ସୋନୁ ସୁଦଙ୍କ ଜବରା ଫ୍ୟାନ୍ । ସାଇକେଲରେ ବାହାରିଲେ ମୁମ୍ବାଇ, ଫ୍ଲାଇଟରେ ଆଣିଲେ ସୋନୁ
ମୁମ୍ବାଇ: କରୋନା ସମୟରେ ନିଜର ଭଲ କାମ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଅଭିନେତା ସୋନୁ ସୁଦ୍ । କିଛି ଦିନ ହେବ ସୋନୁଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ତାଙ୍କ ପ୍ରିତ ଫ୍ୟାନଙ୍କ ଭଲ ପାଇବା ମଧ୍ୟ ସେହି ଅନୁସାରେ ବଢୁଛି । ଏବେ ଜଣେ ଫ୍ୟାନଙ୍କ କଥାକୁ ନେଇ ପୁଣି ଚର୍ଚ୍ଚା ହେଉଛି ।…