Latest Odisha News

BREAKING NEWS

ଟ୍ୱିଟର୍‌ରେ ୧୦ ଲକ୍ଷ ଅନୁସରଣକାରୀ ସହ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦୁନିଆର ପ୍ରଥମ ବ୍ୟାଙ୍କ ହୋଇପାରିଛି ଯାହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଅନୁସରଣକାରୀଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ସୂଚନାଯୋଗ୍ୟ ଯେ ମାଇକ୍ରୋବ୍ଲଗିଂ ସାଇଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୦ ଲକ୍ଷ…

ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମୁମ୍ଵାଇର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଶନିବାର ଭାରତୀ ଓ ରବିବାର ହର୍ଷଙ୍କୁ ଗିରଫ କରିଥିଲା ଏନସିବି । ଉଭୟଙ୍କୁ ମାରାଥନ ଜେରା ପରେ କୋର୍ଟ ଚାଲାଣ…

ମାସ୍କ ନପିନ୍ଧିଲେ ମିଳିବନି ପେଟ୍ରୋଲ

ନୂଆଦିଲ୍ଲୀ: ଦିନକୁ ଦିନ ବର୍ଦ୍ଧିତ କରୋନା ମାମଲା ଲୋକଙ୍କ ସାଧାରଣ ଜୀବନଶୈଳୀକୁ ଅସ୍ତବ୍ୟସ୍ତ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ବ ସମେତ ସାରା ଦେଶରେ କରୋନା କଟକଣାକୁ ଆହୁରି କଡାକଡି ଭାବେ ପାଳନ କରାଯାଉଛି। ସେହିଭଳି ମିରଟରେ ଏପର୍ଯ୍ୟନ୍ତ ୧୬୩୧୬ କରୋନା ସଂକ୍ରମିତ…

ମହାତ୍ମା ଗାନ୍ଧୀଙ୍କ ଅଣନାତି ସତୀଶ ଧୁପେଲିଆଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ବଂଶଧର ଅର୍ଥାତ୍‌ ନାତି ସତୀଶ ଧୁପେଲିଆଙ୍କର କରୋନା ଜନିତ ସମସ୍ୟା ହେତୁ ମୃତ୍ୟୁ ଘଟିଛି। ତାଙ୍କର ୬୬ ତମ ଜନ୍ମଦିନର ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିଲା। ଧୁପେଲିଆଙ୍କ ଭଉଣୀ ଉମା ଧୁପେଲିଆ ଏହା ସ୍ପଷ୍ଟ କରିଛନ୍ତି ଯେ କରୋନା…

ଆଣ୍ଟୋନି ବ୍ଲିଙ୍କେନ୍ ହୋଇପାରନ୍ତି ଆମେରିକାର ଆଗାମୀ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ଜୋ ବାଇଡେନ୍‌ଙ୍କ କ୍ୟାବିନେଟ୍‌ ଗଠନ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ଜୋ ବାଇଡେନ୍‌ ତାଙ୍କ କ୍ୟାବିନେଟ ଗଠନ ଆରମ୍ଭ କରିଥିଲେ। ଜୋ ବାଇଡେନ୍‌ଙ୍କର ଜଣେ ଘନିଷ୍ଠ ସହଯୋଗୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆଣ୍ଟୋନି…

ସ୍କୁଲ ଫି ହ୍ରାସ ମାମଲାରେ ସରକାରଙ୍କୁ ଜବାବ ମାଗିଲେ କୋର୍ଟ

କଟକ: ସ୍କୁଲ ଫି ମାମଲାରେ ହାଇକୋର୍ଟଙ୍କ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି କମାଇ ହେବ, ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ…

ପଞ୍ଚଭୂତରେ ଲୀନ ହେଲେ ସୁଶୀଳା ଦେବୀ

ପୁରୀ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରଠାରେ ଶେଷ ହୋଇଛି । ସାନପୁଅ ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ…

କେରଳ ସରକାରଙ୍କ ୟୁ ଟର୍ଣ୍ଣ; କହିଲେ ସୋସିଆଲ୍‌ ମିଡିଆ ଉପରେ ନିଷେଧାଦେଶ ଲାଗୁ କରାଯାଇ ନାହିଁ

ନୂଆଦିଲ୍ଲୀ: କେରଳ ପୋଲିସ ଅଧିନିୟମ ସଂଶୋଧନ ଅର୍ଡିନାନ୍ସକୁ ନେଇ ବିବାଦ ଲାଗି ରହିଥିବା ବେଳେ ବିଜୟନ ସରକାର ୟୁ ଟର୍ନ ନେଇଛନ୍ତି। ସୋସିଆଲ ମିଡିଆ ଉପରେ ନିଷେଧାଦେଶ ଲାଗୁ କରାଯାଇ ନାହିଁ ବୋଲି ସେ କହିଛନ୍ତି। ସିଏମ ପିନାରାଇ ବିଜୟନ ସ୍ପଷ୍ଟ କରିଛନ୍ତି ଯେ କେରଳ ପୋଲିସ ଅଧିନିୟମ ସଂଶୋଧନ…

ଆସନ୍ତା ମାସରେ ଭାରତରେ ଲଞ୍ଚ୍‌ ହେବ କେଟିଏମ୍‌ ୨୫୦; ଜାଣନ୍ତୁ କଣ ରହିଛି ଏହାର ଅତ୍ୟାଧୁନିକ ଫିଚର୍‌

ନୂଆଦିଲ୍ଲୀ: ରେସିଂ ଏବଂ ସ୍ପୋର୍ଟସ୍ ବାଇକ୍‌ର ଜଣାଶୁଣା କମ୍ପାନୀ କେଟିଏମ୍‌ ଏହାର ନୂତନ ବାଇକ୍ କେଟିଏମ୍‌ ୨୫୦ ଆଡଭେଞ୍ଚର ଭାରତରେ ଲଞ୍ଚ କରିଛି। କେଟିଏମ୍‌ ୩୯୦ ଆଡଭେଞ୍ଚର ପ୍ଲାଟଫର୍ମରେ ଏହି ବାଇକ୍ ପ୍ରସ୍ତୁତ କରାଯାଇଛି। ଏହି ବାଇକ୍ ର ପୂର୍ବ ଶୋ’ରୁମ୍ ମୂଲ୍ୟ ହେଉଛି ୨.୪୮ ଲକ୍ଷ ଟଙ୍କା।…

ଅଷ୍ଟ୍ରେଲିଆରେ ଇତିହାସ ରଚିବା ଲକ୍ଷ୍ୟରେ ବିରାଟ କୋହଲି

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ ଟିମ୍ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଗସ୍ତରେ କୋହଲିଙ୍କ ନିକଟରେ ଅନେକ ରେକର୍ଡ କରିବା ସୁଯୋଗ ରହିଛି । କୋହଲି ଏବେ ଇଂଲଣ୍ଡର ପୂର୍ବ କ୍ରିକେଟର ଜ୍ୟାକ୍ସ ହବ୍ସଙ୍କ ଅଷ୍ଟ୍ରେଲିଆ ମାଟିରେ ୯ ଶତକ ରେକର୍ଡ…