ଜାଣନ୍ତୁ, ଚିକ୍କଣ ଚେହେରା ଲାଗି ଟମାଟୋ କେତେ ଉପକାରୀ !
ଭୁବନେଶ୍ୱର: ସୁନ୍ଦର ତ୍ୱଚା କାହାକୁ ବା ପସନ୍ଦ ନୁହେଁ। ଏଥିପାଇଁ ଝିଅମାନେ ଦାମିଦାମୀ କସମେଟିକ୍ସର ବ୍ୟବହାର ମଧ୍ୟ କରିଥାଆନ୍ତି।
ଘରେ ଥିବା ଟମାଟୋକୁ ବ୍ୟବହାର କରି ଆପଣ ସୁନ୍ଦର, ଦାଗ ମୁକ୍ତ ଓ ଗୋରା ତ୍ୱଚା ପାଇପାରିବେ। ଟମାଟୋରେ ଥିବା ଫୋଲିକ ଏସିଡ଼, ଭିଟାମିନ ସି, ମିନେରାଲ୍ସ ତ୍ୱଚାକୁ…