ପୋଷା କୁକୁରକୁ ଝିଅ କରିବା ସହ ସାଙ୍ଗିଆ ମଧ୍ୟ ଦେଲେ ମହାରାଷ୍ଟ୍ର ଦମ୍ପତି
ମୁମ୍ବାଇ: ମହାରାଷ୍ଟ୍ରର ଏକ ଦମ୍ପତି ତାଙ୍କ ପୋଷା କୁକୁରକୁ ଝିଅର ମାନ୍ୟତା ଦେବା ସହ ନିଜର ସାଙ୍ଗିଆ ମଧ୍ୟ ଦେଇଛନ୍ତି । କୁକୁରର ନାମ ଲକି ରାହୁଲ କୁଲକର୍ଣ୍ଣି ରଖାଯାଇଛି । ସୋମବାର ଲକି ମାଆ ହେବା ଖବର ଜଣାପଡିବା ପରେ ଏଥିନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ ବନ୍ଧୁବାନ୍ଧବଙ୍କୁ…