Latest Odisha News

BREAKING NEWS

ପିଲା ଚୋର ସନ୍ଦେହରେ ମାଡ଼ 

ସୋର : ଅଜଣା ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକ । ପିଲା ଚୋର ସନ୍ଦେହରେ ଲୋକେ ମାଡ଼ ମାରିଥିବା ଜଣାପଡିଛି । ବାଲେଶ୍ବର ଜିଲ୍ଲା  ସିମୁଳିଆ ଥାନା ବେତଡ଼ା ଥାନା ସଜନାପୁର ଛକ ନିକଟରେ ଘଟିଛି ଘଟଣା । ଖବର ଅନୁଯାୟୀ, ବେତଡା ପାହିତୋରଣା ଅଞ୍ଚଳର ନିରଞନ ଦାସଙ୍କ…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ 

ମାଲକାନଗିରି : ଆଜି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ମହିଳା ମାଓବାଦୀଙ୍କ ନାଁରେ ବହୁ ମାମଲା ଥିବା ସୂଚନା ମିଳିଛି ।  ଲାଛି ଖରା ନାମକ ଏହି ମହିଳା ମାଓବାଦୀ କିଛି ବର୍ଷ ଧରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ଭାବେ…

ଚରିତ୍ର ଓ କାହାଣୀ ସହ ଏକାକାର ନହେଲେ ଭଲ ଗପଟିଏ ଲେଖି ହୁଏ ନାହିଁ : ଗାୟତ୍ରୀ ସରାଫ

ଗାୟତ୍ରୀ ସରାଫ ଜଣେ ଏମିତି ସ୍ରଷ୍ଟା ଯେ ନିଜକୁ କେଉଁଠି ବି ଜାହିର କରନ୍ତି ନାହିଁ । ତାଙ୍କ ଗଳ୍ପ କିନ୍ତୁ ଜାହିର କରେ ତାଙ୍କର ସ୍ୱତନ୍ତ୍ରତା । ଗଳ୍ପରୁ ତାଙ୍କୁ କଳ୍ପନା କଲେ ବାସ୍ତବରେ ସେ ଅକଳନୀୟ ମନେ ହୁଅନ୍ତି। ସମଗ୍ର ପୃଥିବୀ ତାଙ୍କର ଗଳ୍ପଭୂମି ଏବଂ ସମଗ୍ର ମାନବ ଜାତି ତାଙ୍କ ଗଳ୍ପର…

ଆଜି ଗେ‌ାଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ୨୦ ବର୍ଷୀୟ ଝିଅ ଶୃଷ୍ଠି

ନୂଆଦିଲ୍ଲୀ: ରବିବାର ଦିନ ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ହରିଦ୍ୱାର ବାସିନ୍ଦା ଶୃଷ୍ଠି ଗୋସ୍ୱାମୀ ଗେ‌ାଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଡେରାଡୁନ୍‌ରେ ହେବାକୁ ଥିବା ଶିଶୁ ସଭା ଅଧିବେଶନରେ ଦାୟିତ୍ବ ଗ୍ରହଣ କରିବେ। ଉତ୍ତରାଖଣ୍ଡରେ ଏହା ପ୍ରଥମ ଥର ହେବ ଯେ ଜଣେ ଝିଅ…

ଲଗାତାର ୩୧ ଥର କରୋନା ପଜିଟିଭ୍ ହେଲେଣି ଏହି ମହିଳା, ଡାକ୍ତର ବି ଆଶ୍ଚର୍ଯ୍ୟ

ଭରତପୁର : ରାଜସ୍ଥାନ ଭରତପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ମହିଳା ଗତ ୫ ମାସ ହେଲା କରୋନା ସଂକ୍ରମଣରେ ପୀଡ଼ିତ ଅଛନ୍ତି । ୩୦ ବର୍ଷିୟ ସାରଦା ଦେବୀଙ୍କ କରୋନା ରିପୋର୍ଟ ୩୧ଥର ପଜିଟିଭ୍ ଆସିଲାଣି । ଏଥିରେ ୧୭ଟି RTPCR ଓ ୧୪ଟି ରାପିଡ ଆଣ୍ଟିଜେନ ଟେଷ୍ଟ ସାମିଲ ଅଛି ।…

ଜାନୁୟାରୀ ୨୪ କାହିଁକି ଭାରତ ପାଇଁ ଏକ ଐତିହାସିକ ଦିନ?

ନୂଆଦିଲ୍ଲୀ: ଆଜିର ଦିନ ଭାରତ ପାଇଁ ଏକ ଐତିହାସିକ ଦିନ। ବାସ୍ତବରେ, ୨୪ ଜାନୁୟାରୀ ୧୯୫୦ ରେ, ୨୮୪ ସଦସ୍ୟ ଏହାକୁ ଗ୍ରହଣ ଏବଂ କାର୍ଯ୍ୟକାରୀ କରିବା ପାଇଁ ସେମାନଙ୍କର ସମର୍ଥନ ସ୍ୱାକ୍ଷର କରିଥିଲେ। ଏହା ବ୍ୟତୀତ, ଏହି ଦିନ ବିଧାନସଭା ଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ବକ୍ତା ରାଜେନ୍ଦ୍ର…

ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ବିବାଦୀୟ ବୟାନ, କହିଲେ- ‘ନେତାଜୀଙ୍କୁ ହତ୍ୟା ପଛରେ କଂଗ୍ରେସ’

ଉନ୍ନାଓ: ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ପୁଣିଥରେ ନିଜ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି । ସାକ୍ଷୀ ମହାରାଜ କହିଛନ୍ତି- ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହତ୍ୟା ପଛରେ କଂଗ୍ରେସର ହାତ ରହିଛି । ସାକ୍ଷୀ ମହାରାଜ ଅଭିଯୋଗ କରିଛନ୍ତି-…

ଭାରତର ରାଜଧାନୀରେ ପାକିସ୍ତାନ ଜିନ୍ଦାବାଦ ନାରା: ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ:ଗଣତନ୍ତ୍ର ଦିବସ ପାଇଁ ସାରା ଭାରତ ପ୍ରସ୍ତୁତ ହେଉଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ରବିବାର ଶୁଭଛି ପାକିସ୍ତାନ ଜିନ୍ଦାବାଦର ନାରା । ନୂଆଦିଲ୍ଲୀର ଖାନ୍ ମାର୍କେଟ ସ୍ଥିତ ପିଏସ ତୁଗଲକ ରୋଡ ନିକଟ ମେଟ୍ରୋ ଷ୍ଟେସନ ବାହାରେ କିଛି ଦୂବୃର୍ତ ଏହି ନାରା ଦେଇଛନ୍ତି । ପୋଲିସ…

କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ : ଢେଙ୍କାନାଳ ସହର ଷ୍ଟେସନ ବଜାର ଅଞ୍ଚଳରେ ଥିବା କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା ଘଟିଛି । କାରଖାନାରେ କାମ କରୁଥିବା ବେଳେ ମେସିନରେ ଚାପ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ମୃତକ ଜଣଙ୍କ କଟକ ଗୁରୁଡିଝାଟିଆର ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି । ପ୍ରଶାନ୍ତ…

ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପରେଡରେ ୧୪ କଣ୍ଟିଜେଣ୍ଟ ଯୋଗ ଦେବେ: ଡିଜିପି

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପରେଡ ଅବସରରେ ମୋଟ ୧୪ ଜଣ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଫାଇନାଲ୍ ରିହର୍ସଲକୁ ତଦାରଖ କରିବା ସମୟରେ ଏନେଇ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁଁ…