Latest Odisha News

BREAKING NEWS

୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖିଛି ଭାରତ; ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବାକୁ ଭାରତ ସମଗ୍ର ଇକୋସିଷ୍ଟମକୁ ମଜବୁତ କରୁଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର ଏହା କହିଛନ୍ତି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି…

ମିସ୍ ଆଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ସ୍ମୃତି ପଣ୍ଡା

ବ୍ରହ୍ମପୁର : ଜାତୀୟ ସ୍ତରର ପ୍ରତିଯୋଗିତା ମିସ୍ ଆଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ-୨୦୨୦- ୧ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ବ୍ରହ୍ମପୁରର ସ୍ମୃତି ପଣ୍ଡା । କୋରନା ପାଇଁ ଅନ୍ ଲାଇନ୍ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଭାରତରୁ ୨୫ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି ।…

ଲଭ୍ ଜିହାଦ୍ ଆକ୍ଟ ସମର୍ଥନରେ କ’ଣ କହିଲେ କଙ୍ଗନା?

ନୂଆଦିଲ୍ଲୀ: କଙ୍ଗନା ରାନାୱତ ତାଙ୍କର ସ୍ପଷ୍ଟବାଦିତା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି। ସେ ତାଙ୍କ ଫିଲ୍ମର ସୁଟିଂକୁ ନେଇ ଭୋପାଳରେ ଅଛନ୍ତି। ସୁଟିଂ ଆରମ୍ଭ ହେବା ପୂର୍ବରୁ ମଧ୍ୟପ୍ରଦେଶର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର କଙ୍ଗନାଙ୍କୁ ସ୍ୱାଗତ କରିଥିଲେ। ଏଭଳି…

ରାକ୍ଷୀ ସାୱନ୍ତଙ୍କ ଶେଯ ସଜାଡିଲେ ସଲମାନ୍ !

ମୁମ୍ବାଇ: ସତରେ, ଟିଆର୍‌ପି ଚକ୍କରରେ ସଲମାନଙ୍କୁ କେତେ କ’ଣ କରିବାକୁ ପଡୁଛି । ଅଥଚ ଏଥିପାଇଁ ସେ କୋଟିକୋଟି ଟଙ୍କା ନେଉଛନ୍ତି । ବିଗ୍‌ବସ୍‌ର ରେଟିଂ ବଢାଇବା ପାଇଁ କେତେବେଳେ ବାଥରୁମ୍ ତ ପୁଣି କେତେବେଳେ ଶେଯ ବି ସଜାଡିବାକୁ ସେ ପଛାଉନାହାନ୍ତି । କିଛି ଏଭଳି ଡ୍ରାମା ନେଇ ପୁଣିଥରେ…

ବେଳ ହୁଁ ସାବଧାନ

ଆଜିର ଶିଶୁ କାଲିର ଭବିଷ୍ୟତ। ଏହା ସବୁ ଜାଗାରେ ଶୁଣିବାକୁ ମିଳେ। କନ୍ୟାରତନ କର ଯତନ, ବେଟି ପଢ଼ାଓ ବେଟି ବଚାଓ। ଏସବୁ ସ୍ଲୋଗାନ ସବୁ ଶୁଣିବାକୁ ସତରେ କେତେ ସୁନ୍ଦର। କିନ୍ତୁ କାମରେ ଯଦି ଦେଖିବା ତା’ହେଲେ ଏସବୁ ଖାଲି ସ୍ଲୋଗାନରେ ହିଁ ରହିଯାଇଛି । କାର୍ଯ୍ୟକାରୀ ହୋଇପାରୁନି। ଏହାର ନଗ୍ନ…

ବିଳମ୍ବରେ ଆରମ୍ଭ ହେବ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ!

ନୂଆଦିଲ୍ଲୀ: ଆଗାମୀ ସମୟରେ ବଲିଉଡ ଅଭିନେତା ସୈଫ୍‌ ଅଲି ଖାନ ବଡ଼ ବଡ଼ ପ୍ରୋଜେକ୍ଟ ହାତେଇଛନ୍ତି। ସେ କିଛି ସମୟ ପାଇଁ ଭୁତ୍‌ ପୋଲିସ୍ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଥିବାବେଳେ ବର୍ତ୍ତମାନ ସେ ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ଉପରେ କାମ ଆରମ୍ଭ କରିବେ। ଫିଲ୍ମ…

ରେକର୍ଡ ଭାଙ୍ଗିଲା କେଜିଏଫ-୨ ଟିଜର୍‌

ହାଇଦ୍ରାବାଦ: ୟଶ ଓ ସଂଜୟ ଦତ୍ତଙ୍କ ଆଗାମୀ ଫିଲ୍ମ କେଜିଏଫ-୨ । ଦର୍ଶକଙ୍କ ମନକୁ ଆନ୍ଦୋଳିତ କରିବା ପାଇଁ ବାସ୍ ଏହି ଫିଲ୍ମର ଟାଇଟଲ୍ ହିଁ ଯଥେଷ୍ଟ । ନିକଟରେ ଏହି ଫିଲ୍ମର ଟିଜର୍ ବେଶ ଧମାକାଦାର ଅନ୍ଦାଜରେ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଥିଲା । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଏହାର ଟିଜର୍ ଏକ…

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସିଭିଟିଏସ୍ ସର୍ଜନଙ୍କ ଯୋଗଦାନ

ଭୁବନେଶ୍ୱର: ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡଃ ବନ ବିହାରୀ ମିଶ୍ର ସିନିୟର କନ୍‌ସଲ୍‌ଟାନ୍‌ଟ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି। ଡଃ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍‌ରେ ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଥିବା ବେଳେ ସେ ବାଇପାସ୍…

ପନ୍ତ, ଜାଡେଜା ଆଘାତପ୍ରାପ୍ତ: ସ୍କାନିଂ ରିପୋର୍ଟକୁ ଅପେକ୍ଷା

ସିଡନୀ: ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଦଳର ଦୁଇ ଷ୍ଟାର ଖେଳାଳି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନଙ୍କ ସ୍କାନ ରିପୋର୍ଟକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ, କୋଭିଡ କଟକଣା ମଧ୍ୟରେ ଶ୍ରୀ ପ୍ରଧାନ ପ୍ରଶାସନିକ ନିୟମ ମାନି କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ସହ ଦର୍ଶନ ପାଇଁ ମନ୍ଦିର ଭିତରକୁ…