କରୋନା ଆକ୍ରାନ୍ତ ପରେ ୯୦ ଦଶକର ଲୋକପ୍ରିୟ ସଙ୍ଗୀତକାର ଶ୍ରବଣଙ୍କ ଅବସ୍ଥା ଗୁରୁତର
ମୁମ୍ବାଇ: ୯୦ ଦଶକର ଲୋକପ୍ରିୟ ସଙ୍ଗୀତକାର ନଦୀମ-ଶ୍ରବଣ ଯୋଡି ମଧ୍ୟରୁ ଶ୍ରବଣ କୁମାର ରାଠୋର କରୋନା ଆକ୍ରାନ୍ତ ପରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତାଙ୍କ ପୁଅ ତଥା ମ୍ୟୁଜିକ କମ୍ପୋଜର ସଞ୍ଜୀବ ରାଠୋର ମଧ୍ୟ ବାପାଙ୍କ ଅବସ୍ଥା ଉଦବେଗଜନକ ବୋଲି କହିଛନ୍ତି । ଫୁସଫୁସରେ…