[ଭିଡିଓ] ସେବାୟତଙ୍କ ମାଡରେ ଯାତ୍ରୀ ସହାୟକ ଗୁରୁତର !
ପୁରୀ: ମହାବାହୁଙ୍କ ଘର ଦୁଆର ସାମ୍ନାରେ ମାଡଗୋଳ । ଯାତ୍ରୀ ସହାୟକଙ୍କୁ ମାଡ ମାରି ଲହୁଲୁହାଣ କଲେ ସେବାୟତ । ଏହି ମାମଲାରେ ସିଂହଦ୍ୱାର ପୋଲିସ ଅଭିଯୁକ୍ତ ସେବାୟତ ରାମକୃଷ୍ଣ ଖୁଣ୍ଟିଆକୁ ଅଟକ ରଖିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳୁ ଉତ୍ତରଦ୍ୱାର ଦେଇ ସେବାୟତ ରାମକୃଷ୍ଣ…