Latest Odisha News

BREAKING NEWS

ବାଇ-ଲ ପ୍ରତ୍ୟାହାର ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ଵର : ଦିନକୁ ଦିନ ତେଜିବାରେ ଲାଗିଛି ଜାତୀୟ ସ୍ମାରକୀ ପ୍ରାଧୀକରଣର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ଦାବି । ଲିଙ୍ଗରାଜ ମନ୍ଦିର ସାମ୍ନାରେ ସମୂହ ଦୀପ ଦାନ ଓ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ପରେ ଆଜି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ…

ରାଜ୍ୟରେ କୋଭିଡ୍ ଟିକା ନେଲେଣି ୪ ଲକ୍ଷ ୧୧ ହଜାର ୯୩୯ ଜଣ

ଭୁବନେଶ୍ୱର: ଜାନୁଆରୀ ୧୬ରୁ ରାଜ୍ୟରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଆଜି ରାଜ୍ୟର ୧୭୫ଟି ସାଇଟରେ ଟିକାକରଣ ହୋଇଥିବା ବେଳେ ୩୧ଟି ସ୍ଥାନରେ କୋଭାକ୍ସିନ୍ ଟିକା ଦିଆଯାଇଛି । ୧୧୧ଟି ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଳେ ସେଥିରୁ ୨୦ଟିରେ କୋଭାକ୍ସିନ୍…

ଜାପାନର ଫୁକୁସୀମାରେ ଶକ୍ତିଶାଳୀ ଭୂକମ୍ପ

ଜାପାନ : ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ । ଫୁକୁସୀମା ଅଞ୍ଚଳରେ ଭୂକମ୍ପର ଶକ୍ତ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଛି । ଏହାର ପ୍ରଭାବ ରାଜଧାନୀ ଟୋକିଓରେ ମଧ୍ୟ ପଡିଛି । ଫୁକୁସୀମା ଅଞ୍ଚଳରେ ଭୂକମ୍ପ ହୋଇଥିବା ବେଳେ, ସୁନାମୀ ସତର୍କତା…

ଶିଶୁଙ୍କ ଉପରେ କରୋନା ଟିକା ପରୀକ୍ଷା କରିବ ଅକ୍ସଫୋର୍ଡ ୟୁନିଭର୍ସିଟି

ନୂଆଦିଲ୍ଲୀ: କରୋନା ଟିକାକୁ ବ୍ୟବହାରିକ ଅନୁମତି ମିଳିବା ପରେ ସାରା ବିଶ୍ୱରେ ଟୀକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଏଭଳି ସମୟରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରଥମ ଥର ପାଇଁ ପିଲାମାନଙ୍କ ଉପରେ କୋଭିଡ -୧୯ ଟିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯେଉଁଥିପାଇଁ ୬ରୁ ୧୭…

ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ମାର୍ଚ୍ଚ ୮ରୁ ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ : ଶେଷ ହୋଇଛି ଲୋକସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ । ଏଣୁ ବାଚସ୍ପତି ଓମ୍ ବିର୍ଲା ଗୃହକୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ୮ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସଂସଦର ବଜେଟ୍ ଅଧିବେଶନ…

ରେଳ ଧାରଣାରେ ୫୦% ଅଘଟଣ ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା

ଭୁବନେଶ୍ୱର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତ୍ତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା, ୧୧ଟି ଦେଶର ଛାତ୍ରଛାତ୍ରୀ ସାମିଲ୍‌

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀର ଯୋଗାଯୋଗ, ସହଯୋଗ ଏବଂ ସମାଲୋଚିତ ଚିନ୍ତାଧାରାର ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଶୁକ୍ରବାର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଦ୍ୱାରା ବିଶ୍ୱସ୍ତରୀୟ ଅନଲାଇନ୍ ବିତର୍କ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ଏଥିରେ ୧୧ଟି ଦେଶର ୪୪ଟି ବିଦ୍ୟାଳୟର…

କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ

କଳାହାଣ୍ଡି : କର୍ଲାପାଟ ଅଭୟାରଣ୍ୟରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ଅସୁସ୍ଥ ଥିବା ହାତୀଟିର ଆଜି ମୃତ୍ୟୁ ଘଟିଛି। ଭୂତାଣୁ ଜନିତ ହେମ୍‌ରେ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ବିଶେଷଜ୍ଞ ଟିମ୍‌ । ଗତ ୧୩ ଦିନରେ ଅଭୟାରଣ୍ୟରେ…

ଓଡ଼ିଶାରୁ ସୁସ୍ଥ ହେଲେ ୧୦୦ ନୂଆ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ନୂଆ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯାହାକୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୫୧ରେ ପହଞ୍ଚିଛି।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ସୁଧୁରୁଥିବା ବେଳେ, ସୁସ୍ଥ ହୋଇଛନ୍ତି ଆଉ ୧୦୦ ଜଣ ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୨୬ ଜଣ ସୁସ୍ଥ ହୋଇଥିବା ବେଳେ, ଅନୁଗୁଳ ଓ ଖୋର୍ଦ୍ଧାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ ୮, କଟକ, ଯାଜପୁର, ସମ୍ବଲପୁରରୁ ୬ ଜଣ…