Latest Odisha News

BREAKING NEWS

କ୍ରିକେଟରୁ ଅବସର ଘୋଷଣା କଲେ ବିନୟ କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଆର.ବିନୟ କୁମାର ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୫ ବର୍ଷ କ୍ୟାରିୟରକୁ ସମାପ୍ତ କରିବା ସହଜ ନ ଥିଲା ବୋଲି ୩୭ ବର୍ଷୀୟ ବିନୟ କହିଛନ୍ତି । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ…

ପୁଅ ପୋଲିସ ପାଖରେ ଆତ୍ମସମର୍ପଣ କଲା, ବାପାର ଗଳା କାଟିଦେଲେ ନକ୍ସଲ

ମାଲକାନଗିରି: ପୁଅ ଆତ୍ମସମର୍ପଣ କଲା ବୋଲି ବାପାଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ । ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେଓ୍ବାଡା ଜିଲ୍ଲାରେ । ଟାର୍ଗେଟରେ ଏବେ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପରିବାର । ଅସ୍ତ୍ର ଛାଡି ଘରକୁ ବାହୁଡୁଥିବା ମାଓବାଦୀଙ୍କ ପରିବାର…

ସୋସିଆଲ୍‌ ମିଡିଆ ପାଇଁ ନୂଆ ଗାଇଡ୍‌ଲାଇନ୍‌କୁ ଏମିତି କହିଲେ ଟ୍ୱିଟର ସିଇଓ ଜ୍ୟାକ୍‌ ଡୋର୍ସି

ନୂଆଦିଲ୍ଲୀ: ସୋସିଆଲ ମିଡିଆ ତଥା (OTT) ପ୍ଲାଟଫର୍ମ ପାଇଁ କେନ୍ଦ୍ର ନିୟମାବଳୀ ପ୍ରକାଶ କରିବାର ଗୋଟିଏ ଦିନ ପରେ ଟ୍ୱିଟର ଏବଂ ହ୍ବାଟସ୍ ଆପ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାତୀୟ ବିରୋଧୀ ବୋଲି ବିବେଚନା କରାଯାଉଛି। ଏହାଛଡ଼ା ପୋଷ୍ଟର ଉତ୍ସ ଚିହ୍ନଟ କରିବା ବାଧ୍ୟତାମୂଳକ ବୋଲି ଟ୍ୱିଟର ସିଇଓ…

ପୁଣି ଖୋଲିବ ମୁମ୍ବାଇ ଏୟାରପୋର୍ଟର ଟର୍ମିନାଲ-୧

ମୁମ୍ବାଇ:ବିମାନଯାତ୍ରୀଙ୍କ ପାଇଁ ଭଲ ଖବର । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇ ଉଡାଣ ପାଇଁ ନିଜ ଟର୍ମିନାଲ ୧କୁ ପୁଣି ଖୋଲୁଛି । ୧୦ ମାର୍ଚ୍ଚ ୨୦୨୧ରୁ ଟର୍ମିନାଲ ୧ରୁ ଉଡାଣ ଆରମ୍ଭ ହେବ । ଏପର୍ଯ୍ୟନ୍ତ ସମସ୍ତ ଫ୍ଲାଇଟ୍ସ ଟର୍ମିନାଲ ୨ରୁ ଅପରେଟ୍ ହେଉଥିଲା ।…

ହାତ ହରାଇଥିଲେ, ହେଲେ ସାହାସ ନୁହେଁ

ଭୁବନେଶ୍ୱର: ଦକ୍ଷିଣ କାଶ୍ମୀରର ୨୩ ବର୍ଷୀୟ ଛାତ୍ର ସୟର ଅବ୍ଦୁଲାହ । ଭିନ୍ନକ୍ଷମଙ୍କ ପାଇଁ ସେ ପାଲଟିଛନ୍ତି ଅନନ୍ୟ ଉଦାହରଣ । ପିଲାଦିନୁ ତାଙ୍କର ସ୍ୱପ୍ନ ଥିଲା ଅଫ ରୋଡ୍ ଆଡଭେଂଚରରେ ଯିବେ । ହେଲେ ମାତ୍ର ୧୧ ବର୍ଷ ବୟସରେ ଏକ ଦୁର୍ଘଟଣାରେ ସେ ନିଜର ଏକ ହାତ ହରାଇଥିଲେ । ତଥାପି ଫିକା…

ଫିଲ୍ମ ‘ମୁମ୍ବାଇ ସାଗା’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: ସଞ୍ଜୟ ଗୁପ୍ତା ନିର୍ଦ୍ଦେଶକ କ୍ରାଇମ ଥ୍ରୀଲର 'ମୁମ୍ବାଇ ସାଗା'ର ଟ୍ରେଲର ରିଲିଜ କରିଛି। ୧୯୮୦ ଏବଂ ୯୦ ଦଶକର ନିର୍ମିତ ଏହି ଚଳଚ୍ଚିତ୍ରଟି ବମ୍ବେରୁ ମୁମ୍ବାଇରେ ରୂପାନ୍ତରିତକୁ ଚିତ୍ରିତ କରିଛି। ଏଥିରେ ଜନ୍ ଆବ୍ରାହମ୍, ଇମ୍ରାନ୍ ହାଶ୍ମି, ଜ୍ୟାକି ଶ୍ରଫ୍, ସୁନିଲ୍ ଶେଟ୍ଟି,…

ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ

ପାଟଣା: ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ । କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା-କରଞ୍ଜିଆ ରାସ୍ତାର ଖୁଞ୍ଚିବେଡା ନିକଟରେ ଘଟିଛି ଦୁର୍ଘଟଣା । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି ।…

ରାମ ମନ୍ଦିର ପାଇଁ ଆଦାୟ ହେଲାଣି ୧୯୦୦ କୋଟି ଟଙ୍କା

ଅଯୋଧ୍ୟା: ଅଯୋଧ୍ୟାର ରାମମନ୍ଦିର ପାଇଁ ଭକ୍ତମାନେ ଦାନ ସୂତ୍ରରେ ଟଙ୍କା ଦେଇ ଚାଲିଛନ୍ତି । ଟ୍ରଷ୍ଟ ପାଖରେ ଏ ପର୍ଯ୍ୟନ୍ତ ୧୯୦୦ କୋଟି ଟଙ୍କା ଗଚ୍ଛିତ ହୋଇ ସାରିଛି । ଶୁକ୍ରବାର କୋଷାଧ୍ୟକ୍ଷ ଗୋବିନ୍ଦ ଗିରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ…

ନିର୍ବାଚନୀ ତାରିଖ ଘୋଷଣା ହେବା ପୂର୍ବରୁ ମମତାଙ୍କ ଘରେ ହେଲା ବିଶେଷ ପୂଜା 

କୋଲକାତା:ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟରେ ଆଜି ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ । ଏହି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ସ୍ଵତନ୍ତ୍ର ପୂଜା ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । କୋଲକାତା ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ମମତା ଏହି ପୂଜା ଆୟୋଜନ…

କେରଳରେ ମହିଳା ଟ୍ରେନ ଯାତ୍ରୀଙ୍କ ନିକଟରୁ ମିଳିଲା ମାତ୍ରାଧିକ ବିସ୍ଫୋଟକ ସାମଗ୍ରୀ

କୋଝିକୋଡ: କେରଳରେ ସୁରକ୍ଷାକର୍ମୀମାନେ ଜଣେ ମହିଳା ଟ୍ରେନ ଯାତ୍ରୀଙ୍କ ନିକଟରୁ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଏହି ମହିଳାଙ୍କ ନିକଟରୁ ୧୦୦ ଜିଲେଟିନ ଛଡ ଓ ୩୫୦ ଡେଟୋନେଟର ମିଳିଛି । ବାଲାକୋଟ ଷ୍ଟ୍ରାଇକର ୨ ବର୍ଷ ପୂର୍ତି ସମୟରେ ଏତେ ମାତ୍ରାରେ ବିସ୍ଫୋଟକ ସାମଗ୍ରୀ ଏକ…