Latest Odisha News

BREAKING NEWS

ବିଶ୍ବ ଦକ୍ଷତା କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ଆଜି ଭୁବନେଶ୍ବରରେ ଉଦଘାଟିତ ହୋଇଛି ବିଶ୍ବ ଦକ୍ଷତା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଛି ବୋଲି…

କିଟରେ ହେବ ଜାତୀୟ ଭଲିବଲ ଚାମ୍ପିୟନଶିପ୍

ଭୁବନେଶ୍ୱର: କିଟ ୟୁନିଭରସିଟିରେ ୬୯ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍ ଆୟୋଜିତ ହେବାକୁ ଯାଉଛି । ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ କ୍ୟାମ୍ପସ ୧୩ରେ ଏହି ଚାମ୍ପିୟନଶିପ ୫ରୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି…

ଏଣ୍ଟିଲିଆ ଆଗରୁ ଜବତ ସ୍କର୍ପିଓ ମାଲିକଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ଜବତ ସ୍କର୍ପିଓ ମାଲିକଙ୍କ ମୃତଦେହ ଉଦ୍ଧାର । ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ଏଣ୍ଟିଲିଆ ଆଗରୁ ଜବତ ହୋଇଥିବା ଜିଲେଟିନ ବୋଝେଇ ସ୍କର୍ପିଓର ମାଲିକଙ୍କ ମୃତଦେହ ଆଜି କଲୱା ସମୁଦ୍ରରୁ ଉଦ୍ଧାର ହୋଇଛି । ପୋଲିସର ପ୍ରାଥମିକ ଯାଞ୍ଚରୁ ସମ୍ପୃକ୍ତ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ବଢ଼ୁଛି ଭୟ । କିନ୍ତୁ ଏହି ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଖୁସିର ଖବର । କାରଣ, ମହାମାରୀରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୪ ଜଣ ଆକ୍ରାନ୍ତ । ମୟୂରଭଞ୍ଜରୁ ସର୍ବାଧିକ ୧୦ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧା ଓ ସମ୍ବଲପୁରରୁ ୭ ଜଣ ଲେଖାଏଁ…

ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାରି ହେବ ୧୪୪ ଧାରା

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରାକୁ ନେଇ କଟକଣା ଲଗୁ କରାଯାଇଥିବା ଜଣାପଡ଼ିଛି । ଆରଡ଼ି ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଜାଗର ଯାତ୍ରା ପାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ତାରିଖ ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ବଳବତ୍ତର ରହିବ ।…

ପ୍ରେମିକଙ୍କ ପାଇଁ ସେଫ୍‌ ସାଜିଲେ ଅଭିନେତ୍ରୀ ଶ୍ରୁତି ହାସନ

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୁତି ହାସନ ରୋଷେଇ କରିବାକୁ ଭଲ ପାଆନ୍ତି ଏବଂ ସେ ଅନେକ ଇନଷ୍ଟାଗ୍ରାମ ପୋଷ୍ଟରେ ମଧ୍ୟ ଏହା ପ୍ରକାଶ କରିସାରିଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ଶାନ୍ତନୁ ହଜାରିକାଙ୍କ ପାଇଁ ସେଫ୍‌ ପାଲଟିଥିଲେ। ଶ୍ରୁତ୍ରି ଏବଂ ଶାନ୍ତନୁ ଏକ ଡିନର ଡେଟ୍‌ର ଆୟୋଜନ କରିଥିଲେ ଏବଂ…

ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇବା ବେଳେ ୩ ଗିରଫ

ତେଲକୋଇ: ଆକ୍ସନ ମୋଡରେ ବନ ବିଭାଗ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟର ନମକାନୀ ଗାଁ ଝାରବେଡା ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ବନ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି…

ଚାନ୍ଦିପୁରରେ ଏୟାର-ଟୁ-ଏୟାରର ସଫଳ ପରୀକ୍ଷଣ

ଭୁବନେଶ୍ବର: ଡିଆରଡିଓ ଶୁକ୍ରବାର ଦିନ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରର ମଧ୍ୟବର୍ତ୍ତୀ ଟିଟ୍ ରେଞ୍ଜରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରପୁଲସନ୍ ଟେକ୍ନୋଲୋଜିରେ ବିକଶିତ ଦୀର୍ଘ ଦୂରଗାମୀ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ରର ପରୀକ୍ଷା ସଫଳତାର ସହ କରିଛି। ରିପୋର୍ଟ ଅନୁଯାୟୀ,…

୨୦ ଦାଦନ ଶ୍ରମିକ ଉଦ୍ଧାର, ତାମିଲନାଡୁକୁ ହେଉଥିଲେ ଚାଲାଣ

ଆଠମଲ୍ଲିକ: ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରେ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୯ ଜଣ ନାବାଳକ ଥିବାବେଳେ ୧୧ ଜଣ ସାବାଳକ ଅଛନ୍ତି । ସମସ୍ତ ଶ୍ରମିକଙ୍କ ଘର ସୁବର୍ଣ୍ଣପୁର…

ଶିମିଳିପାଳରୁ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ୫ଟି ଟିମ୍ ନିୟୋଜିତ

କରଞ୍ଜିଆ: ଶିମିଳିପାଳରୁ ନିଆଁ ଲିଭାଇବାକୁ ଏବେ ଅଗ୍ନିଶମ ବିଭାଗର ୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ସାଟେଲାଇଟ୍ ରିପୋର୍ଟ ଅନୁସାରେ ଶୁକ୍ରବାର ଶିମିଳିପାଳ ଉତ୍ତର ଜୋନରେ ଥିବା ୪ ଗୋଟି ରେଞ୍ଜ ଅଞ୍ଚଳର ୧୦ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସେଥିମଧ୍ୟରୁ ବରେହିପାଣି ରେଞ୍ଜର ୬ଟି,…