ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୬.୫୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଗୋଟିଏ ପଟେ କରୋନାକୁ ହ୍ରାସ କରିବା ପାଇଁ କରୋନା ଟିକା ଅଭିଯାନ ଜାରି ରହିଥିବା ବେଳେ ଅନ୍ୟପଟେ କରୋନାର ଦୈନିକ ମାମଲାରେ ମଧ୍ୟ ବୃଦ୍ଧି ଘଯୁଥିବା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟାରେ ଗଲେ ସାରା ବିଶ୍ୱରେ ୬ ଲକ୍ଷ ୫୫ ହଜାର ୨୭୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହି…