Latest Odisha News

BREAKING NEWS

ବାଲୁକାକଳା ମାଧ୍ୟମରେ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କର ଆଜି ଜନ୍ମଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ନିର୍ମାଣ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହାକୁ ଦେଖିବା ପାଇଁ ବେଳାଭୂମିରେ ଲୋକଙ୍କ ଭିଡ…

ଭାରତର କରୋନା ଟୀକା କମ୍ପାନୀମାନଙ୍କ ଉପରେ ଚୀନର ସାଇବର ଆଟାକ

ନୂଆଦିଲ୍ଲୀ: କରୋନା ଟୀକା ପ୍ରସ୍ତୁତରେ ଭାରତଠାରୁ ପଛେଇବା ପରେ ଚୀନ ତାର ଚିରାଚରିତ ଷଡଯନ୍ତ୍ର ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ଭାରତର ବଡ ବଡ କମ୍ପାନୀ ଉପରେ ଚୀନ ସାଇବର ଆଟାକ ପାଇଁ ଉଦ୍ୟମ କରୁଛି । ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଟୀକା ପ୍ରସ୍ତୁତକାରୀ କମ୍ପାନୀର ଡାଟା ଚୋରି…

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସଙ୍କୁ ଜେଲ ଦଣ୍ଡାଦେଶ

ପ୍ୟାରିସ: ଦୁର୍ନୀତି ଅଭିଯୋଗରେ ସୋମବାର ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀ ଦୋଷୀ ସାବ୍ୟସ୍ତ ହେବା ସହ ୧ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି । ତାଙ୍କୁ ପ୍ରଥମେ ୩ ବର୍ଷ ପାଇଁ ଦଣ୍ଡିତ କରାଯାଇଥିଲା, ପରେ ୨ବର୍ଷ ଏଥିରୁ କଟା ଯାଇଥିଲା । ଦୁର୍ନୀତି ତଦନ୍ତ ଚାଲିଥିବା…

୨୦୨୨ରେ ସାମ୍ନା ସାମ୍ନି ହେବେ ରଣବୀର-ହ୍ରିତିକ

ମୁମ୍ବାଇ: ୨୦୨୨ରେ ରଣବୀର କାପୁର ଓ ହ୍ରିତିକ ରୋଶନ ମୁହାଁ ମୁହିଁ ହେବାକୁ ଯାଉଛନ୍ତି । ୨୦୧୯ରେ କବୀର ସିଂ ପରି ସୁପରହିଟ ଫିଲ୍ମ ଦେଇଥିବା ସନ୍ଦୀପ ରେଡ୍ଡର ବାଂଗା ଏଥର ରଣବୀରଙ୍କ ସହ ଆନିମଲ ଫିଲ୍ମ କରୁଛନ୍ତି । ସେହିପରି ୱାର ଫିଲ୍ମ କରିଥିବା ସିଦ୍ଧାର୍ଥ ଆନନ୍ଦ ହ୍ରିତିକଙ୍କୁ ନେଇ ଆକ୍ସନ…

ଜୀବନସାଥୀ ହେଲେ ପ୍ରମୋଦିନୀ-ସରୋଜ

ଜଗତସିଂହପୁର: ଏସିଡ ମାଡ଼ର ଶିକାର ହୋଇଥିବା ପ୍ରମୋଦିନୀଙ୍କ ଭାଗ୍ୟରେ ଆଜି ନୂତନ ପରିବର୍ତ୍ତନ ଆସିଛି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ ।  ୨୦୦୯ ମସିହାରେ…

ରାମ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ‌ ବିଧାୟକ ଦେଲେ ୧ କୋଟି ୨୧ ଲକ୍ଷ ଟଙ୍କା

ରାୟବରେଲି: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାରିଆଡ଼ୁ ଭକ୍ତମାନେ ବହୁଳମାତ୍ରାରେ ଦାନ କରୁଛନ୍ତି । ବିଧାନ ପରିଷଦର ସଦସ୍ୟ ଦିନେଶ ସିଂ ଏବଂ କଂଗ୍ରେସର ବାଗି ବିଧାୟକ ରାକେଶ ସିଂ ଏଥିପାଇଁ ରାମ ମନ୍ଦିର ଟ୍ରଷ୍ଟକୁ ୧ କୋଟି ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ସେ ଟ୍ରଷ୍ଟର…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ରୋହିତ, ପନ୍ତ, ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇପାରେ !

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ରୋହିତ ଶର୍ମା, ଋଷଭ ପନ୍ତ ଓ ୱାଶିଂଟନ ସୁନ୍ଦରଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲ ପରଠାରୁ ପନ୍ତ ଓ ସୁନ୍ଦର ନିୟମିତ କ୍ରିକେଟ ଖେଳି ଆସୁଛନ୍ତି । ରୋହିତ ଅବଶ୍ୟ ଆଇପିଏଲ…

କୋଇଲା ଦୁର୍ନୀତି : ସିବିଆଇ ଯାଂଚ ରଦ୍ଦକରିବା ନେଇ ଆବେଦନର ଶୁଣାଣୀ ଘୁଂଚିଲା

କୋଲକାତା: କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଯାଂଚ ରଦ୍ଦ କରିବା ନେଇ କରାଯାଇଥିବା ଆବେଦନର ଶୁଣାଣୀକୁ ସୁପ୍ରିମକୋର୍ଟ ଘୁଂଚାଇ ଦେଇଛନ୍ତି । ଏହାର ପରବର୍ତୀ ଶୁଣାଣୀ ମାର୍ଚ୍ଚ ୧୦ରେ ହେବ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ଯାଂଚ ଯୁକ୍ତିଯୁକ୍ତ ନୁହେଁ ଦର୍ଶାଇ ଆବେଦନକାରୀ ତଥା…

ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ବର: ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ । ଆଇଏଫ୍ଏସ୍‌ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଟ୍ରାଭେଲ୍ସ୍ ବିଲ୍‌ ଠକେଇ ମାମଲା​‌ରେ ଉଭୟ ବାପ-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ…

ବିଡିଏ ବିଲଡର ପ୍ରୀତି, ସବ ରେଜିଷ୍ଟାରଙ୍କୁ ତାଲା ପକାଇଲେ ଓକିଲ

ଭୁବନେଶ୍ବର: ବିନା ନୋଟିଫିକେସନରେ ସବ ପ୍ଲଟ ରେଜିଷ୍ଟ୍ରେସନ ବନ୍ଦକୁ ନେଇ ତାତିଲେ ଓକିଲ । ଏଥିପାଇଁ ରେଜିଷ୍ଟ୍ରେର ଅଫିସରେ ପକାଇଲେ ତାଲା ପକାଇଲେ ଉତ୍ତ୍ୟକ୍ତ ଓକିଲ । ଯାହାକୁ ନେଇ ରେଜିଷ୍ଟାର ଅଫିସରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି । ରେଜିଷ୍ଟ୍ରେସନ ଅଫିସରେ କିଏ ଜମିବାଡି…