Latest Odisha News

BREAKING NEWS

କୋଭିଡ୍‌ କଟକଣା ଭିତରେ କାଦମ୍ବିନୀର ନୂଆ ବର୍ଷର ବନ୍ଧୁ ମିଳନ କାଯ୍ୟର୍କ୍ରମ

ଭୁବନେଶ୍ୱର : ଓଡିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ନୂଆ ବର୍ଷର ବନ୍ଧୁ ମିଳନ କାଯ୍ୟର୍କ୍ରମ । ଏଥିରେ କବି, ଲେଖକ, କଳାକାର ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । କୋଭିଡ୍‌ କଟକଣା ଭିତରେ କାଦମ୍ବିନୀ ନୂଆ ବର୍ଷ ସ୍ୱତନ୍ତ୍ର ସଂସ୍କରଣ ଓ କୁନି…

କୋହଲି, ପାଣ୍ଡ୍ୟାଙ୍କ କରୋନା କଟକଣା ଭାଙ୍ଗିଥିବା ଅଭିଯୋଗର ସତ୍ୟ ସାମ୍ନାକୁ ଆସିଲା

ସିଡନୀ: ଅଷ୍ଟ୍ରେଲିଅ ଗଣମାଧ୍ୟମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କରୋନା ପ୍ରୋଟୋକଲ ଭାଙ୍ଗିଥିବା ଖବର ପ୍ରକାଶିତ ହୋଇଥିଲା । ଏଥିନେଇ ବିବାଦୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ମଙ୍ଗଳବାର ସେମାନଙ୍କ ବିରୋଧରେ ଆସିଥିବା…

୨୫ ହଜାର ଟଙ୍କାର ତଣ୍ଡ ଗଣିଲା ବାଲି ବୋଝେଇ ଟ୍ରକ

ଭଦ୍ରକ: ରାଜ୍ୟରେ ଜୋରସୋରରେ ଚାଲିଛି ଗାଡି କାଜଗପତ୍ର ଯାଞ୍ଚ । ପ୍ରତିଦିନ କାଟୁଛି ଲକ୍ଷ ଲକ୍ଷ ଟଙ୍କାର ଚାଲାଣ । ଏହି କ୍ରମରେ ଏକ ବାଲି ବୋଝେଇ ଗାଡିକୁ ଲାଗିଛି ୨୫ ହଜାର ଟଙ୍କାର ଜରିମାନା। ଭଦ୍ରକ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ସୂଚନାନୁସାରେ,ଏକ ବେଆଇନ ବାଲି ବୋଝେଇ ଟ୍ରକ ଜବତ କରିଛି…

ସ୍ୱିଡେନର ବରଫ ହୋଟେଲ: ପ୍ରତ୍ୟେକ ବର୍ଷ ତିଆରି ହୁଏ ପରେ ତରଳିଯାଏ

ଷ୍ଟକହୋମ୍‌: ସ୍ୱିଡେନର ଷ୍ଟକହୋମ୍‌ରେ ଏପରି ଏକ ହୋଟେଲ ଅଛି ଯାହା କି ସମ୍ପୂର୍ଣ୍ଣ ଭାବେ ବରଫରେ ତିଆରି । ବରଫ ଜମିବା ପରେ ଏହି ହୋଟେଲ ତିଆରି କରାଯାଏ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଏଠାକୁ ଛୁଟି କଟାଇବା ପାଇଁ ଆସନ୍ତି । ପରେ ବରଫ ତରଳିବା ପରେ ହୋଟେଲ ମଧ୍ୟ ତରଳିଯାଇଥାଏ ।୧୯୮୯ରୁ ଏହି…

ଓଡ଼ିଶାରେ କମୁଛି ପଜିଟିଭ ସଂଖ୍ୟା; ଆଜି ସୁସ୍ଥ ହେଲେ ଆଉ ୨୭୧ ଜଣ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୬ ହଜାର ୭୭୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ…

ବ୍ଲାକହୋଲ ମାଧ୍ୟମରେ ବ୍ରହ୍ମାଣ୍ଡର ଗୋଟିଏ ସ୍ଥାନରୁ ଅନ୍ୟତ୍ରକୁ ଯାଇ ହେବ !

ନୂଆଦିଲ୍ଲୀ: ବ୍ଲାକହୋଲ ନେଇ ଅନେକ ରହସ୍ୟ ରହିଛି । ଏହି ରହସ୍ୟ ଉଜାଗର ନେଇ ବୈଜ୍ଞାନିକମାନେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି । ଏବେ ବି ଆଷ୍ଟ୍ରୋଫିଜିକ୍ସଟ ୱର୍ମହୋଲ ସହାୟତାରେ ମହାକାଶରେ ସମୟକୁ ମାତ ଦେବା ପରି ଯାତ୍ରା କରିହେବ ବୋଲି କହିଛନ୍ତି । ରୁଷିଆର ସେଂଟ୍ରାଲ…

ଆଦିପୁରୁଷରେ ୯ଫୁଟ ହେବ ସୈଫଙ୍କ ଉଚ୍ଚତା

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ସୈଫ ଅଲୀ ଖାଁ ଅଭିନୀତ ଆଦିପୁରୁଷ ଆରମ୍ଭ ହେବା ଦିନରୁ ଏବେ ଚର୍ଚ୍ଚାରେ ରହିଆସିଛି । ଓମ ରାଉତ ନିର୍ଦ୍ଦେଶିତ ଏହି ଫିଲ୍ମ ରାମାୟଣ ଉପରେ ଆଧାରିତ । ରାମଙ୍କ ଭୁମିକାରେ ପ୍ରଭାସ ଏବଂ ରାବଣ ଭାବେ ସୈଫ ଅବତୀର୍ଣ୍ଣ ହେବେ । ରାବଣର ଚରିତ୍ରକୁ ଭୟାବହ କରିବା…

ଆସନ୍ତା ୨୯ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ:ଆସନ୍ତା ଜାନୁଆରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାକୁ ସମ୍ବୋଧନ କରିବେ। ସେହିପରି ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ…

ସୌରଭ ଗାଙ୍ଗୁଲି ସୁସ୍ଥ, ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ

କୋଲକାତା:ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ବୁଧବାର ଡାକ୍ତରଖାନାରୁ ଛୁଟି ମିଳିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଉଡଲାଣ୍ଡ ମେଡିକାଲର କାର୍ଡିଆକ ସର୍ଜନ ଡାକ୍ତର ଦେବୀ ସେଟ୍ଟୀ ହସି କରି କହିଛନ୍ତି…

ଓଡିଶୀ ସ୍ଥାପତ୍ୟ ବନାମ କୋଠାବାଡିର ପାରାଭାଡି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ଖ୍ୟାତନାମା ଚିତ୍ରଶିଳ୍ପୀ ସ୍ଵର୍ଗତ ଦିନନାଥ ପାଠି ଆଧୁନିକ ଭୁବନେଶ୍ୱରକୁ ପାରାଭାଡିର ସହର ବୋଲି କହୁଥିଲେ। ଜଣେ ଓଡିଶୀ ଚିତ୍ରଶିଳ୍ପୀର ଆଖିରେ ଆଜିର ଭୁବନେଶ୍ୱରକୁ ପାରାଭାଡି ବ୍ୟତୀତ ଆଉ କଣ ବା କୁହାଯାଇ ପାରିବ? ଭୁବନେଶ୍ୱର ପ୍ରାୟ…