Latest Odisha News

BREAKING NEWS

କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ବ୍ୟକ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର: ଦ୍ୱିତୀୟ ଟିକା ନେବା ପରେ କରୋନା ସଂକ୍ରମିତ ହୋଇ ଜଣେ ବ୍ୟକ୍ତିଙ୍କ ଗୁରୁବାର ଦିନ ଭୁବନେଶ୍ୱରର ଏମ୍‌ସ ଠାରେ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଟିଟଲାଗଡର ୫୭ ବର୍ଷିୀୟ ବ୍ୟକ୍ତି ମାର୍ଚ୍ଚ ୧୦ରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇଥିଲେ। ଏହାର ୧୦ ଦିନ ପରେ ତାଙ୍କଠାରେ…

ଓଡ଼ିଶା ସମେତ ଦେଶର ୫ ରାଜ୍ୟରେ କୋଭିଡ୍ ଟିକା ଅଭାବ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦେଶରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ଦେଖା ଦେଇଛି ଟିକା ଅଭାବ । ଓଡ଼ିଶା ସମତେ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟରେ କମ୍ ଭ୍ୟାକ୍ସିନ୍ ରହିଛି । ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ କେତେକ କେନ୍ଦ୍ରରେ…

ସୋପିଆନରେ ସୁରକ୍ଷାବାହିନୀ ଗୁଳିଲେ ଟଳିଲେ ୩ ଆତଙ୍କୀ

ସୋପିଆନ(ଜମ୍ମୁ କାଶ୍ମୀର): ସୋପିଆନରେ ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟରେ ଟଳିଲେ ୩ ଆତଙ୍କୀ । ଏକ ମସଜିଦରେ ଏହି ଗୁଳି ବିନିମୟ ହୋଇଛି । ଆଉ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି । ଏବେ ବି(ଖବର ଲେଖାଯିବା ବେଳକୁ) ଅପରେସନ୍ ଜାରି ରହିଛି । ଏନକାଉଣ୍ଟରରେ…

ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଚଇତି ପର୍ବ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ

ଘଟଗାଁ: ଆଜିଠୁ ଆରମ୍ଭ ହେଉଛି କେନ୍ଦୁଝର ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ । କରୋନା କଟକଣା ଭିତରେ ଚଳିତବର୍ଷ ଚଇତି ପର୍ବ ପାଳନ ହେଉଛି । ଏଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷ । ଭୋରରୁ ମାଆଙ୍କର ସ୍ନାନ ପରେ ମାଜଣା ଓ ସୁନାବେଶେ ହୋଇଥିଲା…

ଆଜିଠାରୁ ଏହି ସହର ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଆଜି ରାତି ୮ ସମୟରୁ ମୁମ୍ବାଇ, ପୁଣେ, ନାଗପୁର ଏବଂ ମହାରାଷ୍ଟ୍ରର ସମସ୍ତ ସହର ଏବଂ ଜିଲ୍ଲା ସୋମବାର ସକାଳ ୭ ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ। ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ। ମୁମ୍ବାଇ କର୍ତ୍ତୃପକ୍ଷ ସହର ପାଇଁ ପୃଥକ…

 ‘ଓଡିଶା ଇତିହାସ’ର ହିନ୍ଦୀ ଅନୁବାଦ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ୧୨ଟାରେ ଦିଲ୍ଲୀ ଜନପଥ ସ୍ଥିତ ଆମ୍ବେଦକର ଆନ୍ତର୍ଜାତୀୟ ସେଣ୍ଟରରେ 'ଉତ୍କଳ କେଶରୀ' ଡ. ହରେକୃଷ୍ଣ ମହତବଙ୍କ ଦ୍ୱାରା ଲିଖିତ 'ଓଡିଶା ଇତିହାସ' ପୁସ୍ତକର ହିନ୍ଦୀ ଅନୁବାଦ ଉନ୍ମୋଚନ କରିବେ। ପୁସ୍ତକଟି ଏଯାବତ୍ ଓଡିଆ ଏବଂ…

ଏପ୍ରିଲ ୧୧ରୁ ଇଗ୍ନୋର ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (ଇଗ୍ନୋ) ପକ୍ଷରୁ ଏପ୍ରିଲ୍ ୧୧ ତାରିଖରୁ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ୍, ବିଇଡି ପ୍ରୋଗ୍ରାମ୍ ଏବଂ ପୋଷ୍ଟ ବେସିକ୍ ବିଏସସି ନର୍ସିଂ ପ୍ରୋଗ୍ରାମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦେଶର ୧୨୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ…

ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ ପୁଣି ଭୟଙ୍କର ରୂପ ଧାରଣ କଲାଣି କରୋନା । ଦୈନିକ ସଂକ୍ରମଣ ୭ହଜାର ପାର କଲାଣି । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ୩୭ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।…

ଆଜିଠୁ ବ୍ରହ୍ମପୁରରେ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, କୋଭିଡ୍ କଟକଣାରେ ପାଳନ

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଶାଶୁ ଘରୁ ବାପା ଘରକୁ ଆଗମନ କରିବେ ମାଆ ସାଆନ୍ତାଣୀ । ମଧ୍ୟରାତ୍ରିରେ ମାଆଙ୍କ ଆଗମନ ନେଇ ଲଗ୍ନ ସ୍ଥିର ହୋଇଛି । ଏଥିପାଇଁ ଦେଶୀ ବେହେରା ସାହିରେ ସରିଛି ସମସ୍ତ ପ୍ରସ୍ତତି । କୋଭିଡ୍ କଟକଣା ଯୋଗୁ…

ଓଡ଼ିଶାରେ ହଜାରେ ଡେଇଁଲା ଦୈନିକ ସଂକ୍ରମଣ, ଦିନକରେ ୧୨୮୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ମାରୁଛି ଲମ୍ବା ଲମ୍ଫ । ଆଜି ହଜାରେ ପାର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୧୨ଶହ ୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ର୭୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୨୭ଟି । ୨୮ ଜିଲ୍ଲାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି…