ମିଷ୍ଟର ଲେଲେରେ ବରୁଣଙ୍କ ସ୍ଥାନରେ ଭିକ୍କି ସାମିଲ, ଷ୍ଟୋରୀ ବଦଳିବ
ମୁମ୍ବାଇ: ଗତବର୍ଷ ଘୋଷଣା କରାଯାଇଥିବା ଶଶାଙ୍କ ଖେତାନଙ୍କ ମିଷ୍ଟର ଲେଲେରୁ ବରୁଣ ଧାୱନ ହଟି ଯାଇଛନ୍ତି । ତାଙ୍କ ସ୍ଥାନରେ ଭିକ୍କି କୌଶଲଙ୍କୁ ଫିଲ୍ମରେ ହୀରୋ ଭାବେ ଚୁକ୍ତି କରାଯାଇଛି । ବରୁଣ ସ୍କ୍ରିପ୍ଟରେ କିଛି ପରିବର୍ତନ ଚାହୁଁଥିଲେ ମାତ୍ର ଶଶାଙ୍କ ଏଥିରେ ରାଜି ହୋଇ ନ ଥିଲେ । ଶେଷରେ…