Latest Odisha News

BREAKING NEWS

ହୋଲିରେ ଅଘଟଣ, ଅକାଳରେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର: ରାଜ୍ୟରେ ହୋଲିକୁ ନେଇ ଲାଗିଥିଲା ସରକାରୀ କଟକଣା । ତଥାପି ଘରେ ହେଉ ଅବା ସାହି ପଡିଶାରେ ଜମିଥିଲା ହାଲକାଫୁଲକା ହୋଲି ଖେଳର ରଙ୍ଗିନ୍ ମାହୋଲ । ହେଲେ ଏହି ରଙ୍ଗିନ୍ ମାହୋଲରେ ସତରେ ଯେମିତି କଳାର ବାଦଲ ଘୋଟିଆସିଥିଲା ସୋନପୁର ଅଂଚଳରେ । ମହାନଦୀରେ ଘଟିଥିଲା ଅଘଟଣ । ହୋଲି…

ଚାଲୁ ରହିବ ନବମ ଓ ଦଶମ ଶ୍ରେଣୀ କ୍ଲାସ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମାମଲାରେ ବୃଦ୍ଧି ସତ୍ତ୍ୱେ ସରକାରୀ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ବନ୍ଦ କରିବାକୁ କୌଣସି ପ୍ରସ୍ତାବ ନାହିଁ ବୋଲି ସୋମବାର ଦିନ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ସୂଚନା…

ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ବାର୍ଷିକ ସମ୍ମିଳନୀ ପାଇଁ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ବାର୍ଷିକ ସମ୍ମିଳନୀ ପାଇଁ କାର୍ଯ୍ୟକାରିଣୀ ବୈଠକ ମାର୍ଚ୍ଚ ୨୮ ତାରିଖରେ ଭୁବନେଶ୍ୱର ସ୍ଥିତ ପାନ୍ଥ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ସଭାପତି ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ସଭାପତିତ୍ୱ କରିଥିଲା ବେଳେ ସାଧାରଣ…

ଓଡ଼ିଶାରୁ ୨୦୮ ନୂଆ କରୋନା ରୋଗୀ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୈନିକ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୨୨ କ୍ବାରେଣ୍ଟାଇନ ଓ ୮୬ ଲୋକାଲ କେସ୍ ରହିଛି।…

ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଙ୍କଳନ ‘ବିଶ୍ୱରୂପା’ ଉନ୍ମୋଚିତ

ଆନନ୍ଦପୁର : ଆନନ୍ଦପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେବା ଓ ସାହିତ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି  । ଏହି ସଭାରେ ବିଶିଷ୍ଟ ଲେଖିକା ଡାକ୍ତର ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଙ୍କଳନ 'ବିଶ୍ୱରୂପା' ଉନ୍ମୋଚିତ ହୋଇଯାଇଛି । ରଙ୍ଗନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…

କବିତା : ହୋଲି

ସାଧନା ପଣ୍ଡା ମାଖି ବାକୁ ଆଜି ଭାରି ମନ ହୁଏ ଅଝଟିଆ ଏଇ ରଙ୍ଗ ଅବିର , ତୁମ ମନ ରଙ୍ଗେ ରଙ୍ଗାଇ ହେବାକୁ ମନ ହୁଏ କିଆଁ ଏତେ ଅଧୀର !! ଭରା ବସନ୍ତର ଝରା ମଳୟରେ ତୁମେ ସୁବାସିତ ପ୍ରୀତି ଅବିର , ଅଙ୍ଗେ ଅଙ୍ଗେ ମୋର ବୋଳି ଅଛ ଆଜି ତୁମ ପ୍ରଣୟର ମିଠା ଜହର ।। କେଉଁ ରଙ୍ଗେ…

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି

କଟକ: ଓଡ଼ିଆ ଫିଲ୍ମର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ଘଟିଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଆଦେନି ଅନେକ ହିଟ୍ ଓଡ଼ିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ…

ସୁଏଜ୍ କେନାଲରେ ୬ ଦିନ ହେଲା ଫସିଥିବା ବିଶାଳ କାର୍ଗୋ ଉଦ୍ଧାର

ସୁଏଜ୍: ଇଜିପ୍ଟର ସୁଏଜ୍ କେନାଲରେ ଗତ ୬ ଦିନ ଧରି ଫସି ରହିଥିବା ଜାହାଜ ଆଜି ପୁଣି ଚାଲିଛି । ଏହି କାର୍ଗୋ ଜାହାଜକୁ ଦୁନିଆର ସବୁଠୁ ବିଶାଳ ମାଲବାହୀ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ‘ଏଭରଗ୍ରୀନ୍’ ନାମକ ଏହି ଜାହାଜ ଏସିଆରୁ ୟୁରୋପ ମଧ୍ୟରେ ଚଳାଚଳ କରିଥାଏ । ଏହି…

ଏହିଭଳି ନିଅନ୍ତୁ କେଶର ଯତ୍ନ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ହୋଲି…

ଦେଶରେ କରୋନାର ଲମ୍ବା ଲମ୍ଫ: ଚିନ୍ତା ବଢାଉଛି ଡେଥ୍, ୫ଲକ୍ଷ ଟପିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରୁଛି ଲମ୍ବା ଲମ୍ଫ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ତିନି ଶହ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୮ହଜାର ୨୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୯୧ ଆକ୍ରାନ୍ତଙ୍କ ଜୀବନ । ଅକ୍ଟୋବର…