Latest Odisha News

BREAKING NEWS

କବିତା: ହେ ପ୍ରଭୁ…

ମିହିର ତ୍ରିପାଠୀ ଦେବା ଦେବୀ ପୂଜା ମନ୍ଦିର କୁ ଯାଇ ଦିଁଅ ଦରଶନେ ମନଥାଏ ଚନ୍ଦନ ଭସ୍ମକୁ କପାଳରେ ଲେପି ପବିତ୍ର ଏ ଆତ୍ମା ପାଇଯାଏ... ପରମାତ୍ମାଙ୍କର ସମ୍ମୁଖେ ଆତ୍ମାର ମିଳନ ହେବାର ଇଛାଥାଏ ଭୋଗ ପ୍ରସାଦରୁ ଅଳପ ଚାଖିଣ ସ୍ବର୍ଗ ସୁଖ ପାଇ ଗଲି କହେ... ଆତ୍ମ…

ବଡ଼ ଠାକୁରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ; ଯୋଦ୍ଧା ବେଶରେ ଚତୁର୍ଦ୍ଧା ମୂର୍ତ୍ତି

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ପରେ ଘଟିଛି ମହା ସଂଯୋଗ। ଅପୂର୍ବ ରୂପ, ଅସାଧାରଣ ଲୀଳା। ଆଜି ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ବୀର ବେଶରେ ସଜେଇ ହେବେ ବଡ଼ ଠାକୁର। ଯୋଦ୍ଧା ସାଜିବେ କଳାଠାକୁର। ଅସ୍ତ୍ରଶସ୍ତ୍ର ଧରିବେ ଚତୁର୍ଦ୍ଧା ମୂର୍ତ୍ତି। ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଧ…

କ୍ଲାସ୍ ରୟାଲ୍ ପାର୍ଟନର୍ସ ପକ୍ଷରୁ ୨୭ ଦିନିଆ ଗେମିଂ ଟୁର୍ଣ୍ଣାମେଂଟ୍ ପାଇଁ ଜିଓ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର /ମୁମ୍ବାଇ: ଜିଓଗେମସ୍ ପକ୍ଷରୁ ଏକ ୨୭ ଦିନିଆ କ୍ଲାସ୍ ରୟାଲ୍ ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଉଛି ଯେଉଁଥିରେ ବିଜେତାଙ୍କୁ \"ଭାରତର ଗେମିଂ ଚାମ୍ପିଆନ୍‌’ ମୁକୁଟ ପ୍ରଦାନ କରାଯିବ । କ୍ଲାସ୍ ରୟାଲ୍ ହେଉଛି ଏକ ଫ୍ରିମିୟମ୍‌, ବାସ୍ତବ-ସମୟର ଏକାଧିକ ଖେଳାଳୀ ସାମିଲ୍ ହେଉଥିବା ଏକ…

ଓଡ଼ିଆ ସଂସ୍କୃତିରେ ମୁରୁଜ

ଭୁବନେଶ୍ୱର: ହିନ୍ଦୁ ପରମ୍ପରାର ପୂଜା ପଦ୍ଧତି ସହ ମୁରୁଜ ଅଙ୍ଗାଙ୍ଗି ଭାବେ ଜଡ଼ିତ । ଦେବାଦେବୀଙ୍କ ଆରାଧନା ଓ ଅନ୍ୟ ଶୁଭ କାର୍ଯ୍ୟ ଯଥା ଯଜ୍ଞ, ବିବାହ, ବ୍ରତଘର ଓ ପୂର୍ବ ପୁରୁଷଙ୍କୁ ପିଣ୍ଡଦେବା ସମୟରେ ମୁରୁଜ ବ୍ୟବହାର କରାଯାଇଥାଏ । ଇତିହାସ କହେ ମହେଞ୍ଜୋଦାରୋ ଏବଂ ହରପପା ସଭ୍ୟତା ସମୟରେ…

ଶୁଭା ଶର୍ମାଙ୍କ ଉପନ୍ୟାସ ‘ଦି ଆୱାସ୍ଥିସ୍ ଅଫ୍ ଆମ୍‌ନଗ୍ରି’ ଉନ୍ମୋଚିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଆୱାସ୍ଥିସ୍ ଅଫ୍ ଆମ୍‌ନଗ୍ରି’ ଉନ୍ମୋଚିତ ହୋଇଯାଇଛି । ଆଜି ଭୁବନେଶ୍ୱରଠାରେ ଆୟୋଜିତ ଅନ୍‌ଲାଇନ୍ ଉତ୍ସବରେ ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲେଖିକା ଡ. ପ୍ରତିଭା ରାୟ ଏହି ପୁସ୍ତକକୁ ଉନ୍ମୋଚନ…

କ୍ୟାପିଟାଲ ହସ୍ପିଟାଲରେ ଏମଆରଆଇ ସ୍କାନ ସେବା ଲୋକାର୍ପିତ

ଭୁବନେଶ୍ୱର: ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରେ ଏମଆରଆଇ ପରୀକ୍ଷଣ ସୁବିଧା ଲୋକାର୍ପିତ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ଏହି ବ୍ୟବସ୍ଥାରେ ମସ୍ତିଷ୍କର ଆନଜିଓ, ଭେନୋଗ୍ରାମ୍, ଅରବିଟ୍, ମେରୁଦଣ୍ଡ, ମଣିବନ୍ଧ, କହୁଣୀ, କାନ୍ଧ, ମୁହଁ ଓ ବେକ, ତଳିପେଟ,…

ଓଡ଼ିଶାରୁ ଆଉ ୭୩୭ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୩୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଖୋର୍ଦ୍ଧାରୁ ୭୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୪…

ଆଉ ନାହାନ୍ତି ଭାରତୀୟ ସଫ୍ଟୱେୟାର ଇଣ୍ଡଷ୍ଟ୍ରିର ଜନକ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର ଚନ୍ଦ କୋହଲିଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ୧୯ ମାର୍ଚ୍ଚ ୧୯୨୪ରେ ସେ ପାକିସ୍ତାନର ପେଶାୱରରେ ଜନ୍ମଗ୍ରହଣ କରିଥିଲେ । ଭାରତର…

ରାଜଧାନୀରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଉପରେ କଟକଣା

ଭୁବନେଶ୍ୱର: ନଭେମ୍ବର ୩୦ରେ କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀର ବିନ୍ଦୁସାଗର ତଥା ଅନ୍ୟାନ୍ୟ ଜଳାଶୟରେ ପାଳନ ନେଇ କଟକଣା ଲଗାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଏନେଇ…

[ଭିଡିଓ] ଭାରତୀଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି; ରାକ୍ଷୀ ସାୱନ୍ତ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ରହିବା ପାଇଁ ବାହାନା ଖୋଜି ପାଇଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ନିକଟରେ ଡ୍ରଗ୍ସ ରଖିବା ଆରୋପରେ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନ୍‌ସିବି ଗିରଫ କରିଥିଲା । ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ସାମ୍ନାକୁ…