Latest Odisha News

BREAKING NEWS

ରାଜ୍ୟରେ ଲାଗୁ ହେବନି ଦିନ କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟରେ ଲାଗୁ ହେବନି ଦିନ କର୍ଫ୍ୟୁ । ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି । ତେଣୁ ଦିନ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କରୋନା ସଂକ୍ରମଣ ବୃଦ୍ଧି…

ଭୁବନେଶ୍ବରରୁ ୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଏହା ଉପରେ କଡ଼ା ନଜର ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଖୋର୍ଦ୍ଧାରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହି ୪୦…

ମାଆ ସାପ ଉଦ୍ଧାରର ୨୧ ଦିନ ପରେ ଫୁଟିଲା ଅଣ୍ଡା, ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗାଁ କେନାଲ ସାହିରୁ ୫୨ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛପଟ ବାଡିରେ ଏକ ଆଜବେଷ୍ଟସ ତଳୁ ସାପଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଗତ ମାସ ୧୩ ତାରିଖରେ ଏକ ପାଣିଧଣ୍ଢ ସାପ ଥିବା ବିଦେଶୀ…

୨ ଦିନ ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ

କେନ୍ଦୁଝର : ଦୁଇ ଦିନ ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ । କରୋନା ପାଇଁ ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୯ ତାରିଖରୁ ମା’ ତାରିଣୀଙ୍କ ଚଇତି ଯାତ୍ରା ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।…

କ୍ରମାଗତ ବିଜୟରେ ବିଶ୍ୱରେକର୍ଡ ସ୍ଥାପନ କଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍‌

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ଦିନିକିଆରେ କ୍ରମାଗତ ୨୧ ବିଜୟ ହାସଲ କରି ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି ଦଳ ଏହି କୀର୍ତିମାନ ସ୍ଥାପନ କରିଛି । ସବୁଠାରୁ ବଡ କଥା ନିଜ ଦେଶରେ ପୁରୁଷ ଟିମକୁ ପଛରେ ପକାଇ ସେମାନେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ, କରୋନା ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି 

ନୂଆଦିଲ୍ଲୀ: ସଙ୍ଗୀନ ହେଲାଣି କରୋନା ସେକେଣ୍ଡ ୱେଭ୍ । ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି । କରୋନାର ପ୍ରକୋପ ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି । କ୍ୟାବିନେଟ ସଚିବ,…

ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍

ନୂଆଦିଲ୍ଲୀ : ଗତବର୍ଷ ଭଳି ଏଥର ବି ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ । ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢୁଥିବାରୁ ବିବାନ ଦର୍ଶକରେ ଆଇପିଏଲ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଦେଶରେ କରୋନାର ଦ୍ବିତୀୟ ଲହରୀ ମାଡି ଚାଲିଥିବା ବେଳେ, ଏପରି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକ…

ଛତିଶଗଡରେ ମାଓ ତାଣ୍ଡବ ଘଟଣା: ଆସାମରେ ପ୍ରଚାର ବାତିଲ୍ କରି ଦିଲ୍ଲୀ ଗଲେ ଶାହା, ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ…

ନୂଆଦିଲ୍ଲୀ: ଛତିଶଗଡ ବିଜାପୁରରେ ମାଓ ତାଣ୍ଡବ ଘଟଣା । ମାଓବାଦୀଙ୍କ ବର୍ବରତାର ଖବର ସାରା ଦେଶକୁ ଦୋହଲାଇ ଦେଇଛି । ଯବାନଙ୍କ ସହିତ ରକ୍ତର ହୋଲି ଖେଳିଛନ୍ତି ମାଓବାଦୀ । ଏଥିରେ ୨୪ ଜଣ ଯବାନ ସହିଦ ହୋଇଛନ୍ତି । କିଛି ଯବାନଙ୍କ ପତ୍ତା ମିଳୁନଥିବାରୁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି ।…

ମମତାଙ୍କ ରାଲୀରେ ଷଣ୍ଢ ଉପଦ୍ରବ, ଅଳ୍ପକେ ବଂଚିଲେ ମୁଖ୍ୟମନ୍ତ୍ରୀ

କୋଲକାତା: ଚଳିତ ପଶ୍ଚିମବଙ୍ଗ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଜୋର ସୋରରେ ଚାଲିଛି । ତେବେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ହାୱାଡାରେ ଏକ ରୋଡ ଶୋ କରୁଥିବା ବେଳେ ହଠାତ୍ ଗୋଟେ ଷଣ୍ଢ ପସି ଆସିଥିଲା । ୧୦୦ ମିଟର ଦୂରରୁ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷାକର୍ମୀ ଏବଂ…

ଭୁବନେଶ୍ବର ବିମାନବନ୍ଦରରୁ ୧୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ଗ୍ରାଫ୍ । ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମଣ ସଂଖ୍ୟା । ଖାସକରି ରାଜଧାନୀ ଭୁବନେଶ୍ବରରେ ବଢ଼ିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଲାଣି । ଏହି କ୍ରମରେ ଆଜି ଭୁବନେଶ୍ବର ବିମାନ ବନ୍ଦରରୁ ଚିହ୍ନଟ…