Latest Odisha News

BREAKING NEWS

ଦେବ ଦୀପାବଳି ଅବସରରେ ବାରଣାସୀ ଗସ୍ତ କରିପାରନ୍ତି ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦ ନଭେମ୍ବର ଅର୍ଥାତ୍ ଦେବ ଦୀପାବଳି ଦିନ ବାରାଣାସୀକୁ ଆସିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ଭାବ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବାରାଣାସୀ ଜିଲ୍ଲା ପ୍ରଶାସନ ଅନୁଯାୟୀ, ନଭେମ୍ବର ୩୦…

ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ ଜୁନିୟର ଆକାଉଣ୍ଟାଣ୍ଟ

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ କମ୍ବୁପାଣି ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ବରଗଡ ସ୍ଥିତ ସରକାରୀ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ। କୁମ୍ଭପାଣିଙ୍କ ସୋନପୁର ଜିଲ୍ଲା…

ଶୀତ ଲହରି: ୧୫ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ତାପମାତ୍ରା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଥଣ୍ଡା । ଜାଡ଼ରେ ଥରିଲାଣି ଓଡ଼ିଶା । ଦକ୍ଷିଣରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଲାଣି । ୮ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ୧୧.୨° ସେଲସିୟସ ତାପମାତ୍ରା ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେହିପରି କନ୍ଧମାଳ…

ବରିଷ୍ଠ ବିଜେପି ନେତ୍ରୀ ଭାରତୀ ଘୋଷଙ୍କ ଉପରେ ଆକ୍ରମଣ; ଟିଏମ୍‌ସି ଉପରେ ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ଗତକାଲି ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତ୍ରୀ ଭାରତୀ ଘୋଷଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ବିଜେପି ଟିଏମସି ବିପକ୍ଷରେ ଅଭିଯୋଗ ଆଣିଛି। ରବିବାର ଦିନ ପୂର୍ବ ମେଦିନାପୁର ଅଞ୍ଚଳରେ ଭାରତୀ ଘୋଷ ଏକ ରାଲି କରିଥିଲେ। ଅଭିଯୋଗ ଅନୁଯାୟୀ, ରାଲି ସମ୍ପର୍କରେ ସୂଚନା ପାଇବା…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୪.୮୭ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦୁନିଆରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣ ଥମିବାର ନାଁ ନେଉ ନଥିବା ବେଳେ ସାରା ବିଶ୍ୱରେ କରୋନା ମାମଲା ପ୍ରାୟ ୬ କୋଟିରେ ପହଞ୍ଚିଛି। ବିଶ୍ୱର ୨୧୮ଟି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୭ ହଜାରରୁ ଅଧିକ ନୂତନ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏଥିସହ ୭,୩୭୫…

ଚାଲିଥିଲା ନମାଜ ପଢା, ଆକ୍ରମଣ କଲେ ଦୁର୍ବୁତ୍ତ; ୫ ମୃତ, ୧୮ ଆହତ

ନାଇଜେରିଆ: ନାଇଜେରିଆର ଏକ ମସଜିଦରେ ଦୁର୍ବୁତ୍ତଙ୍କ ଆକ୍ରମଣଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା । ପ୍ରାପ୍ତ ସୂଚନାନୁସାରେ, ନାଇଜେରିଆର ଏକ ମସ୍‌ଜିଦରେ ନମାଜ ପାଠ ହେଉଥିବା ବେଳେ କିଛି ଦୁର୍ବୁତ୍ତ ଅଚାନକ ପଶିଯାଇ ଗୁଳିବର୍ଷଣ କରିବା ଆରମ୍ଭ…

ଏବେ କ’ଣ କରୁଛନ୍ତି ଦେଶର ପ୍ରଥମ ରାପ୍‌ର ବାବା ସେହଗଲ୍‌ ?

ନୂଆଦିଲ୍ଲୀ: ବିଗତ ଏକ ଦଶନ୍ଧି ମଧ୍ୟରେ ବଲିଉଡ ଚଳଚ୍ଚିତ୍ର ଜଗତରେ ଅନେକ ରାପ୍‌ ଗୀତର ଚାହିଦା ଅଧିକ ଦେଖିବାକୁ ମିଳିଛି। ଏଇ ଯେମିତି ବଲଉଡ୍‌ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ଗୁଲି ବଏ ରିଲିଜ୍ ହେବା ପରଠାରୁ ରାପର୍ ଏବଂ ରାପ୍ ଗୀତର ଲୋକପ୍ରିୟତା ବଢିବାରେ ଲାଗିଛି। ତେବେ…

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ଓ୍ଵାର୍ଡରେ ଭୟାବହ ଅଗ୍ନିକାଣ୍ଡ

ବରଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ଓ୍ୱାର୍ଡରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି । ଜଳିଯାଇଛି ବହୁ ଔଷଧପତ୍ର ଓ ଅନ୍ୟାନ୍ୟ ଜିନିଷ । ଗତକାଲି ବିଳମ୍ବିତ ରାତିରେ ଉପର ମହଲାରେ ଥିବା ଶିଶୁ ବିଭାଗ ଓ୍ଵାର୍ଡରେ ନିଆଁ ଲାଗିଥିଲା । ଖବର ପାଇ…

ଦେଶରେ ୯୧ ଲକ୍ଷ ପାର କଲା କରୋନା ସଂକ୍ରମଣ, ସୁସ୍ଥହାର ୯୩%

ନୂଆଦିଲ୍ଲୀ: ଦେଶେର କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଆଉ ୪୪ ଲକ୍ଷ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୬ । ବଢୁଛି ମୃତ୍ୟୁସଂଖ୍ୟା । ଦେଶରେ ୧ ଲକ୍ଷ ୩୩ ହଜାର ୭୩୮ ଜଣଙ୍କର ଜୀବନ…

କାଳ ହେଲା ପ୍ରେମ; ଝିଅକୁ ହାଣି ଖଣ୍ଡ ଖଣ୍ଡ କରିଦେଲେ ପରିବାର ଲୋକ !

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ବିଜୟନଗର ଗ୍ରାମର ମମତା ରାଉତ ଗତକାଲି ରାତିରେ ଖାଇପିଇ ପରିବାର ଲୋକଙ୍କ ସହ ଶୋଇଥିଲେ। ମାତ୍ର ଆଜି ସକାଳୁ ତାଙ୍କୁ…