Latest Odisha News

BREAKING NEWS

ଦିଲ୍ଲୀରେ ଫୁଟିଲା ବାଣ, ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଅମାନିଆ ଦିଲ୍ଲୀବାସୀ । କଟକଣାକୁ ଉଡାଇଦେଲେ ଫୁ’ କରି । ଫୁଟିଲା ବାଣ, ବଢ଼ିଲା ବାୟୁ ପ୍ରଦୂଷଣ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସରକାର ବାଣ ଫୁଟାଇବା ଓ ବିକ୍ରି ଉପରେ ବ୍ୟାନ କରାଯାଇଥିଲା । କିନ୍ତୁ ଦିପାବଳୀରେ କଟକଣାକୁ ମାନିଲେନି ଦିଲ୍ଲୀବାସୀ । କଟକଣାକୁ ଫୁ’…

କାଲିଠୁ ମହାରାଷ୍ଟ୍ରରେ କୋଭିଡ୍ କଟକଣା ଭିତରେ ଖୋଲିବ ଧାର୍ମିକ ସ୍ଥଳୀ

ମୁମ୍ବାଇ: ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର । କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଳିବା ନେଇ ଅନୁମତି ଦେଇଛନ୍ତି ସରକାର । ଦୀପାବଳି ରାତିରେ ଏହି ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସର୍ତ୍ତ ସହ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । କରୋନାକୁ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୫.୪୩ରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱସ୍ତରରେ କରୋନା ସଂକ୍ରମଣର ସଂଖ୍ୟା ୫.୪୩ କୋଟି ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୪୩ ହଜାର ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୮ ହଜାର ୮୦୭ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।…

ବିଦେଶରେ ରୋହନପ୍ରୀତ୍‌ଙ୍କ ସହ ଦୀପାବଳି ଉତ୍ସବ ପାଳିଲେ ନେହା

ନୂଆଦିଲ୍ଲୀ: ବିବାହ ପରେ ଗାୟିକା ନେହା କକ୍କଡ ପ୍ରଥମ ଥର ପତି ରୋହନପ୍ରୀତଙ୍କ ସହିତ ବିଦେଶରେ ଦୀପାବଳି ପାଳନ କରିଛନ୍ତି। ନେହା କକ୍କଡ ଏବେ ଦୁବାଇରେ ତାଙ୍କ ସ୍ୱାମୀ ରୋହନପ୍ରୀତଙ୍କ ସହ ହନିମୁନ୍‌ରେ ଯାଇଛନ୍ତି। ଏଥର ଦୀପାବଳୀ ନେହା ଦୁବାଇରେ ମନାଇଛନ୍ତି। ନେହା କକ୍କଡ କିଛି ଦିୱାଲୀ ଫଟୋ…

କମୁଛି କରୋନା କେସ୍: ୨୪ ଘଣ୍ଟାରେ ଦେଶରୁ ୪୧ ହଜାର ଆକ୍ରାନ୍ତ, ୪୪୭ ମୃତ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମିବାରେ ଲାଗିଛି ଦୈନିକ କରୋନା କେସ୍ । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ଏବେ ଦୈନିକ ୫୦ ହଜାରରୁ କମ୍ ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୧ ହଜାର ଶହେ ଜଣ । ମୋଟ୍…

ପରୋକ୍ଷ ଭାବେ ଚାଇନାକୁ ଟାର୍ଗେଟ୍‌ କଲା ଭାରତ‌; ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡ।.ଜୟଶଙ୍କର ଶନିବାର ଦିନ ୧୫ ତମ ପୂର୍ବ ଏସିଆ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହି ସମ୍ମିଳନୀର‌େ ଭିଏତନାମର ପ୍ରଧାନମନ୍ତ୍ରୀ ନଗୁଏନ୍ ଜୁଆନ୍ ଫୁକ୍ ଅଧ୍ୟକ୍ଷତା କରିଥିଲେ। ସେ ASEAN ର ସଭାପତି ଅଛନ୍ତି। ତେବେ ସମ୍ମିଳନୀରେ ଚୀନ୍‌ର ନାଁ…

ଦୀପାବଳି ରାତିରେ ଅଟୋକୁ ପିଟିଲା ଟ୍ରକ, ୩ ମୃତ

ବରଗଡ଼: ଅଟୋକୁ ସାମନା ପଟରୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ସହର ସରସରା ଗାଁ ନିକଟରେ ଦୀପାବଳି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦୁର୍ଘଟଣା ଘଟିଛି । ୩ ଜଣ ଯୁବକ ଗୋଟିଏ ଅଟୋରେ ବରଗଡ଼ରୁ ବରପାଲି…

ଟ୍ରମ୍ପ-ବିଡେନ୍ ସମର୍ଥକ ମୁହାଁମୁହିଁ, ଓ୍ୱାଶିଂଟନରେ ହିଂସାକାଣ୍ଡ

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ । ପରିଣାମକୁ ସହଜରେ ତାଙ୍କ ସମର୍ଥକ ବି ହଜମ କରି ପାରୁ ନାହାନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ଜଣାଇବା ଏବଂ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବିରୋଧ କରି ଓ୍ୱାଶିଂଟନରେ ବିରୋଧ…

ଆଜିଠୁ ଆରମ୍ଭ ମାଆ ଶ୍ୟାମା କାଳୀଙ୍କ ପୂଜା; ଜାଣନ୍ତୁ, ମାଆଙ୍କ ସହ ଜଡିତ କିଛି ଅଲୌକିକ କଥା

ଭୁବନେଶ୍ୱର: ମାଆ କାଳୀ ଦଶମହାବିଦ୍ୟା ମଧ୍ୟରୁ ଅନ୍ୟତମ।ଦେବୀ ଦୁର୍ଗାଙ୍କର ଶକ୍ତିଶାଳୀ ସ୍ୱରୂପ।କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ମଧ୍ୟ ପରିଚିତା । ଚଣ୍ଡାସୁର ବଧ ସମୟରେ ମାଆଙ୍କର ଉତ୍ପତ୍ତି, ସେ ରକ୍ତବୀଜର ରକ୍ତ ପାନ କରିଥିଲେ । ଦକ୍ଷଯଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ…

ଲଜ୍ଜା ! ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା । ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ । ବନ୍ଧା ଗେଲେ ଜଣେ ଯୁବକ । ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଜଙ୍ଗଲକୁ ବୁଲାଇ ନେବା ବାହାନାରେ ଅଭିଯୁକ୍ତ ନାବାଳିକାଙ୍କୁ ସାଙ୍ଗରେ ନେଇଥିଲା । ପରେ ଏକୁଟିଆ ପାଇ…