ଏସିଆରେ ସବୁଠାରୁ ବଡ ଟାର୍ଗେଟ ଚେଜ କରି ଇତିହାସ ରଚିଲା ୱେଷ୍ଟଇଣ୍ଡିଜ
ଚଟ୍ଟଗାଁଓ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ ଟିମ୍ ଏସିଆ ମହାଦେଶରେ ସର୍ବାଧିକ ରନ ଚେଜ୍ କରିବା ଗୌରବ ଅର୍ଜନ କରିଛି । କାୟଲ ମାୟର୍ସଙ୍କ ଦ୍ୱିଶତକ ବଳରେ ୱେଷ୍ଟଇଣ୍ଡିଜ ୩୯୫ ରନର ଲକ୍ଷ୍ୟକୁ ୭ ଉଇକେଟ ହରାଇ ହାସଲ କରି…