Latest Odisha News

BREAKING NEWS

ଆଜିଠୁ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ

ପୁରୀ: କରୋନା ଟାଣିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା । ଆଜିଠୁ ଆଉ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ବଡ଼ଦେଉଳ ଦୁଆର ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଛି । ମେ’ ୧୫ ତାରିଖ ଯାଏ…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ଭଦ୍ରକ, କଟକ, ଗଞ୍ଜାମରୁ ଜଣେ…

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଓଡ଼ିଆ ଭାଗବତରେ ସୁଭାଷିତ’ ଶୀର୍ଷକ ୱେବିନାର ଆୟୋଜିତ

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ କେଦାର ସ୍ମାରକୀ ବକ୍ତୃତାମାଳା କାର୍ଯ୍ୟକ୍ରମରେ 'ଓଡ଼ିଆ ଭାଗବତରେ ସୁଭାଷିତ' ଶୀର୍ଷକରେ, ୱେବିନାର ମାଧ୍ୟମରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ପୂର୍ବତନ ଆଇଏଏସ ଅଧିକାରୀ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି ନାମାଙ୍କନ ଦାଖଲ କରିବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ନିଜ ସମର୍ଥକଙ୍କ ସହ ଜିଲ୍ଲା କଂଗ୍ରେସ ଭବନ ନିକଟରେ ପହଞ୍ଚିବା ପରେ କରୋନା କଟକଣା ଭିତରେ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ । ଅଜିତ…

ଆଜିଠୁ ବ୍ୟାଙ୍କରେ ସକାଳ ୧୦ରୁ ୨ଟା ଗ୍ରାହକ ସେବା, କରୋନା ଯୋଗୁ କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ବ୍ୟାଙ୍କରେ ଗ୍ରାହକ ସେବା ସମୟରେ ପରିବର୍ତ୍ତନ ହୋଇଛି । ଆଜିଠାରୁ ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ଣ ୨ଟା ଯାଏ ଗ୍ରାହକ ସେବା ଯୋଗାଇବେ । ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ବି ହେଲେଣି । ଏଭଳି ସ୍ଥିତିରେ…

ଆଜି ରାଜ୍ୟରୁ ୬୫୯୯ କରୋନା ପଜିଟିଭ୍, ଗଞ୍ଜାମରେ ଦିନକରେ ସଂକ୍ରମଣ ବଢ଼ିଲା ୭୦%

ଭୁବନେଶ୍ୱର: ଗତକାଲି କମିଥିଲା । ଆଜି ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୯୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୭୭୨ଟି ରହିଛି । ଖୋର୍ଦ୍ଧା ଜିଲ୍ଲାରୁ…

କରୋନା କାଳରେ ପଶ୍ଚିମବଙ୍ଗରେ ୭ମ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ଦିନ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୩୪ଟି ଆସନରେ ଭୋଟିଂ ଚାଲିଛି। ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ କୋଲକାତା, ଦକ୍ଷିଣ ଦିନାଜପୁର, ମାଲଦା,…

ଘାଟିରେ ଓଲଟିଲା ବସ୍, ୭ ଯାତ୍ରୀ ଆହତ

ରାୟଗଡ଼ା: ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ଓମ୍ ସାଇ ନାମକ ବସଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୋଳ ଯାଉଥିଲା । ଘାଟି ଚଢ଼ିବା ବେଳେ…

କବିତା : ମାନବିକତା

ରତ୍ନମୟ ତ୍ରିପାଠୀ  ଅନେକ ଦିନରୁ ଖୋଜୁଥିଲି ମାନବିକତାକୁ, ସମାଜ ଭିତରେ କେହିଜଣେ କହିଲେ ମାନବିକତା ଥାଏ ଭଲ ମଣିଷ ଭିତରେ l ପୁଣି ଭଲ ମଣିଷ ଖୋଜିଲି କିଛି ଭଲ ମଣିଷଙ୍କୁ ବି ପାଇଲି ହେଲେ ମାନବିକତା କାହିଁ ? ପଚାରିବାରୁ ଉତ୍ତର ପାଇଲି ଅସହାୟ ମଣିଷ, ରୋଗୀଶଯ୍ୟା, ରାସ୍ତାରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳତା ୨୬-୪-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ୨୬ ତାରିଖ ସୋମବାର ମେଷ ୧୩ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଆଜିର ଘାତ ବାରମିଥୁନ ରାଶିର ଆଜିର ଘାତ ଚନ୍ଦ୍ର ବୃଷ ରାଶି ପୁରୁଷ, ଧନୁ ରାଶି…