Latest Odisha News

ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ

ବାଲେଶ୍ୱର: ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଘର ବାହୁଡା । । ଆଜି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତିରେ ଜୀବନ ପ୍ରଦୀପ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଦାଶ ୨୦୦୫ରେ ବିଜେପି ଟିକେଟରେ ଲଢିଥିବା ବେଳେ…

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୂଙ୍କ ମକରନୀତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ କରାଯାଇଛି । ଆଜି…

ମକର ବୁଡ଼ ପାଇଁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

ବାରିପଦା : ଏକୁଟିଆ ମକର ବୁଡ଼ ପକାଇବାକୁ ଯାଇଥିବା ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦାରୁ । ଏହି ଘଟଣାରେ ଟାଉନ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଯୁବତୀ ଜଣକ ଆଜି ଭୋରରୁ ଉଠି ଏକୁଟିଆ ମକର ବୁଡ ପକାଇବାକୁ…

ପବିତ୍ର ଗଙ୍ଗା ସ୍ନାନ ସହ ଆରମ୍ଭ ହେଲା କୁମ୍ଭ ମେଳା

ନୂଆଦିଲ୍ଲୀ : ଆଜି ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି । ମକର ସଂକ୍ରାନ୍ତିରେ ଗଙ୍ଗାରେ ବୁଡ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏହାସହ କୁମ୍ଭ ମେଳା ମଧ୍ୟ ଆରମ୍ଭ ହୋଇଛି । ହାଡଭଙ୍ଗା ଶୀତରେ ଶ୍ରଦ୍ଧାଳୁ ହରିଦ୍ବାର, ଗଙ୍ଗାସାଗର ସମେତ ବିଭିନ୍ନ ସ୍ଥାନରେ ଗଙ୍ଗା ନଦୀରେ…

କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ନବୀନ

କେସିଙ୍ଗା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିବାସୀଙ୍କୁ ଆଜି ୨୦୮୫ କୋଟି ଟଙ୍କାର ଭେଟି ଦେଇଛନ୍ତି । ସେ ମୋଟ ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବେଳେ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ…

ରାମସେତୁ ରହସ୍ୟ ଉଜାଗର ହେବ !

ନୂଆଦିଲ୍ଲୀ:ରାମସେତୁ ବାସ୍ତବ ନା କଳ୍ପନା ଖୁବ୍ ଶୀଘ୍ର ଏହି ରହସ୍ୟରୁ ପରଦା ଉଠିବ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ୪୮ କିଲୋମିଟର ଲମ୍ବ ପଥର ଶୃଙ୍ଖଳକୁ ରାମସେତୁ କୁହାଯାଇଥାଏ । ଏହା ରାମାୟଣରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହା ମାନ୍ନାର ଉପସାଗର ଏବଂ ପାକ୍ ଷ୍ଟ୍ରିଟକୁ ଅଲଗା କରିଥାଏ ।…

ଇଂଲଣ୍ଡ କ୍ରିକେଟର ମୋଇନ କରୋନାର ନୂତନ ଷ୍ଟ୍ରେନରେ ଆକ୍ରାନ୍ତ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳକୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ଭ୍ରମଣକାରୀ ଦଳର ଅଲରାଉଣ୍ଡର ମୋଇନ ଅଲୀ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ଚିନ୍ତାର ବିଷୟ ହେଲା ସେ କରୋନାର ନୂତନ ଷ୍ଟ୍ରେନ ତାଙ୍କ ନିକଟରେ ଦେଖିବାକୁ ମିଳିଛି । ଏହି ନୂତନ ଷ୍ଟ୍ରେନ…

ବକ୍ସ ଅଫିସରେ ସୁନାମି ସୃଷ୍ଟି କରୁଛି ବିଜୟଙ୍କ ମାଷ୍ଟର

ଚେନ୍ନାଇ: କରୋନା ମହାମାରୀ କଟକଣା କୋହଳ ହେବା ପରେ ସିନେମାଘରେ ରିଲିଜ ହୋଇଛି ସାଉଥ ସୁପରଷ୍ଟାର ବିଜୟଙ୍କ ମାଷ୍ଟର ଫିଲ୍ମ । ରିପୋର୍ଟ ମୁତାବକ ଏହି ଫିଲ୍ମ ବକ୍ସ ଅଫିସରେ ସୁନାମି ସୃଷ୍ଟି କରିଛି । ପ୍ରଥମ ଦିବସରେ ଏହି ଫିଲ୍ମ ୪୦କୋଟି ଆୟ କରି ସାରିଛି । ଲୋକେଶ କନାଗରାଜଙ୍କ ନିର୍ଦ୍ଦେଶନାରେ…

ପିପିଲିରୁ ନିଖୋଜ ଦୁଇ ନାବାଳକଙ୍କ ପତ୍ତା ମିଳିଲା

ପିପିଲି: ଚାରି ଦିନ ତଳେ ପିପିଲିରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଉଦ୍ଧାର। ଆଜି ସକାଳେ ଜଟଣୀ ଅଞ୍ଚଳର ଗୋହିରିଆ ଛକର ଏକ ହୋଟେଲରୁ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ସୂଚନା ଯୋଗ୍ୟ ଯେ, ପାଟଣା ଗାଁର ପବିତ୍ର ଦାସଙ୍କ ଦଶମ ଶ୍ରେଣୀରେ ପଢୁଥିବା ପୁଅ ଓ କେଦାର ବେହେରାଙ୍କର ନବମ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ

କଟକ : ପଞ୍ଚମହାଭୂତରେ ବିଲୀନ ହେଲେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓ । କାଳିଆବୋଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ବହୁ ମାନ୍ୟଗଣ୍ୟ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ…