Latest Odisha News

BREAKING NEWS

ଅନୁଭବ-ବର୍ଷା ବିବାଦ ମାମଲା: ମେ’ ୧୭ରେ ଶୁଣାଣି କରିବେ କଟକ ଏସଡିଜିଏମ କୋର୍ଟ 

କଟକ: ମେ’ ୧୭ରେ ଶୁଣାଣି ହେବ ଅନୁଭବ-ବର୍ଷା ବିବାଦ ମାମଲା । ଶୁଣାଣୀ କରିବେ କଟକ ଏସଡିଜିଏମ କୋର୍ଟ ।  ପୂର୍ବରୁ ବର୍ଷା ଅନୁଭବ ଓ ତାଙ୍କ ପରିବାରଙ୍କ ବିରୋଧରେ ପାରିବାରିକ ହିଂସା ଓ ମାନସିକ ଅତ୍ୟାଚାରର ଅଭିଯୋଗ ଆଣି କଟକ ଏସଡିଜେମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପୂର୍ବରୁ ସାଂସଦ…

ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କୁ କରୋନା; କ୍ୱାରେଣ୍ଟାଇନ୍‌ରେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପତ୍ନୀ ସୁନୀତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସିଏମ ଅରବିନ୍ଦ କେଜ୍ରିୱାଲ ନିଜକୁ ପୃଥକ୍‌ ରଖିଛନ୍ତି। ଏ ନେଇ ଏପର୍ଯ୍ୟନ୍ତ କୌଣସି…

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କରୋନା ପଜିଟିଭ୍

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ମଙ୍ଗଳବାର ଦିନ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ନିକଟରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ନିଜକୁ କରୋନା ପରୀକ୍ଷା…

ଶ୍ରଦ୍ଧାଳୁଙ୍କ ପାଇଁ ସପ୍ତାହରେ ଏହି ତିନି ଦିନ ବନ୍ଦ ରହିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର: କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ଘଟଗାଁରେ ଥିବା ପ୍ରସିଦ୍ଧ ତାରିଣୀ ମନ୍ଦିରକୁ ସପ୍ତାହରେ ତିନି ଦିନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ମନ୍ଦିର ବନ୍ଦ ରହିବ। ବାକି ଚାରି ଦିନ ଏହା ଖୋଲା ରହିବ। ମଙ୍ଗଳବାର…

ଆଜି ସନ୍ଧ୍ୟାରେ ଟିକା ଉତ୍ପାଦନକାରୀଙ୍କ ସହିତ ମୋଦିଙ୍କ ବୈଠକ, ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଟିକାନିର୍ମାତା କମ୍ପାନୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ବସିବ । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଟିକାର ଅଭାବ ଦେଖା ଦେଲାଣି । ଟିକାକରଣ ଉତ୍ପାଦନକୁ…

ରାଜ୍ୟବ୍ୟାପୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ଘୋଷଣା କଲେ ୟୁପି ସରକାର

ନୂଆଦିଲ୍ଲୀ: ରାଜ୍ୟରେ ବଢୁଥିବା କୋଭିଡ-୧୯ ମାମଲାକୁ ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ମଙ୍ଗଳବାର ଦିନ ରାଜ୍ୟବ୍ୟାପୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପ୍ରିଲ୍ ୨୪ରୁ ଏହି ସାପ୍ତାହିକ ଲକ୍‌ଡାଉନ ଲାଗୁ ହେବ। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ୫୦୦ ରୁ ଅଧିକ ସକ୍ରିୟ ମାମଲା…

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀରେ ୨ଟି ଘରୋଇ କୋଚିଂ ସେଣ୍ଟର ସିଲ୍

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ ଯୋଗୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରିଛି। ଏହି କୋଚିଂ ସେଣ୍ଟର ହେଉଛି ନୟାପଲ୍ଲୀରେ ଅଦ୍ବିତୀୟ ଏକାଡେମୀ ଏବଂ କଲିଙ୍ଗ ଏକାଡେମୀ। ପୂର୍ବ ଦିନ ଆଇଆରସି…

ନୂଆ ଅବତାରରେ ଆସୁଛନ୍ତି ଅଭିନେତା ଦୀପକ !

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ଅଭିନେତା ଦୀପକ । ଅଭିନୟ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଏହି ଅଭିନେତା ବେଶ କିଛି ଦିନ ଧରି ସଙ୍ଗୀତ ପ୍ରେମରେ ବୁଡି ରହିଛନ୍ତି । ତେବେ ରିୟଲ ନୁହେଁ ବରଂ ରିଲ୍ ଲାଇଫରେ ଦୀପକ ମ୍ୟୁଜିକ ଲଭର ଭାବେ ଦର୍ଶକଙ୍କୁ ଦେଖାଦେବେ । କାହିଁକି ନା ଆଗାମୀ ଦିନରେ ରିଲିଜ ହେବାକୁ…

ନନ୍ଦନକାନନରୁ ୧୩ ପଶୁପକ୍ଷୀ ଗଲେ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ 

ବାରଙ୍ଗ: ଆଜି ଭୁୂବନେଶ୍ବର ନନ୍ଦନକାନନରୁ ମଧ୍ୟପ୍ରଦେଶ ପୁଣି ପଶୁପକ୍ଷୀ ଅଦଳବଦଳ ହୋଇଛନ୍ତି । ନନ୍ଦନକାନନରୁ ୧୩ ପଶୁପକ୍ଷୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ ପଠାଯାଇଛି । ଧଳା ବାଘୁଣୀ ଓ କଳା ବାଘ, ୩ଟି ଘଡିଆଳ କୁମ୍ଭୀର, ୮ଟି ପିଜାଣ୍ଟକୁ ଇନ୍ଦୋର କମଳା ନେହୁର ପାର୍କ ପଠାଯାଉଛି ।…

ଆଜି ରିଲିଜ ହେବ ଓଡ଼ିଆ କ୍ରାଇମ ଥ୍ରୀଲର ମୁଭି ‘ଚରିତ୍ର’ର ଟ୍ରେଲର

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସିସିର କୁମାର ସାହୁ ଏବଂ ପିନାକୀ ସିଂ ରାଜପୁତ ସେମାନଙ୍କର ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଚରିତ୍ର’କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି କ୍ରାଇମ ଥ୍ରୀଲରର ଟ୍ରେଲର ମଙ୍ଗଳବାର ରିଲିଜ ହେବ। ଏହି ଚଳଚ୍ଚିତ୍ରରେ ପାର୍ଥ ସାରଥୀ ରୟ, ଅନନ୍ୟା ମିଶ୍ର,…