ୍କାନାଳ: ଅକାତ ପାଣିରେ ବୁଡି ଜଣେ ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଖବର ଢେଙ୍କାନାଳରେ ଶୋକର ଛାୟା ଖେଳାଇଛି । କୁସୁମୁଣ୍ଡିଆ ଗାଁରେ ଥିବା ଚେକ୍ ଡ୍ୟାମରେ ବୁଡି ପ୍ରାଣ ହରାଇଥିବା ଶିଶୁଟି ନରେଶ ମୁଣ୍ଡାଙ୍କ ଝିଅ ଶ୍ରୁତିରେଖା ମୁଣ୍ଡା । ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୧୨ଟା…

କଙ୍ଗନାଙ୍କୁ ସ୍ୱାଗତ କଲେ କୁ ଆପ ଫାଉଣ୍ଡର, କହିଲେ ଏଇଟା ତୁମ ଘର

ମୁମ୍ବାଇ:କଙ୍ଗନା ରାନାୱତ ଏବେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି । ସେ ଯାହା ବି କରୁଛନ୍ତି ତାହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଯାଇଛି । ତେବେ ବିବାଦୀୟ ଟୁଇଟ ନେଇ ଟ୍ୱିଟର ତାଙ୍କ ଆକାଂଉଟ ସସପେଣ୍ଡ କରିଦେଇଛି । କୁଇନ ଏହାର ପ୍ରତିକ୍ରିୟାରେ କହିଥିଲେ ମୋ ନିକଟରେ ଅନେକ ବିକଳ୍ପ ଅଛି । ଏହା…

କରୋନା ପୁଣି କଲବଲ କଲାଣି ଜାପାନକୁ, ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ: ଜାପାନରେ ପୁନର୍ବାର କରୋନାର ଦ୍ୱିତୀୟ ଲହରୀ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ଜାପାନ ସରକାର କେତେକ ସହରରେ ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୫ ଏପ୍ରିଲ ଥିବା ବେଳେ ଏବେ ଏହାକୁ ୧୧ ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କରୋନାର ପ୍ରକୋପ ଯୋଗୁ ପୁନର୍ବାର…

ଆସନ୍ତାକାଲିଠୁ ହିମାଚଳ ପ୍ରଦେଶରେ ୧୦ ଦିନିଆ କର୍ଫ୍ୟୁ

ସିମଲା : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଅଧିକ ରହୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ଲାଗିଲାଣି କଟକଣା । ଏହି କ୍ରମରେ ଆସନ୍ତାକାଲିଠୁ ହିମାଚଳପ୍ରଦେଶରେ ଲାଗୁ ହେବ କର୍ଫ୍ୟୁ । ଆସନ୍ତାକାଲିଠୁ ମେ ୧୬ ତାରିଖ…

ଆଇପିଏଲ ବାତିଲ ପରେ ଇଂଲଣ୍ଡ ଫେରିଲେ ୮ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ବାତିଲ ହେବା ପରେ ଇଂଲଣ୍ଡର ୮ ଜଣ ଖେଳାଳି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେମାନେ ବୁଧବାର ଲଣ୍ଡନରେ ପଂହଚିଛନ୍ତି । ଜନ୍ନୀ ବେୟାରଷ୍ଟୋ, ଜୋସ ବଟଲର, ସାମ ୱିଲିଙ୍ଗ କ୍ରିସ ୱକ୍ସ, ମୋଇନ ଅଲୀ, ଜାସନ ରାୟ ଓ କୁରାନ ବ୍ରଦର୍ସ ନୂଆଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା…

ରଶ୍ମି ରକେଟ ଫିଲ୍ମ ଏଡିଟରଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ:ତାପସୀ ପନ୍ନୁ ଅଭିନୀତ ରଶ୍ମି ରକେଟ ଫିଲ୍ମର ଏଡିଟର ଅଜୟ ଶର୍ମା କରୋନା ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଛନ୍ତି । ସେ କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସା ବେଳେ ତାଙ୍କ ଅକ୍ସିଜେନ ଲେଭଲ କମିଯିବାରୁ ତାଙ୍କୁ ଡାକ୍ତରମାନେ ବଂଚାଇ ପାରି ନ ଥିଲେ । ୧୦ ଦିନ ତଳେ ସେ…

ଭୁବନେଶ୍ବରରୁ ୧୦୭୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଉପରମୁହାଁ । ପ୍ରତିଦିନି ସଂକ୍ରମିତ ସଂଖ୍ୟା ବଢୁଥିବା ବେଳେ, ଚିନ୍ତା ବଢ଼ାଇଛି ହଟସ୍ପଟ୍ ପାଲଟିଥିବା ରାଜଧରାନୀ ଭୁବନେଶ୍ବର । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୭୪ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୨୮ ଜଣ ଥିବା ବେଳେ, ଲୋକାଲ କେସ୍…

ତାତିରୁ ସାମାନ୍ୟ ଆଶ୍ବସ୍ତି, ସାରା ରାଜ୍ୟରେ ଖସିଲା ପାରଦ

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ହ୍ରାସ ପାଇଛି ସାରା ରାଜ୍ୟର ତାପମାତ୍ରା । ୪୦ ଡିଗ୍ରୀ ତଳେ ରହିଛି ସାରା ରାଜ୍ୟର ପାରଦ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୨.୩ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ…

ରାଜ୍ୟରୁ ସୁସ୍ଥ ହେଲେ ୬୧୭୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ରାଜ୍ୟ ପାଇଁ ଖୁସି ଖବର । ଆଜି ରାଜ୍ୟରୁ ପାଖାପାଖି ୧୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୬୧୭୬ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ…