ଗ୍ୟାଙ୍ଗଷ୍ଟର ହାଇଦରର ହାଇଡ୍ରାମା
୧୨୦ଘଣ୍ଟାର ଅପରେସନ ପରେ ତେଲେଙ୍ଗାନରୁ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସର ଦୁଇଟି ଟିମ୍ ତେଲେଙ୍ଗାନା ପ।ଇ ଛାନ୍ଭିନ୍ ପରେ ଧରାପଡିଥିଲା ସେଖ୍ ହାଇଦର । ତେବେ ଦୀର୍ଘ ୧୬ ବର୍ଷ ପରେ ହାଇଦର ଫେରାର ହେବା ପଛରେ କିଛି ଷଡନ୍ତ୍ର ଥିଲା କି? ନା ଅଲଗା କିଛି ରହସ୍ୟ ଅଛି । ଏନେଇ ତଦନ୍ତ…