Latest Odisha News

BREAKING NEWS

କନ୍ୟାକିରଣ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

ଭୁବନେଶ୍ବର : କିଟ୍ ଓ କିସର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମା ସମେତ ୩୪ଟି ସ୍ଥାନରେ ପାଳିତ ହୋଇଛି ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’ । ଭର୍ଚ୍ଚୁଆଲ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଚଳିତବର୍ଷର ବିଷୟବସ୍ତୁ ‘ମୁଁ ପଢ଼ିବି-ମୁଁ ବଢ଼ିବି’ଉପରେ…

ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ ‘ସମ୍ମାନିତା’ ଏବଂ ଦ କ୍ଲିକ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟାଜିତ ହୋଇଯାଇଛି। ପ୍ରତିଭାବାନ ଦକ୍ଷ ଦିବ୍ୟାଙ୍ଗ ପିଲାମାନଙ୍କୁ ଉତ୍ସାହିତ ଏବଂ…

ଆଇଏସଏଲ: ବେଙ୍ଗାଲୁର ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ଓ ବେଙ୍ଗାଲୁର ମ୍ୟାଚ ୧-୧ ଡ୍ରରେ ସମାପ୍ତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ଆରମ୍ଭରୁ ଓଡିଶା ଭଲ ପ୍ରଦର୍ଶନ କରିଥିଲା । ମ୍ୟାଚର ୮ମ ମିନିଟରେ ଡିଏଗୋ ମୌରିସିଓ ଦଳ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ ।…

ହାଇ ପ୍ରୋଫାଇଲ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ଭିନ୍ନକ୍ଷମଙ୍କୁ ନେଇ ଚାଲିଥିଲା ଦେହ ବ୍ୟବସାୟ 

ଭୁବନେଶ୍ବର : ଭିନ୍ନକ୍ଷମଙ୍କୁ ନେଇ ଦେହ ବ୍ୟବସାୟ । ଏଭଳି ଅନୈତିକ କାଣ୍ଡର ସୌଦାଗର ଖୋଦ୍ ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ ସୁରେଶ କୁମାର ବେହେରା ବୋଲି ଅଭିଯୋଗ ହୋଇଛି ।  ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ଚାଲିଥିଲା ହାଇ…

ଆସୁଛି ମହାପ୍ରଳୟ ! , UNର ସତର୍କବାଣୀ 

ନ୍ୟୁୟର୍କ : ଜାତିସଂଘର ରିପୋର୍ଟ ଅନୁସାରେ ଆସୁଛି ମହାପ୍ରଳୟ । ବିଶ୍ୱର ଅନେକ ଦେଶରେ ୨୦୨୫ ବେଳକୁ ଭୀଷଣ ପ୍ରଳୟ ହୋଇପାରେ । ଯେଉଁଥିରେ ଅନେକ ଧନ ଜୀବନ ହାନୀ ନେଇ ରିପୋର୍ଟରେ ଆଶଙ୍କା କରାଯାଇଛି । ବିଶ୍ୱରେ ଅନେକ ନଦୀବନ୍ଧ ଯୋଜନା ପୁରୁଣା ହେଲାଣି । ସେଥିରୁ ଅନେକ ସେମାନଙ୍କ ସମୟସୀମା ପାର…

୧୯୪୭ରୁ ଆଜି ପର୍ଯ୍ୟନ୍ତ କେଉଁମାନ‌େ ଅର୍ଥ ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତର ଅର୍ଥନୀତିର‌େ ଅର୍ଥମନ୍ତ୍ରୀ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେଉଁମାନଙ୍କର ପ୍ରମୁଖ ଦାୟିତ୍ବ ହ‌ୋଇଥାଏ ଦେଶର ବାର୍ଷିକ ବଜେଟ୍ ଉପସ୍ଥାପନ କରିବା। ତ‌େବ‌େ ୧୯୪୭ ମସିହା ତଥା ଦେଶ ସ୍ବାଧିନ ହେବା ପରଠାରୁ ଆଜି ଯାଏଁ ଅନେକ ଅର୍ଥମନ୍ତ୍ରୀ ଏହି ଗୁରୁ…

ନେପାଳ କମ୍ୟୁନିଷ୍ଟ ପାର୍ଟିରୁ ବିଦା ହେଲେ କେପି ଶର୍ମା ଓଲୀ

କାଠମାଣ୍ଡୁ: ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ରବିବାର କେପି ଶର୍ମା ଓଲୀଙ୍କୁ ପାର୍ଟିରୁ ହଟାଇ ଦେଇଛି । ଏଥିସହ ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି । ପାର୍ଟିରେ ଓଲୀଙ୍କ ବିରୋଧରେ ବିଦ୍ରୋହ…

କଶ୍ମୀରରେ ଗଢ଼ି ଉଠୁଛି ନୂଆ ଆତଙ୍କୀ ସଂଗଠନ, ତୁର୍କୀର ଆପସ ବ୍ୟବହାର କରି ଭାରତ ବିରୋଧରେ ରଚୁଛନ୍ତି ଷଡଯନ୍ତ୍ର

ଶ୍ରୀନଗର: କଶ୍ମୀରରେ ମୂଖ୍ୟ ଆତଙ୍କୀ ସଂଗଠନ ଜୈଶ, ହିଜବୁଲ ଓ ଲଶ୍ମର ଦୁର୍ବଳ ହେବା ପରେ ଏବେ ସୁରକ୍ଷାକର୍ମୀଙ୍କ ନଜରରୁ ବଂଚିବା ପାଇଁ ଏହାର ଛାୟା ସଂଗଠନଗୁଡିକ ଗଢ଼ିଉଠୁଛି । ଛୋଟ ଛୋଟ ସଂଗଠନ କରି ପୋଲିସ ଆଖିରେ ଧୂଳି ଦେବା ସେମାନଙ୍କ ମୂଖ୍ୟ ଲକ୍ଷ୍ୟ । ଏ ନେଇ ଗୋଇନ୍ଦା ସଂସ୍ଥାଠାରୁ ଖବର…

ସୁକିନ୍ଦା ଠାରେ କାର୍ଯ୍ୟକାରୀ ହେଲା ଗ୍ରାମ ନ୍ୟାୟାଳୟ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଠାରେ କାର୍ଯ୍ୟକାରୀ ହୋଇଛି ଗ୍ରାମ ନ୍ୟାୟାଳୟ। ଆଜି ଏହି ଗ୍ରାମ ନ୍ୟାୟାଳୟକୁ ଉଦଘାଟନ କରିଛନ୍ତି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର। ତେବେ ସୁକିନ୍ଦା ଅଞ୍ଚଳରେ ପୂର୍ବରୁ କୌଣସି କୋର୍ଟ ନଥିଲା। ଫଳରେ କେସବାସ ନେଇ ଏହି ଅଞ୍ଚଳର…

ତାଣ୍ଡବ ୱେବ ସିରିଜ ବିବାଦ: ରବି କିଶନ କହିଲେ ଆମ ଭଗବାନଙ୍କୁ ଛାଡି ଦିଅ

ମୁମ୍ବାଇ: ତାଣ୍ଡବ ୱେବ ସିରିଜ ବିବାଦ ନେଇ ରବିବାର ମୁହଁ ଖୋଲିଛନ୍ତି ଅଭିନେତା ଓ ବିଜେପି ସାଂସଦ ରବି କିଶନ । ସେ କହିଛନ୍ତି ଭଗବାନଙ୍କ ଲାଗି ଆମ ଭଗବାନଙ୍କୁ ଛାଡି ଦିଅ । ମୁଁ ହାତ ଯୋଡି ନିବେଦନ କରୁଛି ଯେ, ନିଜ ବ୍ୟବସାୟରେ କୋଟି କୋଟି ଟଙ୍କ କମାଇବା ପାଇଁ ଆମ ଭଗବାନଙ୍କ ସମ୍ମାନ ତଳେ ପକାଅ…