Latest Odisha News

BREAKING NEWS

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ସୋଆର…

ଆଇଏସଏଲ: ରବିବାର ଜାମସେଦପୁରକୁ ଭେଟିବ ଓଡିଶା, ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ ଜରୁରୀ : ବାକ୍ସଟର

ଭୁବନେଶ୍ୱର: ରବିବାର ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଓଡିଶା ଏଫସି ତାର ଦ୍ୱିତୀୟ ମୁକାବିଲାରେ ଜାମେସେଦପୁର ଏଫସିକୁ ଭେଟିବ । ଉଭୟ ଦଳ ସେମାନଙ୍କ ପ୍ରଥମ ଗେମ ହାରିଥିବାରୁ ଏହି ମ୍ୟାଚରେ ବିଜୟ ହେବାକୁ ନିଶ୍ଚିତ ଭାବେ ଚାହିଁବେ । ଓଡିଶାର ମୂଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ଦଳକୁ ସବୁ…

ବିବେକଙ୍କ ସହ ଅଭିନୟ କରିବେ ଅର୍ବାଜ, ରାଜି ହେବେ ତ ସଲମାନ୍ ?

ମୁମ୍ବାଇ: ଆଗକୁ ଆସୁଛି ବିବେକ ଓବରେୟଙ୍କ ବଲିଉଡ ମୁଭି ରୋଜି - ଦ ସାଫ୍ରୋନ୍ ଚ୍ୟାପ୍ଟର । ଏହି ଫିଲ୍ମ ଜରିଆରେ ଟିଭି ଅଭିନେତ୍ରୀ ସ୍ୱେତା ତିୱାରୀଙ୍କ ଲାଡ୍‌ଲି ପଲକ ବଲିଉଡରେ ଡେବ୍ୟୁ କରୁଛନ୍ତି । ତେବେ ଏହି ଫିଲ୍ମଟି ବଲିଉଡରେ ପଲକଙ୍କ ଡେବ୍ୟୁ କରିବା ନେଇ ଚର୍ଚ୍ଚାରେ ନାହିଁ । ବରଂ ଏଥିରେ…

ଓଡ଼ିଶାରୁ ଆଉ ୮୦୨ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ମୋଟ ସୁସ୍ଥତାଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୪୯କୁ ବୃଦ୍ଧି ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ…

୭୫% କର୍ମଚାରୀରେ ଟ୍ବିନସିଟିରେ ଚାଲିବ ଅଫିସ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱର ଏବଂ କଟକରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅଧସ୍ତନ ଅଫିସରେ ୭୫% କର୍ମଚାରୀରେ ଚାଲିବ ବୋଲି ଶନିବାର ଦିନ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ପବ୍ଲିକ ଗ୍ରିଭାନ୍ସ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ,…

ଭାରତର କୀଥ ଗୋମ୍ସଙ୍କ ଶେମଲେସ ଫିଲ୍ମକୁ ଓସ୍କାର ଏଂଟ୍ରି

ମୁମ୍ବାଇ: ଲେଖକ ଓ ନିର୍ଦ୍ଦେଶକ କୀଥ ଗୋମ୍ସଙ୍କ ଶେମଲେସ ଫିଲ୍ମ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହା ଲାଇଭ ଆକ୍ସନ ଶର୍ଟ ଫିଲ୍ମ କାଟାଗୋରିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବ । କୀଥ ଫିଲ୍ମର କଳାକାରଙ୍କୁ ଏଥିନେଇ ଧନ୍ୟବାଦ ଦେବା ସହ ବ୍ୟକ୍ତିଗତ ଭାବେ ବହୁତ ଖୁସି ଅଛନ୍ତି ବୋଲି…

ଚାଷୀଙ୍କ ବିରୋଧରେ ଏତଲାକୁ ରାହୁଲଙ୍କ ନିନ୍ଦା, କହିଲେ ଆମ ପାଇଁ ଜୟ କିଷାନ ଥିଲେ ରହିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକ ଏବେ ପ୍ରଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ହରିୟାଣାରେ କୃଷକଙ୍କୁ ଅଟକାଇବା ପାଇଁ ଉଦ୍ୟମ କରାଯାଇଥିଲା । ଅନେକ କୃଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାକୁ ନେଇ କଂଗ୍ରେସ ନେତା…

ବିବାହରେ ମିଳିଲା ଏକେ-୪୭ ଉପହାର !

ଭୁବନେଶ୍ୱର: ଏମିତି ଏକ ବିବାହ, ଯେଉଁଠି ଉପହାର ସ୍ୱରୂପ ମିଳୁଛି ଘାତକ ହତିଆର । ମିଳିବନି ବା କେମିତି ? ଯେତେହେଲେ ବି ପାକିସ୍ତାନ ଦେଶ । ଏଠି ଗୁଳିଗୋଳା ସହ ଖେଳିବା ଛୋଟ ପିଲାଙ୍କ କାମ ଓ ଆତଙ୍କବାଦ ଏଠି ଧର୍ମ । ଏମିତିରେ ଜଣେ ବ୍ୟକ୍ତିଙ୍କ ବିବାହରେ ଉପହାର ସ୍ୱରୂପ ବନ୍ଧୁକ ମିଳିବା କିଛି…

ପ୍ରଥମ ଦିନିକିଆ ହାରିବା ପରେ ଭାରତକୁ ଆଉ ଏକ ଝଟକା, କଟିଲା ମ୍ୟାଚ୍ ଫି

ସିଡନୀ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୬୬ ରନରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା । ଭାରତୀୟ କ୍ରିକେଟ୍ ଟିମକୁ ଜରିମାନା ଲଗାଇଛି ଆଇସିସି। ସିଡନୀ ଦିନିକିଆରେ ମନ୍ଥର ବୋଲିଂ ପାଇଁ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍ ଫି‘ର ୨୦ ପ୍ରତିଶତ ଜରିମାନା ଲାଗାଯାଇଛି । ପ୍ରଥମ…

ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା; ତଦନ୍ତ ଲାଗି ଏସଆଇଟିର ୫ ଜଣିଆ ଟିମ୍ ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର ଯଦୁପୁର ଗାଁର ନାବାଳିକା ହତ୍ୟା ଘଟଣାର ତଦନ୍ତ ଲାଗି ଶନିବାର ଦିନ ଓଡିଶା ସରକାର ଏକ ୫ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଆଇଜି ଅରୁଣ ବୋଥ୍ରା ନେତୃତ୍ୱ ନେଉଥିବା ଏହି ଟିମରେ କ୍ରାଇମ ବ୍ରାଞ୍ଚ ଅଧିକାରୀ ଆର.କେ ଦୋରା, ଏଏସପି ଆରସି…