Latest Odisha News

BREAKING NEWS

ଟାଟାର ସ୍ପଷ୍ଟୀକରଣ ‘ଆକାଶ କେବେ ବି ଟାଟାର କର୍ମଚାରୀ ନ ଥିଲେ’

ଭୁବନେଶ୍ୱର: ଆକାଶ ପାଠକଙ୍କୁ ନେଇ ପୁଣି ଥରେ ଟାଟା ମୋଟର୍ସର ସ୍ପଷ୍ଟୀକରଣ ଦେଇଛି । ଆକାଶ କେବେ ବି କମ୍ପାନିର କର୍ମଚାରୀ ନଥିଲେ କିମ୍ବା । ସ୍କାଏ କିଙ୍ଗ ସଂସ୍ଥା ସହ କମ୍ପାନିର କୌଣସି କାରବାର ନାହିଁ । ଏପରିକି ସ୍କାଏ କିଙ୍ଗ ଭାଉଚର ଉପରେ କେବେବି କମ୍ପାନି ଜିଏସଟି ଫେରସ୍ତ ଦାବି କରିନି…

ପୁଣି ଭାଇରାଲ୍ ହେଲା ଅନୁଶ୍ରୁତଙ୍କ ଭିଡିଓ

ଭୁବନେଶ୍ୱର: ନିକଟରେ ଏକ ଭିଡିଓ ପାଇଁ ନାଗପୁରର ଅନୁଶ୍ରୁତ ନାମକ ଏହି କୁନି ପୁଅ ଜଣକ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲେ । ଭିଡିଓରେ ଅନୁଶ୍ରୁତ୍ ବେଶ ମଜାଦାର ଅନ୍ଦାଜରେ ଚୁଟି କାଟୁଥିବା ଲୋକକୁ ଧମକ ଦେବାରେ ଦେଖିବାକୁ ମିଳିଥିଲା । ତେବେ ପୁଣିଥରେ ଅନୁଶ୍ରୁତଙ୍କ ଦୁଇଦୁଇଟି ଭିଡିଓ ଭାଇରାଲ୍…

ଦିବସର ତାତ୍ପର୍ଯ୍ୟ ଓ ଆମେ

ଗଲା ସପ୍ତାହରେ ପୁଅର କିଛି ଜିନିଷ କିଣାକିଣି କରିବାକୁ ପୁଅକୁ ସାଙ୍ଗରେ ନେଇ ମଲକୁ ଯାଇଥିଲି। ଆମେ ମାଆ-ପୁଅ ଜିନିଷ କିଣି ଦୋକାନରୁ ବାହାରିଲାବେଳେ ହଠାତ୍ ଦେଖିଲୁ କିଛି ବ୍ୟବଧାନରେ ୭/୮ଜଣ ଲୋକ ଘେରି ଯାଇଛନ୍ତି ଜଣେ ଭଦ୍ର ମହିଳାଙ୍କୁ। ଆଉ ତା’ଭିତରେ ଦୁଇଜଣ ବ୍ୟକ୍ତି ତଳେ ପଡ଼ିଥିବା ସମ୍ପୃକ୍ତ…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ନେଟଫ୍ଲିକ୍ସ’; ଦୁଇ ଦିନ ପାଇଁ ‘ନେଟଫ୍ଲିକ୍ସ’…

ନୂଆଦିଲ୍ଲୀ: ଅନଲାଇନ୍ ଷ୍ଟ୍ରିମିଂ ଆପ୍ ନେଟଫ୍ଲିକ୍ସ ଲୋକମାନଙ୍କୁ ଏହାର ପ୍ଲାଟଫର୍ମରେ ଉପଲବ୍ଧ ବିଷୟବସ୍ତୁକୁ ଏହି ସପ୍ତାହ ଶେଷରେ ଅର୍ଥାତ୍‌ (୫-୬ ଡିସେମ୍ବର) ମାଗଣାରେ ଦେଖିବାର ସୁଯୋଗ ଦେଇଛି, ଯାହାକୁ କମ୍ପାନୀ ନେଟଫ୍ଲିକ୍ସ ଷ୍ଟ୍ରିମ୍‌ଫେଷ୍ଟର ନାମ ଦେଇଛି। ଡିସେମ୍ବର ୫ ଏବଂ ୬ରେ,…

[ଭିଡିଓ] ସ୍କୁଲ ଛାତ୍ରୀକୁ ମୃତ୍ୟୁମୁଖରୁ ଟାଣି ଆଣିଲେ ରେଳବାଇ ପୋଲିସ !

ମୁମ୍ବାଇ: ଜଣେ ୧୨ ବର୍ଷୀୟ ସ୍କୁଲ ଛାତ୍ରୀଙ୍କ ଜୀବନ ବଂଚାଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ରେଳବାଇ ପୋଲିସ । ଏକ ଚଳନ୍ତା ଟ୍ରେନରୁ ସ୍କୁଲ ଛାତ୍ରୀ ଜଣକ ଓହ୍ଲାଉଥିଲାବେଳେ ଏଭଳି ଅଘଟଣ ଘଟିଥିଲା । ସିସିଟିଭିରେ କଏଦ ହୋଇଥିବା ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲାବେଳେ ସ୍କୁଲ ଛାତ୍ରୀ…

କାନାଡା ନେତୃତ୍ୱାଧୀନ କୋଭିଡ୍‌ ବୈଠକରେ ସାମିଲ୍‌ ହେବେନି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କରୋନା ମୁକାବିଲା ପାଇଁ କାନାଡା ସହ ଏକ ବୈଠକରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ,…

ଡିସେମ୍ବର ୧୦ରେ ନୂତନ ସଂସଦ ଭବନର ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦ ତାରିଖରେ ଦେଶ ପାଇଁ ନୂତନ ସଂସଦ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ସମୟ ମଧ୍ୟରେ କିଛି ବିରୋଧୀଦଳର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ବହୁ ପୁରୁଣା ଏବଂ ସୀମିତ ସ୍ଥାନ ହେତୁ ବିଦ୍ୟମାନ ସଂସଦ ଭବନ ଛୋଟ ହେବାକୁ…

ନିଜ ଦେଶ ଛାଡି ଆମେରିକା ପାଇଁ କ୍ରିକେଟ୍ ଖେଳିବେ ଏହି ଖେଳାଳି !

ଭୁବନେଶ୍ୱର: ଦିନିକିଆ କ୍ରିକେଟରେ ତାଙ୍କ ନାଁରେ ରହିଛି ଦ୍ୱିତୀୟ ଦୃତ୍ତତମ ଶତକ । ଆଇପିଏଲରେ ବି ସେ ନିଜ ଦବଦବା ଦେଖାଇ ସାରିଛନ୍ତି । ତଥାପି ନିଜ ଦେଶ ଛାଡି ଅନ୍ୟ ଦେଶ ତଥା ଆମେରିକା ପାଇଁ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଜଣେ ମହାନ୍ କ୍ରିକେଟର୍ । ନ୍ୟୁଜିଲ୍ୟାଣ୍ଡର କୋରି…

ଚାଇନାର କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍ ସ୍ତର ବୃଦ୍ଧି ହେତୁ ୧୮ ଜଣଙ୍କର ମୃତ୍ୟୁ

ବେଜିଂ: ଚାଇନାର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍‌ର ମାତ୍ରା ବୃଦ୍ଧି ହେତୁ ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଚୋଙ୍ଗକିଙ୍ଗ ମ୍ୟୁନିସିପାଲ କର୍ପୋରେସନର ଯୋଗଚୁଆନ ଜିଲ୍ଲାର ଡିଆଓସୁଇଦୋଙ୍ଗ କୋଇଲା ଖଣିରେ…

ନିଜର ଶୋ’ ଆରମ୍ଭ କରୁଛନ୍ତି ମହାଭାରତର ‘ଭୀଷ୍ମ’

ନୂଆଦିଲ୍ଲୀ: 'ଦି କପିଲ ଶର୍ମା ଶୋ'କୁ ଅଶ୍ଳୀଳ ବୋଲି ବର୍ଣ୍ଣନା କରିଥିବା ଅଭିନେତା ମୁକେଶ ଖାନ୍ନା ନିଜର ଶୋ' ଆରମ୍ଭ କରିଛନ୍ତି। ଯାହା 'ଦି କପିଲ ଶର୍ମା ଶୋ’ର ଟାଇଟଲ ସହିତ ମେଳ ଖାଉଛି। ଯେଉଁଥିରେ ସେ ମହାଭାରତର ଅନୁଭୂତି ବାଣ୍ଟୁଥିବା ନଜର ଆସୁଛନ୍ତି। ଏହି ଶୋ’ରେ ସେ ମହାଭାରତ ପରି…