Latest Odisha News

BREAKING NEWS

ରାତିରେ ଗାଁରେ ବୁଲୁଛନ୍ତି ଭାଲୁ, ଲୋକ ଛାନିଆ

କୋରାପୁଟ: ଗାଁରେ ବୁଲୁଛନ୍ତି ଭାଲୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଲଦିଯୋଡ଼ି ଗାଁରେ ଭାଲୁ ଆତଙ୍କ । ଗତ କିଛି ଦିନ ହେବ ଗାଁରେ ସନ୍ଧ୍ୟା ହେବା ପରେ ୬ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳୁଛି । ଏମାନଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ଭାଲୁ ଭୟରେ ସନ୍ଧ୍ୟା…

ଦଳିଦେଲା ହାତୀ, ଚାଲିଗଲା ଜଣଙ୍କ ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କରତପଟା ଗାଁରେ। ମୃତକଙ୍କ ନାମ ଗୋପବନ୍ଧୁ ସାହୁ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗୋପବନ୍ଧୁ ନିଜ ବଗିଚାରୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହେବା ସହ ଘଟଣାସ୍ଥଳରେ ହିଁ ତାଙ୍କର…

୨୪ଘଣ୍ଟାରେ ଦେଶରେ ୧୧ ଲକ୍ଷ କୋଭିଡ୍ ଟେଷ୍ଟ, ୨୧ ହଜାର ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଅଧିକ ଟେଷ୍ଟ ହେଉଥିଲେ ବି ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ୩୦ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ ଲକ୍ଷ ୨୭ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୧ହଜାର ୮୨୧ ପଜିଟିଭ୍ । ମୋଟ୍…

ବିସ୍ଫୋରଣରେ ଥରିଲା ବିମାନବନ୍ଦର; ୨୨ ମୃତ, ୫୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ୟେମେନର ଅଦନ ବିମାନବନ୍ଦରରେ ଜୋରଦାର ବିସ୍ଫୋରଣ । ଏହି ଆକ୍ରମଣରେ ପ୍ରାୟ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନାନୁସାରେ, ୟେମେନର ଅଦନ ବିମାନବନ୍ଦରରେ ହୋଇଛି ଜୋରଦାର ବିସ୍ଫୋରଣ । ଏପର୍ଯ୍ୟନ୍ତ ମିଳିଥିବା…

ଦିଲ୍ଲୀ ଓ ମୁମ୍ୱାଇରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା, ଲାଗିବ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଏବର୍ଷ ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍ । ନୂଆବର୍ଷ ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ଆଜି ଓ ଆସନ୍ତାକାଲି ଦୁଇ ଦିନ ଦିଲ୍ଲୀ ଓ ମୁମ୍ବାଇରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା…

ଆଜି ଅବସର ନେବେ ଅସିତ ତ୍ରିପାଠୀ, ମୁଖ୍ୟଶାସନ ସଚିବ ଭାବରେ କୋଭିଡ ମୁକାବିଲା ଥିଲା ବଡ ଆହ୍ୱାନ

ଭୁବନେଶ୍ୱର: ଆଜି ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୋଟ ୧୬ ମାସ ଏହି ପଦବୀରେ ରହି ସେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । କୋଭିଡ୍ ମୁକାବିଲା ହେଉ ଅବା ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ ସବୁଥିରେ ତାଙ୍କର ଅବଦାନ ରହିଛି । ୨୦୧୯ ମସିହା ଅଗଷ୍ଟ ମାସରେ…

ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍: ୧୯ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମୋହନା : ଗଜପତି ଜିଲ୍ଲାରେ ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ସୂଚନାନୁସାରେ, ପ୍ରାୟ ୯୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୯ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ମୋହନା…

ବୁଡି ଯାଉଥିଲେ ପର୍ଯ୍ୟଟକ; ଦେବଦୂତ ସାଜି ବଞ୍ଚାଇଲେ ଲାଇଫ ଗାର୍ଡ

ପୁରୀ: ପୁରୀ ବେଳାଭୂମିରେ ପୁଣି ଅଘଟଣ । ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ପର୍ଯ୍ୟଟକ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ଧୀରେ ଧୀରେ ସେ ସମୁଦ୍ର ଭିତରକୁ ଚାଲି ଯାଉଥିବାର ଦେଖିଥିଲେ ବେଳାଭୂମିରେ ଥିବା ଲାଇଫ ଗାର୍ଡ। ସମୟ ବିଳମ୍ବ ନକରି ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର…

ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ଆଜି ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: କରୋନା କାଳରେ କେବେ ହେବ ଚଳିତବର୍ଷର ସିବିଏଶଇ ବୋର୍ଡ ପରୀକ୍ଷା । ଆଜି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ହେବ । ପୂର୍ବରୁ ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ । ଆଜି ଦିନ ୧୧ଟାରେ ସେ ସୋସିଆଲି ମିଡିଆରେ…

ମନ୍ଦିରରେ ବିବାହ ପରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !

ମାଲକାନଗିରି: ଦାଉ ସାଧିଲା ଦୁନିଆ ନୂଆ ଜୀବନ ଆରମ୍ଭ କରିବା ଆଗରୁ ଜୀବନ ହାରି ଦେଲେ ପ୍ରେମୀ ଯୁଗଳ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ସ୍ଥିତ ଏମ୍‌ଭି-୪୨ ଗାଁରେ । ସ୍ଥାନୀୟ ଲୋକେ ଗାଁ ନିକଟରେ ଥିବା ଏକ ଗଛରେ ଉଭୟ ଯୁବକ ଓ ଯୁବତୀଙ୍କ ମୃତଦେହ ଝୁଲୁଥିବାର…