Latest Odisha News

BREAKING NEWS

ଖୋର୍ଦ୍ଧା ବାଇପାସରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୧କିଲୋ ୩୧୦ ଗ୍ରାମ ଧଳଜହର ଜବତ ହୋଇଛି । ଯାହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଖୋର୍ଦ୍ଧା ବାଇପାସ ଜାତୀୟ ରାଜପଥରୁ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀଙ୍କୁ…

ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା, ୨୧ଟି ଟିମ୍‌ ସାମିଲ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆଜିଠାରୁ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ୍‌ ଗଣନା କାମରେ ଲାଗିଛନ୍ତି । ଏହାସହ ସମ୍ବଲପୁର OUATର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ହୀରାକୁଦ ଜଳଭଣ୍ଡାରରେ ୧୮ଟି ଓ ପାୱାର…

ପରଦାକୁ ଫେରୁଛନ୍ତି ଜିନତ୍ ଅମାନ୍

ମୁମ୍ବାଇ: ଅଭିନେତ୍ରୀ ଜିନତ୍ ଅମାନ୍ । ଦିନ ଥିଲା ଏହି ଅଭିନେତ୍ରୀ ବଲିଉଡରେ ସାଜିଥିଲେ ବୋଲ୍ଡ କ୍ୱିନ୍ । ହେଲେ ବୟସ ବଢିବା ସହ ଅଭିନୟ ଜଗତରେ ସେ ଏତେଟା ସକ୍ରିୟ ନୁହଁନ୍ତି । କାଁ ଭାଁ ଚଳଚ୍ଚିତ୍ର ଜରିଆରେ ସେ ଆଜି ବି ନିଜ ପରିଚୟ ବଂଚାଇ ରଖିଛନ୍ତି । ଶୁଣିବାକୁ ମିଳିଛି ଏକ ଫିଲ୍ମ ପାଇଁ ସେ…

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ: ଫାର୍ମରେ ଶହ ଶହ ମଲେଣି, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଫାର୍ମରେ ମଲେଣି ଶହ ଶହ କୁକୁଡ଼ା । ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ । ତିନି ଦିନ ହେଲାଣି କୁକୁଡ଼ା ଫାର୍ମରେ ମରୁଛନ୍ତି ଶହ ଶହ କୁକୁଡ଼ା । ପାଖାପାଖି ୬ ଶହରୁ ଅଧିକ କୁଡୁଡା ମଲେଣି । ତେବେ କୁକୁଡ଼ା ମଡ଼କର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାକୁ ନେଇ ଆଖପାଖ…

ସୁନାବେଡାର ସୁନା ଝିଅ

ସୁନାବେଡା: ସମୁଦ୍ର ପତନରୁ ତିନି ହଜାର ଫୁଟ ଉପରେ ଅବସ୍ଥିତ ସୁନାବେଡା ଅଭୟାରଣ୍ୟ। ଏଠି ବସବାସ କରୁଥିବା ବ୍ୟକ୍ତିଙ୍କ ପାଇଁ ବିଜୁଳି , ପାନୀୟ ଜଳ, ଶିକ୍ଷା ଭଳି ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଏହି ପରିସ୍ଥିତିରେ ଜଣେ ଆଦିବାସୀ ଝିଅ ଶିକ୍ଷାର ଶୀର୍ଷରେ ପହଞ୍ଚି ପିଏଚଡି ଶିକ୍ଷା ଗ୍ରହଣ…

RSP ଗ୍ୟାସ ଲିକ୍ ଟ୍ରାଜେଡୀ: ଆଉ ଜଣେ ଅଫିସର ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବନ କଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସିଇଓ । ଗ୍ୟାସ୍ ଲିକ୍ ଘଟଣାରେ ଏଯାଏ ତିନି ଜଣଙ୍କୁ…

ଗୁରୁ ପ୍ରଣାମ ମହୋତ୍ସବ ଆୟୋଜିତ

ଭୁବନେଶ୍ୱର: ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଗୁରୁ ପ୍ରଣାମ ମହୋତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଗୁରୁ ମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ସମ୍ମାନ ପ୍ରଦର୍ଶନ କଲେ ପୂରା ସମାଜର…

ମାହାଙ୍ଗା ମର୍ଡର କେସରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ପ୍ରଭାରୀ

କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ରାଜନୀତି ଜୋର ଧରିଛି । ଆଜି ନୃର୍ତ୍ତାଙ୍ଗରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦୁର୍ନୀତିରେ ରାଜ୍ୟ ସରକାର ବୁଡ଼ି ରହିଛନ୍ତି । ବର୍ଷେ ତଳେ ବିକାଶ…

ରାଜ୍ୟରେ ୯ମାସ ପରେ ଖୋଲିବ ବାର୍, ଅନୁମତି ଦେଲେ ସରକାର

ଭୁବନେଶ୍ୱର: ଏଣିକି ରାଜ୍ୟରେ ଖୋଲିବ ବାର୍ । ହୋଟେଲ, ରେଷ୍ଟୁରାଣ୍ଟ, ବାର୍ ଓ କ୍ଲବରେ ବସି ମଦ ପିଇ ପାରିବେ ଗ୍ରାହକ । ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ନଅ ମାସ ପରେ ରାଜ୍ୟରେ ବାର୍ ଖୋଲିବ ।…

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି

କୋଲକାତା: ସୁସ୍ଥ ହୋଇ ଘରକୁ ଫେରିଲେ ବିସିସିଆଇ ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି । ଆଜି ତାଙ୍କୁ କୋଲକାତା ସ୍ଥିତ ଉଡଲ୍ୟାଣ୍ଡସ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହାପରେ ଫ୍ୟାନଙ୍କ ସାମନାକୁ ଆସିଥିଲେ ଗାଙ୍ଗୁଲି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଚିକିତ୍ସା…