Latest Odisha News

BREAKING NEWS

ବଦଳିପାରେ ପାଗ, ଆସନ୍ତା ଦୁଇ ଦିନ କାଳବୈଶାଖୀ ଓ ବର୍ଷା !

ଭୁବନେଶ୍ବର: ଆସନ୍ତା ଦୁଇ ଦିନ କାଳବୈଶାଖୀ ଓ ବର୍ଷା ହେବ । ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡଘଡ଼ି ସହ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ଅପରାହ୍ଣରେ…

ଶ୍ରୀମନ୍ଦିରରୁ ମୂର୍ତ୍ତି ଖସି ଆହତ ସେବାୟତଙ୍କୁ ସହାୟତାର ହାତ ବଢ଼ାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀଜିଉଙ୍କ ସେବାରେ ନିୟୋଜିତ ସେବାୟତଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସରକାର ହାତକୁ ନେଇଛନ୍ତି ଏକାଧିକ ଯୋଜନା । ସେମାନଙ୍କର ସୁଖଦୁଃଖର ଠିଆ ହେଉଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ସେବା କରିବା ପରେ ଶ୍ରୀମନ୍ଦିରରେ ମୂର୍ତ୍ତି ଖସି ଆହତ ହୋଇଥିବା ସେବାୟତଙ୍କୁ ସହାୟତାର ହାତ…

ପଶ୍ଚିମବଙ୍ଗରେ ଚାଲିଛି ଟେପ୍ ୱାର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ବିଜେପି ଆଉ ଟିଏମସି ମଧ୍ୟରେ ସିଧାସଳଖ ଟକ୍କର ଚାଲିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ସହଯୋଗ କରିବା ପାଇଁ ଜଣେ ବିଜେପି ନେତାଙ୍କୁ ଅନୁରୋଧ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ବିଜେପି ଏଥିନେଇ ଟିଏମସି ଖୋଲାଖୋଲି…

ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା: ୩୦୦ ମୁହାଁ ପଜିଟିଭ୍ କେସ୍, ଖୋର୍ଦ୍ଧାରେ ଲମ୍ବା ଲମ୍ଫ ମାରିଲା ମହାମାରୀ

ଭୁବନେଶ୍ୱର: ଓଡ଼ିଶାରେ ଚିନ୍ତା ବଢ଼ାଇଲାଣି କରୋନା । ତିନି ଶହ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପିଲାମାନେ ରଙ୍ଗର ପର୍ବ ହୋଲି କଣ ଜାଣି ନାହାନ୍ତି !

ରାୟପୁର: ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ସମସ୍ତ ହିନ୍ଦୁ ଧର୍ମର ପର୍ବ ପାଳନ କରାଯାଏ ମାତ୍ର ପିଲାମାନେ ହୋଲି କଣ ସେମାନେ ଜାଣି ନାହାନ୍ତି । ବୟସ୍କ ଲୋକମାନେ ହୋଲି ବିଷୟରେ ଜାଣିଥିଲେ ମଧ୍ୟ କେବେ ହେଲେ ଏହାକୁ ପାଳନ କରି ନାହାନ୍ତି । ପାଖାପାଖି ୧୦୦ ବର୍ଷ ହେବ ଅନ୍ଧବିଶ୍ୱାସ ଯୋଗୁ…

ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଅପହରଣ ମାମଲା, ଟିଏମସି ନେତା ଛତ୍ରଧରଙ୍କୁ ଗିରଫ କଲା NIA

କୋଲକାତା: ୨୦୦୯ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଅପହରଣ ମାମଲାରେ NIAର କାର୍ଯ୍ୟାନୁଷ୍ଠାନ । ମାମଲାରେ ଏନଆଇଏ ଟିଏମସି ନେତା ଛତ୍ରଧର ମହାତୋକୁ ଗିରଫ କରିଛି । ପଶ୍ଚିମବଙ୍ଗ ଝାରଗ୍ରାମ ଜିଲ୍ଲାର ଲାଲଗଡ଼ ଘରୁ ଏନଆଇଏ ଛତ୍ରଧରଙ୍କୁ ଗିରଫ କରିଛି । ପ୍ରାୟ ୧୨ ବର୍ଷ ତଳେ ୨୦୦୯ ମସିହାରେ…

କର ବା ମର ମ୍ୟାଚରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଂଲଣ୍ଡ, ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବେ କୋହଲି

ପୁନେ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଖେଳାଯିବ ନିର୍ଣ୍ଣାୟକ ଦିନିକିଆ । ପୁନେରେ ଏହି ମ୍ୟାଚ୍ ଖେଳାଯିବ । ଯିଏ ଜିତିବ ସିଏ ହେବ ସିରିଜ ବିଜେତା । ଉଭୟ ଦଳ ଗୋଟିଏ ଗୋଟଏ ମ୍ୟାଚ୍ ଜିତିଥିବାରୁ ଆଜି ଟକ୍କର ଜୋରଦାର ହେବ ବୋଲି ଆଶା କରାଯାଉଛି । ଦ୍ୱିତୀୟ ଦିନିକିଆରେ ଇଂଲିଶ ବାହିନୀ ବିଶାଳ ସ୍କୋରକୁ…

ପୂଜା ବେଳେ ମୂର୍ତ୍ତି ଖସି ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରେ ମୂର୍ତ୍ତି ଖସି ଆହତ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭେଟିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆହତ ସେବାୟତ ଜମ୍ବେଶ୍ୱର ମହାପାତ୍ରଙ୍କୁ ତାଙ୍କ ଘରେ ଭେଟିବା ସହ…

ମିଆଁମାରରେ ସେନା ଖେଳିଲା ରକ୍ତର ହୋଲି, ବିକ୍ଷୋଭକାରୀଙ୍କ ଉପରେ ଗୁଳିମାଡ଼ରେ ୧୦୦ରୁ ଅଧିକ ମୃତ

ୟଙ୍ଗୁନ: ମିଆଁମାରରେ ସେନା ଶାସନକୁ ଲୋକଙ୍କ ବିରୋଧ ଜାରି ରହିଛି । ଶନିବାର ଦେଶର ରାଜଧାନୀ ନାୟପିଟାୱରେ ବାର୍ଷିକ ସୈନ୍ୟ ଦିବସରେ ସେନା ପରେଡ୍ କରିଥିଲା । ଆଉ ଆନ୍ଦୋଳନ ଦମନ କରିବାକୁ ଯାଇ ସେନା ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି । ଲୋକଙ୍କ ଆନ୍ଦୋଳନକୁ ଦବାଇବାକୁ ଯାଇ ମିଆଁମାରରେ ଏବେ…

ମନ୍ କି ବାତରେ ଆଜି ହୋଲି ଓ କରୋନା ଉପରେ କହିପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା । ତାସହ ସାରା ଦେଶରେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଳନକୁ ଅପେକ୍ଷା କରିଛି ସାରା ଦେଶ । ଏହାରି ଭିତରେ ଆଜି ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଣ କହିବେ ପ୍ରଧାନମନ୍ତ୍ରୀ ତାଉପର ସମସ୍ତଙ୍କ…