ଅକ୍ଟୋବର ୭ ସୁଦ୍ଧା ୧୦୦ କୋଟି ଟିକାକରଣ ଲକ୍ଷ୍ୟ
ନୂଆଦିଲ୍ଲୀ: ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଭାରତ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ରଖିଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୨ କୋଟିରୁ ଅଧିକ ଟିକାକରଣ କରି ଇତିହାସ ରଚିଛି ଭାରତ।
ଦିନକରେ ୨.୫ କୋଟିରୁ ଅଧିକ…