Latest Odisha News

BREAKING NEWS

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ । ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରୁଟିନ୍ ହାର୍ଟ ଚେକ୍ ଅପ୍ ପାଇଁ ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ହୋମ୍ ଆଇସୋଲେସନରେ ଥିଲେ ପିସିସି ସଭାପତି ନିରଞ୍ଜନ…

୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପାହାଳ ଫାଣ୍ଡି ଏଏସଆଇ

ବାଲିପାଟଣା : ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେବା ବେଳେ ପାହାଳ ଫାଣ୍ଡି ଏଏସଆଇ ପ୍ରଦୀପ କୁମାର ପ୍ରଧାନଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍ । ଏକ ଜମିଜମା ମାମଲାରେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଏଏସଆଇ ପ୍ରଦୀପଙ୍କୁ ବାକୁ କରିଥିଲା । ସନ୍ଦୀପ…

ଏଲିଏନ୍ସ ,ବାସ୍ତବ ନା କଳ୍ପନା

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ପନ୍ତଙ୍କ ଅର୍ଦ୍ଧଶତକ, ରାଜସ୍ଥାନ ସମ୍ମୁଖରେ ୧୪୮ ରନର ଟାର୍ଗେଟ

ମୁମ୍ବାଇ: ଏଠାରେ ଚାଲିଥିବା ଆଇପିଏଲ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୧୪୮ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଦିଲ୍ଲୀ ୩୭ ରନରେ ୪ଟି ଉଇକେଟ ହରାଇ ବିପଦରେ…

ଚର୍ଚ୍ଚାରେ ବାଗ୍‌ଚୀ ଦମ୍ପତି

ଭୁବନେଶ୍ୱରରେ ହେବ ୫୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ । ଆଉ ଏନେଇ ୩୪୦କୋଟି ପ୍ରଦାନ କରି ଚର୍ଚ୍ଚାରେ ବାଗ୍‌ଚୀ ଦମ୍ପତି । ଓଡ଼ିଶା ମାଟି ପାଇଁ ଏହି ମୂଲ୍ୟ ବହୁତ କମ୍ । ତେବେ କ୍ୟାନସର ହସପିଟାଲ ହେଲେ ବହୁ ଗରିବ କ୍ୟାନସର ପୀଡିତଙ୍କୁ ଚିକିତ୍ସାରେ ସୁବିଧା ମିଳିପାରିବ ବୋଲି କହିଛନ୍ତି…

ପଶ୍ଚିମବଙ୍ଗ ନିର୍ବାଚନ: ଦିଲୀପ ଘୋଷଙ୍କ ଉପରେ ଇସିଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ନିର୍ବାଚନରେ ଉତେଜନାମୂଳକ ଭାଷଣ ଦେବା ନେଇ ନିର୍ବାଚନ କମିଶନ ବିଜେପିର ଦିଲୀପ ଘୋଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁରୁବାର ସନ୍ଧ୍ୟାରୁ ୨୪ ଘଂଟା ପର୍ଯ୍ୟନ୍ତ ତାଙ୍କ ନିର୍ବାଚନ ପ୍ରଚାର ଉପରେ ଇସି ନିଷେଧାଦେଶ ଜାରୀ କରିଛି । ପଶ୍ଚିମବଙ୍ଗ ବିଜେପି…

ତେଲେଙ୍ଗାନାରୁ ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ବର : ଶେଷରେ ଧରାପଡ଼ିଲା କୁଖ୍ୟାତ ଅପରାଧୀ ହାଇଦର । ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଛି ପୋଲିସ । କଟକ ଓ ତେଲେଙ୍ଗାନା ପୋଲିସର ମିଳିତ ଉଦ୍ୟମରେ ହାଇଦରକୁ ଗିରଫ କରାଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକ ବଡ଼ ମେଡିକାଲରୁ ଗତ ୧୦ ତାରିଖ ଦିନ ଫେରାର…

କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ବାଛିଲା ୱିଜଡେନ ଅଲମାନାକ

ନୂଆଦିଲ୍ଲୀ: ୱିଜେଡେନ ଅଲମାନକା ୨୦୧୦ରୁ ୨୦୨୦ ମଧ୍ୟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ଚୟନ କରିଛି । ୧୯୭୧ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତି ଦଶନ୍ଧିର ଶ୍ରେଷ୍ଠ ଖେଳାଳି ୱିଜଡେନ ମନୋନୀତ କରିଛି । କୋହଲି ୨୫୪ ଦିନିକିଆରେ ୧୨୧୬୯ ରନ ସଂଗ୍ରହ…

ଚାଲାଣ ବେଳେ ୩ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି:ବାହାରକୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର ହେଲେ ଶିଶୁ ଶ୍ରମିକ । ଶିଶୁ ସୁରକ୍ଷା କମିଟି ଓ ପୁଲିସର ମିଳିତ ଚଢାଉ ବେଳେ ୩ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଟଙ୍କାର ଲୋଭ ଦେଖାଇ ମାଲକାନଗିରି ଅଞ୍ଚଳରୁ ଏହି ପିଲାଙ୍କୁୂ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା । ଏବେ ଉଦ୍ଧାର…

ସ୍ଥଗିତ ରହିଲା ନିଟ୍‌ ପିଜି ମେଡିକାଲ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ : ଭୟଙ୍କର ରୂପ ନେଉଛି କରୋନା ସଂକ୍ରମଣର ଦ୍ବିତୀୟ ଲହର । ଏହାକୁ ଦୃଷ୍ଟିରେ ରଖି ନିଟ୍‌ ପିଜି ମେଡିକାଲ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କରୋନା…