Latest Odisha News

BREAKING NEWS

ଖଣିଜ ଚୋରା କାରବାରରେ ସମ୍ପୃକ୍ତି ଅଭିଯୋଗରେ ୬ ଗିରଫ

କେନ୍ଦୁଝର : ବଡ଼ବିଲ ପୋଲିସକୁ ବଡ଼ ସଫଳତା । ଦୁଇ ଖଣିଜ ମାଫିଆ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥିସହ ୪ଟି ଟ୍ରେଲର, ଗୋଟିଏ ଲୋଡ଼ର ମେସିନ୍ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ବଡ଼ବିଲ ପୋଲିସ୍ । ତେବେ ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି । ସୂଚନା…

ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ମନା, ନିର୍ବାଚନ କମିଶନଙ୍କ ପକ୍ଷରୁ ନିଷେଧାଦେଶ ଜାରି 

ନୂଆଦିଲ୍ଲୀ: ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ଉପରେ ଆଜି ନିଷେଧାଦେଶ ଜାରି ହୋଇଛି । ମତଦାନର ୭୨ ଘଣ୍ଟା ପୂର୍ବରୁ ଅଥବା ଭୋଟ ଗ୍ରହଣର ୩ ଦିନ ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ହୋଇପାରିବ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ନିର୍ବାଚନ କମିଶନ । …

ପରମବୀରଙ୍କ ଲେଟର ବୋମା: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବୀ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରବୀର ସିଂଙ୍କ ଲେଟର ବୋମା ମହାରାଷ୍ଟ୍ର ସରକାରକୁ ସଙ୍କଟରେ ପକାଇଛି । ଏଥିରୁ ମୁକୁଳିବା ପାଇଁ ଏନସିପି ଓ ଶିବସେନା ମୁଣ୍ଡ ଖର୍ଚ୍ଚ କରୁ୍‌ଥିବା ବେଳେ ବିରୋଧୀ ବିଜେପି ଆକ୍ରମଣାତ୍ମକ ପନ୍ଥା ଆପଣାଇଛି । ସୋମବାର କେନ୍ଦ୍ର ମନ୍ତ୍ରୀ ତଥା…

ତିନି ଦିନିଆ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

ଭୁବନେଶ୍ବର : ତିନି ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି । ଏହି ଅବସରରେ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିନି ଦିନିଆ ଓଡ଼ିଶା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ଚିନ୍ତା ବଢୁଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ନିଦ ହଜିଲାଣି । କିନ୍ତୁ ଏସବୁ ଭିତରେ ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୮୨ କରୋନା ଆକ୍ରାନ୍ତ । ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । କଟକ ଓ ସୁନ୍ଦରଗଡ଼ରୁ ୧୩ ଜଣ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପଶ୍ଚିମବଙ୍ଗ ନିର୍ବାଚନ ସହ ଯୋଡିଲା ଇଭିଏମ୍ ଜବତ ମାମଲା

ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନ ତାତିକୁ ଆହୁରି ଉତ୍ତପ୍ତ କରିଛି ଇଭିଏମ୍ ଜବତ ମାମଲା । ଦାବି ହୋଇଛି ବିଜେପି ନେତାଙ୍କ ଘରେ ପୋଲିସ ଚଢାଉ କରିଥିଲା । ଚଢାଉରେ ଗୋଟିଏ କି ଦୁଇଟି ନୁହେଁ ୬୬ଟି ଇଭିଏମ୍ ଜବତ ହୋଇଥିଲା । ସୋସିଆଲ ମିଡିଆରେ ଏ ନେଇ ହଟଚମଟ ସୃଷ୍ଟି ହୋଇଥିଲାବେଳେ ଘଟଣା କିନ୍ତୁ…

ଭୁବନେଶ୍ବରକୁ କରୋନା ଚିନ୍ତା, କଡ଼ାକଡ଼ି ହେବ କଟକଣା

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନେଇ ବଢ଼ିଲା ଚିନ୍ତା । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏବେ କଡ଼ାକଡ଼ି ହେବ କଟକଣା । ଏହି କ୍ରମରେ ଓଡ଼ିଶାରେ ପୁଣି ଶହେ ଅତିକ୍ରମ କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନାକୁ ନେଇ ବଢ଼ିଛି ରାଜଧାନୀର ଭୁବନେଶ୍ବରର ଚିନ୍ତା । ଆକ୍ରାନ୍ତଙ୍କ…

ଜିଲ୍ଲା କୋଭିଡ୍ ମୁକ୍ତ ତଥାପି ମାଲକାନଗିରିରେ କାହିଁକି ଲାଗୁ ହେଲା ରାତ୍ରୀକାଳୀନ କର୍ଫ୍ୟୁ ?

ମାଲକାନଗିରି: ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ମାର୍ଚ୍ଚ ୨୩ ତାରିଖ ରାତିରୁ ମାର୍ଚ୍ଚ ୩୧ ତାରିଖ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ନେଇ ମାଲକାନଗିରି…

ଅର୍ଦ୍ଧେନ୍ଦୁ ହାତେଇଲେ ଶ୍ରେଷ୍ଠ ଅଭିନେତା ଖିତାବ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ । ହେଲେ ଦିନେ ଏହି ନାଁ ବୋଧ ହୁଏ ସମସ୍ତଙ୍କ ପାଇଁ ଅଜଣା ଥିଲା । ଅର୍ଦ୍ଧେନ୍ଦୁଙ୍କର ନଥିଲେ କେହି ଗଡ୍ ଫାଦର୍ କି ସେ କୌଣସି ଷ୍ଟାର୍‌କିଡ୍ ବି ନୁହଁନ୍ତି । କେବଳ ନିଖୁଣ ଅଭିନୟ, ଅକ୍ଳାନ୍ତ ପରିଶ୍ରମ ଓ ସରଳ…

ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ: ପ୍ରି-କ୍ୱାର୍ଟରରେ ଓଡିଶା ଭେଟିବ ପଣ୍ଡିଚେରୀକୁ

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ପ୍ରି-କ୍ୱାର୍ଟରରେ ପଣ୍ଡିଚେରୀକୁ ଭେଟିବ । ୫ ଲିଗ୍ ମ୍ୟାଚରୁ ପ୍ରଥମରୁ ଝାଡଖଣ୍ଡ ନିକଟରୁ ପରାଜିତ ହେବା ପରେ ଓଡିଶା ପ୍ରଭାବୀ ପ୍ରଦର୍ଶନ କରି କ୍ରମାଗତ ୪ ମ୍ୟାଚରେ ବିଜୟୀ ହୋଇଥିଲା । ହାଇଦ୍ରାବାଦ, ତ୍ରିପୁରା,…