Latest Odisha News

BREAKING NEWS

[ଭିଡିଓ] କରୋନା ଭୟାବହତାର ଆଉ ଏକ ଉଦାହରଣ…

ଶ୍ରୀକାକୁଲମ୍‌ (ଆନ୍ଧ୍ରପ୍ରଦେଶ): କରୋନାର କରାଘାତରେ ତଳେ ପଡିଥିଲା ବାପା । ସେପଟେ ଝିଅଟି ନିଜ ବାପା ମୁହଁରେ ଟିକେ ପାଣି ଦେବାକୁ ଚାହୁଁଥିଲା । ହେଲେ ଭାଗ୍ୟର ବିଡମ୍ବନା । ଖୋଦ ତଳେ ପଡିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଅର୍ଥାତ ଝିଅଟିର ମାଆ ତା ବାପାକୁ ପାଣି ଦେବାକୁ ମନା କରୁଥିଲା । ହେଲେ…

ୟୁପିରେ ବଢିଲା ଲକ୍‌ଡାଉନ୍‌ ଅବଧି

ଉତ୍ତରପ୍ରଦେଶ: କୋଭିଡ ମାମଲା ବଢିବା ସହ ରାଜ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ତରପ୍ରଦେଶ ସରକାର ବୁଧବାର ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ କର୍ଫ୍ୟୁକୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ରିୟାଲିଟି ସୋ ‘ସୁପର୍‌ ଡାନ୍ସର’ରେ ନଜର ଆସିବେନି ଶିଳ୍ପା

ନୂଆଦିଲ୍ଲୀ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ନୂତନ ପ୍ରୋଟୋକଲ୍ ଅନୁଯାୟୀ, ଟିଭି, ଚଳଚ୍ଚିତ୍ର କିମ୍ବା ବିଜ୍ଞାପନ ସୁଟ୍‌କୁ ରାଜ୍ୟରେ ଅନୁମତି ମିଳିନାହିଁ। ପ୍ରାୟ ଅନେକ ଟେଲିଭିଜନ ଏବଂ ରିୟାଲିଟି ସୋକୁ ମୁମ୍ବାଇରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।…

ଗିରଫ ହେଲେ ରେମ୍‌ଡେସେଭିୟର୍ କଳାବଜାରୀ !

ନୂଆଦିଲ୍ଲୀ: ୭୦ ହଜାର ଟଙ୍କାରେ ବିକ୍ରିୟ ହେଉଥିଲା ରେମ୍‌ଡେସେଭିୟର୍ ଇଂଜେକ୍ସନ୍ । କଳାବଜାରୀଙ୍କ ନିକଟରେ ମହଜୁଦ ଥିଲା ଇଂଜେକ୍ସନ ଭାଇଲ୍ । ବହୁ ଖୋଳତାଡ ପରେ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ଗ୍ୟାଙ୍ଗ । ରେମ୍‌ଡେସେଭିୟର୍ ଇଂଜେକ୍ସନକୁ…

ସାହିତ୍ୟ ପତ୍ରିକା କାହାଣୀର ‘ମନୋଜ ଦାସ ବିଶେଷାଙ୍କ’ ଲୋକାର୍ପିତ

ଭୁବନେଶ୍ୱର : ସମ୍ପାଦକ ବିଜୟ ନାୟକଙ୍କ ଦ୍ୱାରା ସମ୍ପାଦିତ ଅଗ୍ରଣୀ ସାହିତ୍ୟ ପତ୍ରିକା ' କାହାଣୀ ' ର 'ମନୋଜ ଦାସ ବିଶେଷାଙ୍କ' ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସମ୍ମାନିତ ଅତିଥି ଭାବରେ…

ଖଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରସ୍ଥିତ ଖଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି। ଖଲିକୋଟ ସ୍ୱୟଂଶାସିତ କଲେଜ ହେଉଛି ରାଜ୍ୟର ପୁରାତନ ତଥା ପ୍ରସିଦ୍ଧ କଲେଜ ମଧ୍ୟରୁ ଗୋଟିଏ। ଏଠାରେ ଅଧ୍ୟୟନ କରିଥିବା ଅନେକ…

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବୁଧବାର କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ…

ପୁଣି ଉଡିଲା ‘ରାମାୟଣ’ର ରାବଣଙ୍କ ମୃତ୍ୟୁ ଗୁଜବ; ଜାଣନ୍ତୁ କଣ କହିଲେ ଲକ୍ଷ୍ମଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଅନେକ ଗୁଜବ ପ୍ରଚାର ହେଉଛି। ଗତକାଲି ରାତିରେ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁ ଖବର ପ୍ରସାରିତ ହୋଇଥିଲା। ଏହାପରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା କଳାକାର ସୁନୀଲ ଲାହିରି ଏହି…

ସୃଷ୍ଟି ଫାଉଣ୍ଡେସନ ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ 'ସୃଷ୍ଟି ଫାଉଣ୍ଡେସନ' ଆନୁକୂଲ୍ୟରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଙ୍କ ନେତୃତ୍ୱରେ କୋଭିଡ କଟକଣା ପାଳନ ସହ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ଅନେକ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ…

ରାଜ୍ୟବ୍ୟାପୀ‘ଲକଡାଉନ୍‌’

ଆରମ୍ଭ ହୋଇଛି  ‘ଲକଡାଉନ୍‌’ । କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟବ୍ୟାପୀ ଲାଗୁ ହେଇଛି ‘ଲକଡାଉନ୍‌’ ଫଣ୍ଡା। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରହିବ ଏହି କଟକଣା। ସକାଳୁ ସକାଳୁ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ପ୍ରମୁଖ ରାସ୍ତା ବାରିକେଡ ସାଙ୍ଗକୁ ବାଉଁଶ ବାଡ଼ କରା ଯାଇଛି।…