Latest Odisha News

BREAKING NEWS

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ । ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହେବ ଓଡିଶୀ ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ପରିବେଷଣରୁ । ଏହା ପରେ କୋଲକାତାର କଳାକାର ଅସୀମାବନ୍ଧୁ…

ଫେବ୍ରୁଆରୀ ୧୦ ଯାଏଁ ବଢ଼ିଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟସୀମାକୁ ଆସନ୍ତା ୧୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଫେବ୍ରୁଆରୀ ୨ ତାରିଖ ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିଲା । ଆସନ୍ତା ମେ ୩ରୁ ୧୫ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ…

ଝରାଫୁଲ ମୃତ୍ୟୁ ଘଟଣା: ଭୁବନେଶ୍ୱର ଗେଷ୍ଟ ହାଉସରେ ସିନ ରିକ୍ରେସନ କଲା ପୋଲିସ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଆଜି ପୋଲିସ ଭୁବନେଶ୍ୱର ଆଣିଛି । ଦୁହେଁ ରହିଥିବା ଖଣ୍ଡଗିରିିର ଶିବସାଇ ଗେଷ୍ଟ ହାଉସରେ ସିନ ରିକ୍ରେସନ କରାଯାଇଛି । ୨୦୧ ନମ୍ବର ରୁମରେ ସେଦିନ ରାତିରେ କଣ ଘଟିଥିଲା । ଆଉ ଏହା ପରେ ରାକେଶ ଓ…

ଆମାଜନ୍ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଦେବେ ଇସ୍ତଫା

ନୂଆଦିଲ୍ଲୀ:ଆମାଜନ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଚଳିତବର୍ଷ ଶେଷ ସୁଦ୍ଧା ସେ ପଦବୀ ଛାଡିଦେବେ । ଆମାଜନ ଘୋଷଣା କରିଛି, ଏଡବ୍ଲୁଏସ ସିଇଓ ଏଣ୍ଡି ଜେସି ଚଳିତ ବର୍ଷ ତୃତୀୟ ତ୍ରୟମାସିକରେ ଜେଫ ବେଯୋଶଙ୍କ ସ୍ଥାନ ଗ୍ରହଣ କରିବେ । ତାଛଡା ଆହୁରି…

ଭଦୋଦରା, ମୁମ୍ବାଇ ଓ ଦିଲ୍ଲୀକୁ ଯୋଡୁଥିବା ଏକ୍ସପ୍ରେସ ୱେ ପ୍ରସ୍ତୁତରେ ୪ ବିଶ୍ୱରେକର୍ଡ

ଭଦୋଦରା: ଭଦୋଦରା, ମୁମ୍ବାଇ ଓ ଦିଲ୍ଲୀକୁ ଯୋଡୁଥିବା ଏକ୍ସପ୍ରେସ ୱେ ପ୍ରସ୍ତୁତିରେ ଭାରତ ୪ଟି ବିଶ୍ୱରେକର୍ଡ ସ୍ଥାପନ କରିଛି । ମଙ୍ଗଳବାର ୨କିଲୋମିଟର ଲମ୍ବା ଓ ୧୮.୭୫ ମିଟର ଓସାରର ରାସ୍ତା ମାତ୍ର ୨୪ ଘଂଟା ମଧ୍ୟରେ ଇଞ୍ଜିନିୟରମାନେ ନିର୍ମାଣ କରିଥିଲେ । ଏଥିପାଇଁ ୧.୧୦ ଲକ୍ଷ ସିମେଂଟ ବସ୍ତା…

ଫେବୃଆରୀ ୮ରୁ ଆରମ୍ଭ ହେବ ଭାରତ-ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ

ନୂଆଦିଳ୍ଲୀ: ଫେବୃଆରୀ ୮ ରୁ ୨୧ ମଧ୍ୟରେ ରାଜସ୍ଥାନରେ ଭାରତ-ଆମେରିକାର ମିଳିତ ସାମରିକ ଅଭ୍ୟାସର ୧୬ ତମ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ପ୍ରତିରକ୍ଷା ମୁଖପାତ୍ର ବୁଧବାର କହିଛନ୍ତି। ଭାରତ-ପାକିସ୍ତାନ ସୀମା ନିକଟରେ ଏହି ଅଭ୍ୟାସ ଦୁଇ ସେନାଙ୍କ ମଧ୍ୟରେ ଅନୁଷ୍ଠିତ ହେ। ଏହାଦ୍ବାରା ଦୁଇ…

କବିତା; ରାସ୍ତାରେ କଣ୍ଟା ପୋତୁଥିବା ମାଲିକ, ଶୁଣ!!

କେଦାର ମିଶ୍ର ରାସ୍ତା ସାରା କଣ୍ଟା, ରାସ୍ତା ସାରା ନିଆଁ ସାରା ରାସ୍ତା ଅହଙ୍କାରର ଏକ ଉତ୍ତପ୍ତ ନଦୀ।   ଏ ରାସ୍ତା କିନ୍ତୁ ତିଆରି ହୋଇଥିଲା ମୋର ହାଡରେ ଏ ରାସ୍ତାରେ ପଥର ଓ ପିଚୁ ହୋଇ କଂକ୍ରିଟ ଓ ପାଣି ହୋଇ ଢଳା ହୋଇଥିଲା ମୋର ଭାଗ୍ୟ  ଏ ରାସ୍ତାରେ…

ଆସନ୍ତୁ ଜାଣିବା ସୋସିଆଲ ସାଇଟରେ ଭାଇରାଲ ହେଉଥିବା ଏହି ଫଟୋ ଦେଖି କଣ କହିଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ମୁମ୍ବାଇରେ ଲୋକାଲ ଟ୍ରେନରେ ଯିବାକୁ ଆସିଥିବା ଜଣେ ଯୁବକଙ୍କ ଏକ ଫଟୋ ଏବେ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ଫଟୋରେ ଯୁବକ ଜଣକ ଟ୍ରେନକୁ ମୁଣ୍ଡିଆ ମାରୁଛନ୍ତି । ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଫଟୋ ଦେଖି ପ୍ରଭାବିତ ହୋଇଛନ୍ତି । ସେ ଟୁଇଟ କରିଛନ୍ତି ଏହା ହିଁ ହେଉଛି…

କୃଷକ ବିରୋଧ ସହ ଜଡ଼ିତ ବିଷୟବସ୍ତୁ ହଟାଇବାକୁ ଟ୍ୱିଟରକୁ କେନ୍ଦ୍ରର ନୋଟିସ୍

ନୂଆଦିଲ୍ଲୀ: କୃଷକ ଜନଶୁଣାଣି ସହ ଜଡିତ ଆପତ୍ତିଜନକ ହ୍ୟାସଟ୍ୟାଗ ସହିତ ବିଷୟବସ୍ତୁ ପୋଷ୍ଟିଂ ହ୍ୟାଣ୍ଡେଲ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ବୁଧବାର କେନ୍ଦ୍ର ଟ୍ୱିଟରକୁ ଏକ ଚୂଡ଼ାନ୍ତ ବିଜ୍ଞପ୍ତି ପଠାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବୁଧବାର…

ଆଇଟିଆଇ ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି ଛାଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାର ଆଇଟିଆଇରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ନଅ ମାସର ହଷ୍ଟେଲ ଫିସ୍ ଛାଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ସରକାରୀ ଆଇଟିଆଇରେ ପଢୁଥିବା ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ…