Latest Odisha News

BREAKING NEWS

ନିଜ ଜାଲରେ ନିଜେ ଫସିଲେ ମାଓବାଦୀ; ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ମୃତ  

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ଜଣେ ହାଡକୋର ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି। ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲେଣ୍ଡମାଇନ…

କରୋନା ଟିକାର ପ୍ରଥମ ଡୋଜ ନେଲେ ରତନ ଟାଟା

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାର ସଂକ୍ରମଣ ଜାରି ରହିଛି । ମୁକାବିଲା ପାଇଁ ସରକାର ବି ପ୍ରସ୍ତୁତ । ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଜାରି ରହିଥିବା ବେଳେ, ଏବେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଏନେଇ ସୂଚନା…

ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ମମତାଙ୍କ ଉପରେ ଆକ୍ରମଣ ନେଇ ସୃଷ୍ଟି ହେଲା ସନ୍ଦେହ !

କୋଲକାତା: ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଏବେ ନୂଆ ମୋଡ ନେଇଛି । ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ମମତା ଆଘାତପ୍ରାପ୍ତ ହୋଇଥିଲେ । ତେବେ ୪/୫ଜଣ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସେ ଗୁରୁତ୍ୱପୂର୍ଣ୍ଣ…

ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ

ନୂଆଦିଲ୍ଲୀ : କରୋନା ପାଇଁ କଠୋର ହେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରା ସମୟରେ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଡିଜିସିଏ । ବିମାନ ଯାତ୍ରା ସମୟରେ ମାସ୍କ ନ ପିନ୍ଧିଲେ ବା କୋରୋନା ଗାଇଡଲାଇନ୍ ଉଲ୍ଲଂଘନ କଲେ ଉଡିବାକୁ…

ବାଲେଶ୍ୱରରେ ଚାଞ୍ଚଲ୍ୟ: ପ୍ରଫେସରଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର

ବାଲେଶ୍ୱର : ସାମାନ୍ୟ କଥା କଟାକଟିରୁ ଗୁଳିମାଡ । ଏପରି ଘଟଣା ଘଟିଛି ବାଲେଶ୍ୱର ଗଡ଼ଗଡ଼ିଆ ଛକ ଏସବିଆଇ ବ୍ରାଞ୍ଚ ନିକଟରେ ଥିବା ସଞ୍ଜୟ ହାଇଟ୍ସ ଆପଟମେଂଟରେ । ଜଣେ ଅବସରର ପ୍ରାପ୍ତ ପ୍ରଫେସର ଅନ୍ୟ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗାଡି…

୩୭ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ

କେନ୍ଦ୍ରାପଡା : ପାଟକୁରା ପୋଲିସକୁ ସଫଳତା । ଦୀର୍ଘ ୩୭ ବର୍ଷ ପରେ ଧରାପଡିଲା ଅପରାଧୀ । ଏକ ଡକାୟତି ଘଟଣାରେ ଫେରାର ହୋଇ ପୋଲିସ ସହ ଲୁଚକାଳି ଖେଳୁଥିବା ଜଣେ ଅପରାଧୀକୁ ୩୭ ବର୍ଷ ପରେ ଗିରଫ କରିଛି ପାଟକୁରା ପୋଲିସ । ସୂଚନା ଅନୁସାରେ, କେନ୍ଦ୍ରାପଡା ପାଟକୁରା ଥାନା ଭଦିଳୋ ଗାଁର ଅକ୍ଷୟ…

ମାର୍ଚ୍ଚ ୧୫ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଉଷ୍ମ ହେଉଛି ରାଜନୀତି । ଶାସକ ଟିଏମସି ଓ ବିଜେପି ମଧ୍ୟରେ ହେବ କଡ଼ା ମୁକାବିଲା । ଏସବୁ ଭିତରେ ମମତା ବାନାର୍ଜୀ ହସପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ବେଳେ, ଆସନ୍ତା ୧୫ ତାରିଖରୁ କରିବେ ପ୍ରଚାର । ନନ୍ଦିଗ୍ରାମରେ ହାଇଭୋଲଟେଜ…

ସନକୀରେ ଏକତ୍ର କାମ କରିବେ ବରୁଣ-ପରିଣୀତି

ମୁମ୍ବାଇ: ରିୟଲ ଲାଇଫରେ ବରୁଣ ଧାୱନ ଓ ପରିଣୀତି ଚୋପ୍ରା ଭଲ ସାଙ୍ଗ ହେଲେ ମଧ୍ୟ ଏକତ୍ର କୌଣସି ଫିଲ୍ମରେ କାମ କରି ନାହାନ୍ତି । କେବଳ ଢ଼ିଶୁମ ଫିଲ୍ମରେ ଉଭୟ ଗୋଟିଏ ଗୀତରେ ଅଭିନୟ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସାଜିଦ ନାଡିୟାଡୱାଲା ସନକୀ ନାମକ ଏକ ଆକ୍ସନ ଥ୍ରୀଲର…

ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ଘୋଷଣା ହେଲା ତାରିଖ । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ, ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଯାହାକି ଅଗଷ୍ଟ ୨୨ ତାରିଖରେ ଶେଷ ହେବ । କରୋନା ସଂକ୍ରମଣ ପାଇଁ ଗତବର୍ଷ ଅମରନାଥ…

ବ୍ୟାଡମିଂଟନ: ୟୁଏସ ଓପନ, କାନାଡା ଓପନ ବାତିଲ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଂଟନ ଫେଡେରେଶନ କୋଭିଡ-୧୯ ମହାମାରୀ ଯୋଗୁ ପୁନର୍ବାର ୟୁଏସ ଓପନ ଓ କାନାଡା ଓପନ ବାତିଲ କରିଛି । ୨୦୨୧ରେ ମଧ୍ୟ ଏହି ୨ଟି ବଡ ଟୁର୍ଣ୍ଣାମେଂଟ ଆୟୋଜିତ ହେବ ନାହିଁ । କାନାଡା ଓପନ ୬ରୁ୧୧ ଜୁଲାଇ ଏବଂ କାନାଡା ଓପନ ୨୯ ମାର୍ଚ୍ଚରୁ ୪ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ…