ଆସନ୍ତୁ ଜାଣିବା କିଏ ସେ ୨୮ ବର୍ଷ ପରେ କକାକୁ ମାରି ପିତୃ ହତ୍ୟାର ପ୍ରତିଶୋଧ ନେଲା
ବାରାଣାସୀ: ପ୍ରତିଶୋଧ ତାହା ପୁଣି ପିତୃ ହତ୍ୟାର, ଦୀର୍ଘ ୨୮ ବର୍ଷ ଅପେକ୍ଷା କରିବା ପରେ କକାକୁ ମାରି କଲିଜା ଥଣ୍ଡା କଲା ପୁଅ । ବାରାଣାସୀର କେଂଟ ଅଂଚଳରେ ଏ ଭଳି ଏକ ଘଟଣା ଘଟିଛି । ୧୯୯୨ରେ କକା ଶାହିଦ ଇକବାଲ ମୋର ବାପାଙ୍କୁ ହତ୍ୟା କରିଥିଲା । ସେବେଠାରୁ ପ୍ରତିଶୋଧ ନିଆଁରେ ମୁଁ ଜଳୁଥିଲି…