କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ସହ ମିଶି ଭାରତ ବିରୋଧରେ ଭୟାନକ ଷଡଯନ୍ତ୍ର ରଚୁଛି ତୁର୍କୀ!
ଏଥେନ୍ସ: କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ସହ ମିଶି ଭାରତ ବିରୋଧରେ ଭୟାନକ ଷଡଯନ୍ତ୍ର ରଚୁଛନ୍ତି ତୁର୍କୀ ରାଷ୍ଟ୍ରପତି ରିକେପ ଟାଇପ ଏରୋଡଗାନ । ଗ୍ରୀସର ଜଣାଶୁଣା ପତ୍ରକାର ଆଣ୍ଡ୍ରିଆନ୍ସ ମାଉଂଟଜରୋଲିଙ୍କ ପ୍ରକାଶିତ ରିପୋର୍ଟ ଅନୁସାରେ ସିରିୟାର ଆତଙ୍କବାଦୀଙ୍କୁ ପଠାଇବା…