Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ମାଧୁରୀଙ୍କ ହ୍ୟାରି ପୋଟର୍‌ ଲୁକ୍‌

ନୂଆଦିଲ୍ଲୀ: ଫିଲ୍ମରେ କମ୍‌ ନଜର ଆସିଲେ ବି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହି ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି। ସେ ନିଜ ପରିବାର ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ମଧ୍ୟ ପ୍ରଶଂସକଙ୍କ ସହ ସେୟାର୍‌ କରିଥାନ୍ତି। ବେଳେବେଳେ ତାଙ୍କ ମଜାଳିଆ…

ଖୁବ୍‌ ଶୀଘ୍ର ହେବ ସିଦ୍ଧାର୍ଥଙ୍କ ଡିଜିଟାଲ୍‌ ଡେବ୍ୟୁ; ଏକତା କପୁରଙ୍କ ୱେବ୍‌ ସୋରେ ନଜର ଆସିବେ ସିଦ୍ଧାର୍ଥ ଶୁକ୍ଲା

ନୂଆଦିଲ୍ଲୀ: ବିଗ୍ ବସ୍ ୧୩ର ବିଜେତା ହେବା ପରେ ସିଦ୍ଧାର୍ଥ ଶୁକ୍ଲା ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି।  ବିଗ୍‌ବସ୍‌ ସିଜିନ୍‌ ୧୩ ଜିତିବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବେଶ୍‌ ବଢିଯାଇଛି। ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ସିଦ୍ଧାର୍ଥଙ୍କୁ ଏବେ ଏକତା…

ବଲାଙ୍ଗିରରେ ଦୁର୍ଘଟଣାରେ ବାପ-ପୁଅ ମୃତ, ମାଆ ଓ ବର୍ଷକର ପୁଅ ଗୁରୁତର

ବଲଙ୍ଗିର: ତୁଷରା ଥାନା ଜଙ୍ଗେଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବଲେରୋ ସହ ଏକ ବାଇକ ଧକ୍କା ହେବାରୁ ବାଇକଟି ଜଳିଯାଇଥିବା ଜଣାପଡିଛି । ବାଇକରେ ଥିବା ବାପା-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନୟ ଏକ ଶିଶୁ ପୁତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ତୁଷରା…

କରୋନା ଯୋଗୁ ଅଧାରୁ ଅଟକିଗଲା ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ସୁଟିଂ

ନୂଆଦିଲ୍ଲୀ: କରୋନାର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ‌ବେଳେ ଅନ୍ୟପଟେ କରୋନା ଯୋଗୁ ଫିଲ୍ମ ସୁଟିଂ ଅଧାରୁ ବନ୍ଦ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ର ସୁଟିଂ ସମୟରେ ବଲିଉଡ ଅଭିନେତା ନିତୁ କପୁର ଏବଂ ବରୁଣ ଧାୱନଙ୍କ କରୋନା…

‘ପରୀ’କୁ ନ୍ୟାୟ ମିଳିବା ଦରକାର: ପିସିସି ପ୍ରଭାରୀ

ଭୁବନେଶ୍ୱର: ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ କଂଗ୍ରେସ ବିଧାୟକଙ୍କ ମତଭେଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପିସିସି ପ୍ରଭାରୀ ଏ. ଚେଲ୍ଲା କୁମାର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ ଭବନରେ ଏହି ବୈଠକ ବସିଥିଲା । ବୈଠକ…

ଚୀନ୍‌ ପାଇଁ ଆମେରିକାର ନୂଆ ନିୟମ; ଏଣିକି ଆମେରିକାରେ ମାତ୍ର ଏକ ମାସ ରହିପାରିବେ ଚୀନ୍‌ ନେତା

ୱାଶିଂଟନ୍: ଦୀର୍ଘ ଦିନ ଧରି ଆମେରିକା ଏବଂ ଚାଇନା ମଧ୍ୟ ଉତ୍ତେଜନା ଚାଲିରହିଛି। ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ଚାଇନାର କମ୍ୟୁନିଷ୍ଟ ପାର୍ଟିର ନେତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ଅନେକ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ହୁଏତ ଉଭୟ ଦେଶରେ ଉତ୍ତେଜନା ବଢାଇପାରେ ଯାହା କରୋନା,…

ସର୍ବଦଳୀୟ ବୈଠକରେ ଦୁଇଟି ପ୍ରସ୍ତାବ ରଖିଲା ବିଜେଡି

ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ଖୁବଶୀଘ୍ର କୋଭିଡ୍ ଟିକା ଆସିବା ନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଦୁଇଟି ପ୍ରସ୍ତାବ ଦେଇଛ ବିଜେଡି । ଅଗ୍ରାଧିକାର ଭିତରେ ଓଡ଼ିଶାକୁ ପ୍ରଥାମିକତା ଦେବାକୁ ଦାବି ରଖିଛି ଦଳ । ସର୍ବଦଳୀୟ ବୈଠକରେ ଯୋଗ ଦେବା ପରେ ଏହି…

ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, କିଛି ସପ୍ତାହ ଭିତରେ ଆସିପାରେ କରୋନା ଟିକା

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ଆଗାମୀ କିଛି ସପ୍ତାହ ଭିତରେ ମିଳିପାରେ କରୋନା ଟିକା । କେବଳ ବିଶେଷଜ୍ଞଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା ରହିଛି । ଆଜି ସର୍ବଦଳୀୟ ବୈଠକ ପରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଖାଦ୍ୟ ପାର୍ସଲ୍‌ ବିତରଣ ପାଇଁ ଏକାସାଙ୍ଗେ ପହଞ୍ଚିଲେ ୪୨ ଡେଲିଭରି ବଏ୍‌

ନୂଆଦିଲ୍ଲୀ: କରୋନା ସଂପୂର୍ଣ୍ଣ ଭାବରେ ଲୋକଙ୍କ ବାହ୍ୟ ଦୁନିଆର ଯାତାୟାତ ଉପରେ ଏକ ବିରତି ଲଗାଇଦେଇଛି। ଲୋକମାନେ ନିଜେ ଯାଇ ବଜାରରୁ କିଛି କିଣିବା ପରିବର୍ତ୍ତେ ଅନଲାଇନ୍ ଅର୍ଡର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ପୋଷାକ କିଣିବା, ଘରୋଇ ସାମଗ୍ରୀ କିଣିବା କିମ୍ବା ଖାଦ୍ୟ ଅର୍ଡର କରିବା ହେଉ,…

ଟାଟା ମୋଟର୍ସରେ ଚାକିରି କରି ନଥିବା ସ୍ୱୀକାର କଲେ ଆକାଶ ପାଠକ !

ଭୁବନେଶ୍ୱର: ଜେରା ବେଳେ ଭିଜିଲାନ୍ସ ଆଗରେ ସତ ଓଗାଳୁଛନ୍ତି ପାଠକ ବାପା-ପୁଅ । ଟାଟା ମୋଟର୍ସରେ ଚାକିରି କରି ନଥିଲେ ଆକାଶ ପାଠକ । ପଚରାଉଚରା ବେଳେ ସେ ଭିଜିଲାନ୍ସ ଆଗରେ ଏକଥା ସ୍ୱୀକାର କରିଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ଏନେଇ ସୂଚନା ମିଳିଛି । ସେହିପରି ଟାର୍ଟର ପ୍ଲେନରେ…