Latest Odisha News

BREAKING NEWS

ରାଜ୍ୟରୁ ୪ ହଜାର ୮୫୧ ନୂଆ ସଂକ୍ରମିତ ଚିହ୍ନଟ, ୫ ଜିଲ୍ଲାରେ ୩ ଶହ ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢ଼ୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୮୧୪ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୦୩୭ଟି ମାମଲା ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । ଦୈନିକ ସଂକ୍ରମଣ…

ଦିଲ୍ଲୀ ବିପକ୍ଷ ମ୍ୟାଚ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଜରିମାନା

ଚେନ୍ନାଇ: ଆଇପିଏଲର ୧୩ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଛି । ଏହି ରୋମାଞ୍ଚକର ବିଜୟ ସହ ଦିଲ୍ଲୀ ଗତ ଚାମ୍ପିୟନ୍ ଟିମ୍ ବିପକ୍ଷରେ ଲଗାତାର ପାଞ୍ଚଥର ହାରିବା ପରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଦିଲ୍ଲୀକୁ ୧୩୮ ରନର ବିଜୟ…

କର୍ମଚାରୀ କରୋନା ପଜିଟିଭ୍ ପରେ ୫ ଦିନ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଶିକ୍ଷାନୁଷ୍ଠାନରେ କରୋନା କାୟା । ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ୫ ଦିନ ପାଇଁ ବନ୍ଦ ରହିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏକାଧିକ କର୍ମଚାରୀ କରୋନା ପଜିଟିଭ…

ଶୌଚ ପାଇଁ ଯାଇଥିବା ବେଳେ ୩ ଜଣଙ୍କୁ ଦଳିଦେଲା ଦନ୍ତା

ବରଗଡ଼: ଗାଇସିଲଟ ବ୍ଲକ ରାଇସେଲପଦର ପଞ୍ଚାୟତ ଉମରଟ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ୩ ଜଣଙ୍କୁ ହାତୀ ଦଳି ଦେଇଛି । ୩ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଗ୍ରାମବାସୀଙ୍କୁ ବନ ବିଭାଗ ବୁଝାସୁଝା କରୁଛି ।…

ଆଜି ରାମ ନବମୀ: କୋଭିଡ୍ ଯୋଗୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଫିକା

ଭୁବନେଶ୍ୱର: ଆଜି ହେଉଛି ରାମ ନବମୀ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । କୋଭିଡ୍ ସଂକ୍ରମଣ ଯୋଗୁ ଏବର୍ଷ ନିରାଡମ୍ବର ଭାବରେ ପାଳନ କରାଯାଉଛି ଶ୍ରୀରାମଙ୍କ ଜନ୍ମୋତ୍ସବ । ବିମାନ ଭକ୍ତରେ ରାମ ନବମୀ ପାଳନ ହେଉଛି । ମନ୍ଦିରରେ କେବଳ ନୀତିକାନ୍ତି କରାଯାଉଛି । ଭିଡ଼ ଯେଭଳି…

ରେମଡେସିବିର ଓ କଞ୍ଚା ମାଲ ଆମଦାନୀ ଉପରୁ ଆମଦାନୀ ଶୁଳ୍କ ହଟାଇଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇସର ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସରକାର ରେମଡେସିବିର, ଏହାର କଞ୍ଚା ମାଲ୍ ଏବଂ ଭାଇରଲ ନିରୋଧି ଔଧଯ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଅନ୍ୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହଟାଇବାକୁ ଘୋଷଣା କରିଛନ୍ତି ସରକାର । ଏହି ପଦକ୍ଷେପ ଦ୍ୱାରା ରେମଡେସିବିର…

ଗଳ୍ପ : ଚିରକାଳର ମା’

ପ୍ରଦୀପ କୁମାର ରାୟ ସେଦିନ କାହିଁକି କେଜାଣି ଭୀଷଣ ଉଦାସ ଲାଗୁଥାଏ । ଘରେ ମୁଁ ଏକା । ପିଲାମାନେ ହଷ୍ଟେଲରେ , ଶ୍ରୀମତୀ ବାପଘରକୁ ଯାଇଥାନ୍ତି । ସକାଳୁ ନିତ୍ୟକର୍ମ ସାରି କଲେଜକୁ ବାହାରିଲି । ବାଟରେ ଜଳଖିଆ ଖାଇବା ପାଇଁ ହୋଟେଲ ଭିତରକୁ ଯଦିଓ ପଶିଗଲି କିନ୍ତୁ କିଛି ଖାଇବାକୁ ଇଛ୍ଛା ହେଲା…

ବ୍ୟଙ୍ଗ : ବାଙ୍ଗି ଭାତ୍

ଓଁ ଅଭିଜ୍ଞାନ ସାହୁ  କରୋନା ପ୍ରଭାବରୁ ଏବେ ସବୁ ଅନ୍ ଲାଇନ୍ । ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଖରାଦିନ ଛୁଟି ଆରମ୍ଭ ହେଲେ ବାପା ମାଆମାନଙ୍କ ଛୁଟି ଆରମ୍ଭ ହୁଏ । ଏହି ସମୟରେ ପ୍ରାୟ ବିଭିନ୍ନ ଜାଗାକୁ ବୁଲିଯିବା ହେଉ କି ଗତ କିଛି ବର୍ଷ ହେଲା ଛୁଟିର ଆକର୍ଷଣ ବନିଥିବା ବାର୍ଷିକ ପୁରାତନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳତା ୨୧-୪-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨୧ ତାରିଖ ବୁଧବାର ମେଷ ୮ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଆଜିର ଘାତ ବାରକର୍କଟ ରାଶିର ଆଜିର ନିଷେଧ ଖାଦ୍ୟ :  ଲାଉ  ଆଜି ଶ୍ରୀରାମ ନବମୀ,ରାମ ଚରିତ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଦୈନିକ ୭୦୦ ଟନ୍ ଅମ୍ଳଜାନ ଯୋଗାଣ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇ ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅମ୍ଳଜାନ ଉତ୍ପାଦନ କରାଯାଉଛି । ଏଥିସହ ତିନିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ…