Latest Odisha News

BREAKING NEWS

ଆଜିଠାରୁ ମହାରାଷ୍ଟ୍ରର ନନ୍ଦୁରବାରରେ ଲକ୍‌ଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ କଡା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ମାର୍ଚ୍ଚ ୩୧ ର ମଧ୍ୟରାତ୍ରରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନନ୍ଦୁରବରରେ ଲକଡାଉନ୍ ଘୋଷଣା କରାଯାଇଛି। ଏଥି ସହିତ ପଞ୍ଜାବ, ଛତିଶଗଡ ଏବଂ…

ସ୍କୁଲରେ ଛୁରାମାଡ଼: ଜଣେ ଛାତ୍ରର ଆକ୍ରମଣରେ ଆଉ ଜଣେ ଆହତ

ପୁରୀ: ସଗଣ୍ଡଗୋଳକୁ କେନ୍ଦ୍ର କରି ସ୍କୁଲରେ ଛୁରାମାଡ଼ । ଜଣେ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ଛାତ୍ର ଆହତ । ପୁରୀ ଭୋଳାନାଥ ସ୍କୁଲରେ ଏହି ଘଟଣା ଘଟିଛି । ଆକ୍ରମଣରେ ଜଣେ ନବମ ଶ୍ରେଣୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼…

ଆମାଜନ୍‌ ପ୍ରାଇମ୍‌ରେ ଆସିଲା ଡିମ୍ପଲ୍ କାପାଡିଆଙ୍କ ଡେବ୍ୟୁ ହଲିଉଡ୍ ଫିଲ୍ମ ‘ଟେନେଟ୍’

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଖ୍ରୀଷ୍ଟୋଫର ନୋଲାନଙ୍କ ଫିଲ୍ମ ଟେନେଟ ଷ୍ଟ୍ରିମିଂ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଆସିଯାଇଛି। ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଏହା ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତ୍ରୀ ଡିମ୍ପଲ୍ କାପାଡିଆଙ୍କ…

ଏହି ଫିଲ୍ମ ସୁଟିଂ ସମୟରେ ନୀତୁ କପୁର ଏବଂ ରିଷି କପୁରଙ୍କ ମଧ୍ୟରେ ହୋଇଥିଲା ବ୍ରେକ୍‌ଅପ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୀତୁ କପୁର ଏବଂ ସ୍ୱର୍ଗତ ଅଭିନେତା ରିଷି କପୁରଙ୍କ ଯୋଡି ବଲିଉଡରେ ବେଶ୍‌ ଚର୍ଚ୍ଚିତ ଯୋଡି ଥିଲା। ନୀତୁ କପୁର ଏବଂ ରିଷି କପୁର ଅନେକ ବଲିଉଡ ଚଳଚ୍ଚିତ୍ରରେ ଏକାଠି କାମ କରି ଫିଲ୍ମ ସ୍କ୍ରିନରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ନୀତୁ…

ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧୀଙ୍କ ବିରୋଧ, ବିଧାନସଭା ୧୧ଟା ୩୦ ଯାଏ ମୁଲତବି

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ଆଜି ଚାଲିପାରିନାହିଁ ବିଧାନସଭା । ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ବର୍ଦ୍ଧିତ୍ ବିଦ୍ୟୁତ୍ ଦରକୁ ନେଇ ହୋହଲ୍ଲା କରିଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ…

PMAYରେ ନିର୍ମିତ ଘରେ ବିଜୁ ପକ୍କାଘର ଯୋଜନା ଷ୍ଟିକର ଅନୁମୋଦିତ ନୁହେଁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ବିଜୁ ପକ୍କା ଘର ଯୋଜନାର ଷ୍ଟିକରକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ଚିଠି ଲେଖିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ବିଜୁ ପକ୍କାଘର…

ଗୋଟିଏ ଗାଁରୁ ୭ ଦିନରେ ୨୪ କୋଭିଡ୍ ପଜିଟିଭ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସୁପାରିସ୍

ଅନୁଗୁଳ: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ଦୈନିକ ସଂକ୍ରମଣ ୨ ଅଙ୍କ ପାର୍ କଲାଣି । ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି ପାଲଲହଡ଼ା ବ୍ଲକ ଈଶ୍ୱର ନଗର ପଞ୍ଚାୟତ ବଡ଼ଝାର ଗାଁ । ଗତ…

ବୁଲା କୁକୁରଙ୍କୁ ଆଶ୍ରୟ ଯୋଗାଇ ଦେଉଛନ୍ତି ଏହି ବାସହୀନ ବ୍ୟକ୍ତି; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତୀୟ ବନ ସେବା ବିଭାଗର ଅଧିକାରୀ ସୁଶାନ୍ତ ନନ୍ଦା ସୋସିଆଲ୍‌ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଜଣେ ବାସହୀନ ବ୍ୟକ୍ତି ଦୁଇଟି ବୁଲା କୁକୁରଙ୍କୁ ଶୀତରୁ ସୁରକ୍ଷା ଦେବାକୁ ଯାଇ ସେମାନଙ୍କୁ ଆଶ୍ରୟ ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତିଙ୍କ ଏଭଳି…

ବଢିବ ଭାରତୀୟ ବାୟୁସେନାର ଶକ୍ତି; ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଏହାର ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଆଜି ଆଉ ତିନୋଟି ରାଫ‌େଲ ଯୁଦ୍ଧ ବିମାନ ଭାରତ ପହଞ୍ଚିବ। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ତିନୋଟି ରାଫ‌େଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ଅବତରଣ କରିବ। ଏହି ତିନିଟି ବିମାନ ସାତ ହଜାର କିଲୋମିଟର ଦୂରତା ଦେଇ…

ଦେଶରେ ଚିନ୍ତା ବଢ଼ାଉଛି କରୋନାର ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଏବେ କରୋନାର ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଇଲାଣି । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨୭୧ । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୨ହଜାର ୪୬୮କୁ ବୃଦ୍ଧି ପାଇଛି । ଗତ…