Latest Odisha News

BREAKING NEWS

ଟିଟିପିଏସ ବନ୍ଦ ପ୍ରତିବାଦ: ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ତାଳଚେର(ଅନୁଗୋଳ): ଟିଟିସିଏସ୍ ବନ୍ଦକୁ ନେଇ ତେଜୁଛି ବିରୋଧ । ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ ଟା ଠାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡକରା ଦେଇଛି ତାଳଚେର କ୍ରିୟାନୁଷ୍ଠାନ କମିଟି । ସମସ୍ତ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ଫଲରେ…

ସିଆରପି ଓଭରବ୍ରିଜ ଉପରେ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା ଟ୍ରକ୍

ଭୁବନେଶ୍ୱର: ପଛକୁ ପଛ ପିଟି ହେଲା ଟ୍ରକ୍ । ଭୁବନେଶ୍ୱର ସିଆରପି ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା । ଜୟଦେବ ବିହାର ପଟରୁ…

ଭାରତରେ ବଢ଼ୁଛି କରୋନା, ନ୍ୟୁଜିଲାଣ୍ଡ ଜାରି କଲା କଟକଣା

ୱେଲିଂଟନ୍: ଭାରତରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ନ୍ୟୁଜିଲାଣ୍ଡ କଟକଣା ଜାରି କରିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଦେନ ଭାରତରୁ ନ୍ୟୁଜିଲାଣ୍ଡ ଯାଉଥିବା ଯାତ୍ରୀଙ୍କ ଗସ୍ତ ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଛନ୍ତି ।…

କରୋନା ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ କରୋନା ସ୍ଥିତି ବେକାବୁ । ଲକ୍ଷେ ଟପିଛି ସଂକ୍ରମଣ । ଏଭଳି ସ୍ଥିତିରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ବୈଠକ ବସିବ । କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ…

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବିରୋଧ, ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି । ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ରପ୍ରଦେଶ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ନୋଟିଫିକେସନ୍ ଜାରି କରିଥିବା ବେଳେ ଏହାର ବିରୋଧ କରି ରାଜ୍ୟ ସରକାର ପିଟିସନ୍ ଦାଖଲ କରିଛନ୍ତି ।…

ଗୁଣୁପୁର GIET ବିଶ୍ୱବିଦ୍ୟାଳୟରେ କରୋନା, କ୍ୟାମ୍ପସ୍ ୩ ଦିନ ପାଇଁ ବନ୍ଦ

ଗୁଣୁପୁର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗୁଣୁପୁର GIET ବିଶ୍ୱବିଦ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ପରେ GIET ବିଶ୍ୱବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ଘୋଷାଣା…

କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କରୋନାର ବଢ଼ୁଥିବା ମାମଲା ଭିତରେ କୋଭିଡ୍ ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମ୍ସରେ ଦେଶୀ ଟିକା କୋଭାକ୍ସିନ୍ ନେବା ସହ ଲୋକଙ୍କୁ ଭ୍ୟାକ୍ସିନ୍ ନେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କହିଛନ୍ତି- ଭୂତାଣୁକୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୮ ତାରିଖ ଗୁରୁବାର ମୀନ ୨୬ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାରତୁଳା ଓ କୁମ୍ଭ ରାଶିର ଆଜିର ଘାତ ଚନ୍ଦ୍ର- ମିଥୁନ ରାଶି ପୁରୁଷ ଓ ମୀନ ରାଶି ଆଜିର ନିଷେଧ…

ବାଳକାଟିରୁ ୧ କିଲୋ ସୁନା ଜବତ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଳକାଟିରୁ ୧ କିଲୋ ସୁନା ଜବତ । ଚୋରି ସୁନା କିଣିବା ଅଭିଯୋଗରେ ସୁନା ଦୋକାନୀଙ୍କୁ ହେପାଜତକୁ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ସୁନା ଦୋକାନୀ ସୁଶାନ୍ତ ଦେଠୀଙ୍କୁ ପୋଲିସ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା…

ଭାରତରେ ଟି୨୦ ବିଶ୍ୱକପ ଆୟୋଜନ ନେଇ ଆଶଙ୍କା !

ନୂଆଦିଲ୍ଲୀ: କୋଭିଡ-୧୯ କେସ୍ ଦ୍ରୁତ ବେଗରେ ବଢ଼ିଥିବାରୁ ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ ନେଇ ଆଶଙ୍କା ବୃଦ୍ଧି ପାଇଛି । ବୁଧବାର ଆଇସିସି ସିଇଓ ଜେଫ ଆଲାର୍ଡାଇସ ଏ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଯଦି ଭାରତରେ ଏହା ଆୟୋଜିତ ହୋଇ ନ ପାରେ ତାହାହେଲେ ଏହାର ବିକଳ୍ପ ବ୍ୟବସ୍ଥା…