Latest Odisha News

BREAKING NEWS

ବଢିଲା କଙ୍ଗନା ରଣାୱତଙ୍କ ଅଡୁଆ: ଜାଭେଦ ଅଖତରଙ୍କ ମାନହାନୀ ମାମଲାର ହେବ ଯାଞ୍ଚ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଡୁଆ ବଢିଲା । ଗୀତିକାର ଜାଭେଦ ଅଖତରଙ୍କ ମାମଲାରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଜାଭେଦ ଅଖତର ଦ୍ବାରା ରୁଜୁ କରାଯାଇଥିବା ମାନହାନୀ ମକଦ୍ଦମା ମାମଲାର ଯାଞ୍ଚ କରିବ ପୋଲିସ । ୧୬ ଜାନୁଆରୀ ସୁଦ୍ଧା ରିପୋର୍ଟ…

ଦ୍ୱିତୀୟ ଟେଷ୍ଟରେ ଆଘାତପ୍ରାପ୍ତ ସାମିଙ୍କ ଖେଳିବା ନେଇ ସନ୍ଦେହ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ପେସ୍ ବୋଲର ଆଘାତପ୍ରାପ୍ତ ହୋଇଛନ୍ତି । ସାମି ବ୍ୟାଟିଂ କରୁଥିବା ବେଳେ ପ୍ୟାଟ କମିନ୍ସଙ୍କ ଏକ ବଲ ତାଙ୍କ ହାତରେ ବାଜିଥିଲା । ପ୍ରାରମ୍ଭିକ ଚିକିତ୍ସା ପରେ ସେ ପୁନର୍ବାର ବ୍ୟାଟିଂ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟାଟ…

ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ପାଖାପାଖି ୧୨ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର କ୍ରିକେଟ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସମ୍ପତ୍ତି ଜବତ କରାଯାଇଛି । ପାଖାପାଖି ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଜମ୍ମୁକଶ୍ମୀର କ୍ରିକେଟ ଆସୋସିଏସନର…

ଭୁବନେଶ୍ୱରରୁ ଉଦ୍ଧାର ହେଲା ନିଖୋଜ ନାବାଳକ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରେ କଟକ ଜିଲ୍ଲାର ବାରଙ୍ଗ ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ଗୁଆକୋଲିମୁଣ୍ଡିଆ ଗାଁର ଜଣେ ନାବାଳକଙ୍କୁ ଶନିବାର ଦିନ ଭୁବନେଶ୍ଵରରୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ନଭେମ୍ବର ୧୭ରେ ବାରଙ୍ଗ ଥାନାରେ ସମ୍ପୃକ୍ତ ନାବାଳକ (୧୧ ବର୍ଷ)ଙ୍କ ମା' ପୁଅ…

ପ୍ଲାଷ୍ଟିକ ସର୍ଜରୀ ବେଳେ ପ୍ରତିଷ୍ଠିତ ମଡେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନିଜ ସୁନ୍ଦରତାକୁ ଆହୁରି ଅଧିକ ଆକର୍ଷଣ କରିବା ପାଇଁ ଏବେ ସମସ୍ତେ ପ୍ଲାଷ୍ଟିକ ସର୍ଜରୀ କରାଉଛନ୍ତି । ତେବେ ଏହା ବେଳେ ବେଳେ ଏତେ ଭୟଙ୍କର ହୋଇଯାଏ ତାହା କେହି କେବେ ଭାବି ନ ଥିଲେ । ରିପୋର୍ଟ ମୁତାବକ ମ୍ୟାକ୍ସିକୋ କିମ କାର୍ଦଶିୟାନ ଭାବେ ପରିଚିତ ମଡେଲ ଜ୍ୟାସଲିନ କ୍ୟାନୋ…

ଗୁରୁ ରନ୍ଧାୱାଙ୍କ ସହ କାହିଁକି ଯୋଡିଛି ମୃଣାଳଙ୍କ ନାଁ ?

ମୁମ୍ବାଇ: ଟିଭି ପରଦାରୁ ଜଣେ ସଫଳ ଫିଲ୍ମ ଅଭିନେତ୍ରୀ ବନିପାରିଛନ୍ତି ମୃଣାଳ ଠାକୁର । ବ୍ୟକ୍ତିଗତ ଜୀବନରେ ଝଡ ଉଠିଥିଲେ ବି ତାଙ୍କ ପ୍ରଫେସ୍ନାଲ କ୍ୟାରିଅର ସୁରୁଖୁରୁରେ ଚାଲିଛି । ଏଇ ନିକଟରେ ସେ ସାହିଦ କାପୁରଙ୍କ ସହ ଫିଲ୍ମ ଜର୍ସିର ସୁଟିଂ ସାରିଛନ୍ତି । ଆଗକୁ ରାମ ମାଧବାନୀଙ୍କ ଫିଲ୍ମ…

ପୁଣି କଂଗ୍ରେସ ଅଧ୍ୟକ୍ଷ ହେବେ ରାହୁଲ ଗାନ୍ଧି ! ବୈଠକରେ କହିଲେ ଦଳ ଯାହା ଦାୟିତ୍ବ ଦେବ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି । ସୋନିଆ ଗାନ୍ଧିଙ୍କ ବାସଭବନ ୧୦ ଜନପଥରେ ହୋଇଥିବା ବୈଠକରେ ୨୦ ଜଣ ବରିଷ୍ଠ କଂଗ୍ରେସ ନେତା ଯୋଗଦେଇଥିଲେ । ସୂଚନା ଅନୂସାରେ ବୈଠକରେ ଅସନ୍ତୁଷ୍ଟ ନେତାମାନେ କହିଥିଲେ, ରାହୁଲ ଗାନ୍ଧି…

ଟିମ୍ ଇଣ୍ଡିଆର ଡିସେମ୍ବର ୧୯ ସଂଯୋଗ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଡିସେମ୍ବର ୧୯ ପୁନର୍ବାର ସ୍ମରଣୀୟ ହୋଇ ରହିଯିବ । ଆଜିର ଦିନରେ ଭାରତ ଗୋଟିଏ ଇନିଂସରେ ସର୍ବନିମ୍ନ ୩୬ ରନ କରି ଅଲୋଡା ରେକର୍ଡ କରିଛି । ଏଥିସହ ଦଳ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଛି । ପୂର୍ବରୁ ଏହି ଦିନରେ ଟିମ୍ ଇଣ୍ଡିଆ ଗୋଟିଏ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୬୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୬୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ସର୍ବାଧିକ ୫୦ ଆରୋଗ୍ୟ ହୋଇଥିବା ବେଳେ ତା'ତଳକୁ ସୁନ୍ଦରଗଡ଼ରୁ ୪୦…

ବ୍ରାଜିଲ ରାଷ୍ଟ୍ରପତି କହିଲେ କରୋନା ଟୀକା ନେଲେ ଲୋକେ କୁମ୍ଭୀର ହୋଇଯିବେ !

ବ୍ରାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋଙ୍କ ମନ୍ତବ୍ୟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି କରୋନା ଭ୍ୟାକ୍ସିନ ନେଲେ ଲୋକେ କୁମ୍ଭୀର ହୋଇଯିବେ, ମହିଳାମାନଙ୍କ ଦାଢ଼ୀ ଉଠିବ ଏପରିକି ପୁରୁଷ ସ୍ୱର ମହିଳାଙ୍କ ଭଳି ମଧ୍ୟ ହୋଇପାରେ । ଫାଇଜର ଏବଂ ବାୟୋଏନଟେକ…