Latest Odisha News

ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନ ଚଳାଚଳ ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି । ସେଥିରେ ଓଡିଶାରୁ ସୁରଟକୁ ଘରୋଇ ବିମାନ ଚଳାଚଳ କରାଯିବା ନେଇ ଉଲ୍ଲେଖ କରିଛନ୍ତି । ସୂଚନା ଅନୁଯାୟୀ ଲକ୍ଷଲକ୍ଷ ସଂଖ୍ୟାରେ ଓଡିଆ…

ସମସ୍ତ ସରକାରୀ ବିଦ୍ୟାଳୟର ନାମଫଳକ ଓଡିଆରେ ଲେଖିବାକୁ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକର ନାମଫଳକ ଓଡିଆ ଭାଷାରେ ଲେଖାଯିବା ନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ସୂଚନା ଅନୁଯାୟୀ ଫଳକରେ ଲେଖାଯିବାକୁ ଥିବା ଅକ୍ଷର ଗୁଡିକ ଆକାରରେ ବଡ ହେବା ସହ ଏହାର ରଙ୍ଗ…

ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମଞ୍ଜୁରି ମିଳିଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏ…

ବାଜପେୟୀଙ୍କ ସ୍ମୃତିରେ ସର୍ବଦଳୀୟ ବୈଠକ ଆଜି: ପ୍ରାର୍ଥନାସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଏକ ସର୍ବଦଳୀୟ ପ୍ରାର୍ଥନାସଭା ଆଜି ଅପରାହ୍ନ ୫ଟାରେ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସଭା ବିଜେପି ପକ୍ଷରୁ ଆୟୋଜିତ କରାଯାଉଥିବା ବେଳେ ସଭାରେ ଯୋଗ…

ଓଭରବ୍ରିଜ ବିଦ୍ୟୁତସ୍ପର୍ଶ ଜନିତ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ରୋଡ଼ରେ ନବନିର୍ମିତ ପୋଖରୀପୁଟ ଓଭରବ୍ରିଜକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ତେବେ ଏହି ଏଠାରେ ଡ଼େକୋରେସନ ଲାଗି ବନ୍ଧାଯାଇଥିବା ବିଦ୍ୟୁତ ତାର ସ୍ପର୍ଶରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ…

ଭୁବନେଶ୍ୱର: ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଆଜି ସକାଳେ ମଞ୍ଚେଶ୍ୱର ଥାନା ନିକଟବର୍ତ୍ତି ଏକ ହୋଟେଲରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉକ୍ତ ଯୁବତୀଙ୍କ ନାମ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ବୋଲି ଜଣାପଡିଛି । ପୋଲିସ ସୂଚନା ଅନୁଯାୟୀ ନିଜକୁ ସ୍ୱାମୀ ଓ ସ୍ତ୍ରୀ ପରିଚୟ ଦେଇ ଉକ୍ତ ଯୁବତୀଙ୍କ ସହ ତାଙ୍କ ପୁରୁଷ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୫ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଘୂର୍ଣ୍ଣିବଳୟ ପରବର୍ତ୍ତି ସମୟରେ ଲଘୁଚାପରେ ପରିଣତ ହେବ । ଫଳରେ ଏହାର ପ୍ରଭାବରେ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ଅନେକ…

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ ଯୋଗ-ପ୍ରାଣ-ବିଦ୍ୟା ବା ‘ପ୍ରାନିକ୍ ହିଲିଙ୍ଗ’ ସୂକ୍ଷ୍ମ ଶରୀର ଓ ସ୍ଥୂଳ ଶରୀରର ଉପଚାରକୁ ବୁଝାଇଥାଏ । ଆମେମାନେ ପୂର୍ବରୁ ‘ରେକୀ ହିଲିଙ୍ଗ’ କଥା ଜାଣିଛେ । ରେକିରେ ପ୍ରାଣଶକ୍ତିକୁ ଆହ୍ୱାନ କରି…

ବାଜପେୟୀଙ୍କ ସ୍ମୃତିରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ

ଭୁବନେଶ୍ୱର : ଆସନ୍ତା କାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନିଧନରେ ଏକ ସର୍ବଦଳୀୟ ସ୍ମୃତିସଭା ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଛି । ଏହି ସର୍ବଦଳୀୟ ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଶୁକ୍ରବାର ସନ୍ଧ୍ୟା…

ବାଲେଶ୍ୱରରେ ବେଆଇନ କଇଁଛ ଚାଲାଣ: ୨ ଗିରଫ, ୯୧ଟି କଇଁଛ ଉଦ୍ଧାର

ବାଲେଶ୍ୱର : ସର୍ବସାଧାରଣରେ କଇଁଛ ବିକ୍ରୀ ଅପରାଧ ହୋଇଥିଲେ ମଧ୍ୟ ବାଲେଶ୍ୱର ଅଞ୍ଚଳରେ ଏହା ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡ଼ିଛି । କଇଁଛ ଚାଲାଣ ଅଭିଯୋଗରେ ୨ଜଣ ଗିରଫ ହେବା ସହିତ ୯୧ଟି ଜୀବନ୍ତ କଇଁଛକୁ ଜବତ କରିଛି ପୋଲିସ । ମିଳିଥିବା ସୂତ୍ରରୁ ପ୍ରକାଶ, ପଡ଼ୋଶୀ…