Latest Odisha News

BREAKING NEWS

ପୁରୀରେ କୋଭିଡ କିଓସ୍କୋ କେନ୍ଦ୍ର ଉଦଘାଟିତ

ପୁରୀ: କରୋନା ସଂପର୍କିତ ସଚେତନତା ସୃଷ୍ଟି ଓ କରୋନା ପ୍ରତିରୋଧକ ସାମଗ୍ରୀ ବିକ୍ରୟ ନିମନ୍ତେ କୋଭିଡ କିଓସ୍କୋ କେନ୍ଦ୍ର ଉଦଘାଟିତ ହୋଇଛି। ଆଚାର୍ଯ୍ୟ ହରିହର ଛକ ନିକଟରେ ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ଉଦଘାଟିତ କରିଛନ୍ତି । ଜିଲ୍ଲାପ୍ରଶାସନ ସହାୟତାରେ ଓରମାସ…

ଡିସେମ୍ବର ସୁଦ୍ଧା ଟିକା ଆଣିବାକୁ ପ୍ରସ୍ତୁତି, FDAକୁ ଅନୁମତି ମାଗିଲା ଫାଇଜର

କେବେ ଆସିବ କରୋନା ଟିକା ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଗକୁ ବଢିଛି ଫାଇଜର । କରୋନା ଭାଇରସ୍ ଭ୍ୟାକସିନ୍ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଆମେରିକା ନିୟାମକ ପ୍ରାଧିକାରଣକୁ ଆବେଦନ କରିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ମାସ ସୀମିତ ସଂଖ୍ୟାରେ ଭ୍ୟାକସିନର…

ଆଫଗାନିସ୍ତାନରେ ଅଭ୍ୟାସ ନାମରେ ୩୯ ନିର୍ଦ୍ଦୋଷଙ୍କୁ ଗୁଳି କରି ମାରିଥିଲେ ଅଷ୍ଟ୍ରେଲିଆ ସେନା !

ସିଡନୀ: ଅଷ୍ଟ୍ରେଲିଆ ଡିଫେନ୍ସ ଫୋର୍ସ ଚିଫ ଜେନେରାଲ ଏଙ୍ଗସ କ୍ୟାମ୍ପବେଲ ଶୁକ୍ରବାର ଦେଇଥିବା ବୟାନ ସାରା ବିଶ୍ୱକୁ ଚକିତ କରି ଦେଇଛି । ଏହି ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ନିଯୁକ୍ତ ଅଷ୍ଟ୍ରେଲିଆ ସେନା ୩୯ଜଣ ନିର୍ଦ୍ଦୋଷଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ସାଧାରଣ…

ରାଜସ୍ଥାନରେ କରୋନାର ସେକେଣ୍ଡ ୱେଭ, ସବୁ ଜିଲ୍ଲାରେ ଲାଗୁ ହେବ ୧୪୪ ଧାରା

ଦେଶର ବିଭିନ୍ନ ରାଜ୍ୟରେ କରୋନାର ସେକେଣ୍ଡ ୱେଭ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଟକଣା ଲଗାଉଛନ୍ତି ସରକାର । ରାଜସ୍ଥାନରେ ବି ପଦକ୍ଷେପ ଗ୍ରହଣ କରାଯାଇଛି । ସବୁ ଜିଲ୍ଲାରେ ପୁଣି ଥରେ ୧୪୪ ଧାରା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୧ ନଭେମ୍ବରରୁ ୧୪୪ ଧାରା ଲାଗୁ କରିବା ପାଇଁ…

ଚଳିତ ବର୍ଷ ଅଁଳା ନବମୀରେ ରାଧା ପାଦ ଦର୍ଶନ କରିପାରିବେନି ଭକ୍ତ

ପୁରୀ: ଚଳିତ ବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଆଜି ବସିଥିବା ପ୍ରଥମ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସେବାୟତ, ପୁରୀ ଏସପି ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଖିଲେ । ଏଥି ସହ କୋଭିଡ୍ କଟକଣା ମଧ୍ୟରେ…

ପୁଣି ଥରେ ରାଧେ ମୋହନ ହେବେ ସଲମାନ, ଆସିବ ‘ତେରେ ନାମ୍’ର ସିକ୍ବେଲ !

୨୦୦୩ ମସିହାରେ ରିଲିଜ୍ ହୋଇଥିବା ସଲମାନ ଖାନଙ୍କ ମୁଭି ‘ତେରେ ନାମ୍’ ସୁପର ଡୁପର ହିଟ୍ ହୋଇଥିଲା । ଏଥିରେ ରାଧେ ମୋହନ ଭୂମିକାରେ ନଜର ଆସିଥିଲେ ସଲମାନ । ଲମ୍ବା ଲମ୍ବା କେଶ ସହ ସଲମାନଙ୍କ ଲୁକକୁ ଲୋକେ ପସନ୍ଦ କରିଥିଲେ । ଫିଲ୍ମ ବମ୍ପର କଲେକ୍ସନ କରିଥିଲା । ଦେଶର ବିଭିନ୍ନ ସ୍ଥାନରେ ଲମ୍ବା…

ପୁରୀ ହାଜତ ମୃତ୍ୟୁ ଅଭିଯୋଗ: ରାଜ୍ୟ ସରକାରଙ୍କୁ NHRCଙ୍କ ନୋଟିସ୍

ପୁରୀ: ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ ତଲବ କଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ କରିଛନ୍ତି ଏନଏଚଆରସି । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । କେଉଁ କାରଣରୁ କେ.…

ବାଇକପ୍ରେମୀ ଜନ ଆବ୍ରାହାମ

ମୁମ୍ବାଇ:ବଲିଉଡର ହ୍ୟାଣ୍ଡସମ ହିରୋ ଜନ ଆବ୍ରାହାମ ଜଣେ ବାଇକପ୍ରେମୀ ଅଟନ୍ତି । ସେ ବିଭିନ୍ନ ଦାମୀ ଓ ଅତ୍ୟାଧୁନିକ ବାଇକ କିଣିବାର ସଉକ ରଖିଥାନ୍ତି । ଏବେ ସେ ସୋସିଆଲ ସାଇଟରେ ତାଙ୍କ ବାଇକ କଲେକ୍ସନ ଶେୟାର କରିଛନ୍ତି । ଯାହା କି ଯୁବ ପିଢ଼ୀଙ୍କୁ ବେଶ୍ ପସନ୍ଦ ଆସୁଛି । ଏବେ ସୁଦ୍ଧା ୫ ଲକ୍ଷରୁ…

OIPL ଜମି ଜାଲିଆତି ମାମଲା: ବଢ଼ିଲା ପଣ୍ଡା ଦମ୍ପତିଙ୍କ ଅଡୁଆ

କଟକ: ଖୋର୍ଦ୍ଧା ଜିଲ୍ଲା ସାରୁଅର ଜମି ଜାଲିଆତି ମାମଲାରେ ଓଡ଼ିଶା ଇନଫ୍ରାଟେକ କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ପକ୍ଷରୁ ହୋଇଥିବା ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ଓ ଅନ୍ୟମାନେ ମାମଲା ଦାୟର କରିଥିଲେ । ଘଟଣାର ତଦନ୍ତ ଚାଲିଥିବାରୁ…

କରୋନା କାଳରେ ପ୍ରେମର ଉଚ୍ଚତାକୁ ଛୁଇଁଥିବା ନିଆରା ଯୋଡି

କୋପାଲା: କର୍ଣ୍ଣାଟକର କୋପାଲା ସହରରେ ଏକ ନିଆରା ପ୍ରେମୀଯୁଗଳଙ୍କ ବିବାହ ଚର୍ଚ୍ଚାର ବିଷୟ ସାଜିଛି । ସେମାନଙ୍କ ପ୍ରେମର ଉଚ୍ଚତା ତାଙ୍କ ଶାରୀରିକ ଉଚ୍ଚତାକୁ ପଛରେ ପକାଇ ଦେଇଛି । ଉଚ୍ଚତା ବହୁତ କମ୍ ହୋଇଥିବାରୁ ଭାଇରାପ୍ପା ସବୁବେଳେ ଅପମାନିତ ହେଉଥିଲେ । ତଥାପି ହାର ମାନି ନ ଥିଲେ । ଜୀବନ…