Latest Odisha News

କର୍ଣ୍ଣାଟକ ଉପ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପ ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ବିଜେପିର ୟେଦ୍ଦୁରପ୍ପା ସରକାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭୋଟ୍ ଗଣତି ହେଉଥିବା ୧୫ଟି ଆସନ ମଧ୍ୟରୁ ବିଜେପିକୁ ଅତିକମରେ ୬ଟି…

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ନିକଟ ଜ୍ୟୋତିପୁର ଅଞ୍ଚଳ ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ସେମାନଙ୍କର ବୟସ ପାଖାପାଖି ୨୦ ବର୍ଷ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନାନୁଯାୟୀ ଗତକାଲି ଏକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୦୯-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୯ ରିଖ ସୋମବାର ବିଛା ୨୩ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର-:…

‘ବିନ୍ଦୁ ସାହିତ୍ୟ ସମାଜ’ର ବାର୍ଷିକ ଉତ୍ସବ: ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ୧୫ କବି

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ, କବିତା ପାଠ, ସମ୍ବର୍ଦ୍ଧନା ସଭା ଓ ୧୫୦ତମ ଗାନ୍ଧୀ ଆଲୋଚନା ଚକ୍ର ରବିବାର ଦିନ ୟୁନିଟ୍-୯ସ୍ଥିତ ଲୋହିଆ ଏକାଡ଼େମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୫ ଜଣ ବିଶିଷ୍ଟ କବି ଓ କବିୟତ୍ରୀଙ୍କୁ ବିନ୍ଦୁ ସାହିତ୍ୟ ସମ୍ମାନରେ…

ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ: ଭାରତର କୋକିଲକଣ୍ଠି ତଥା ସ୍ୱର ସାମ୍ରାଗ୍ନୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେବ ବିଗିଡ଼ି ଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରର ସୁଧାର ଆସିଥିବା ଜଣାପଡିଛି । नमस्कार.पिछले 28 दिनोंसे मैं ब्रीच कैंडी हॉस्पिटल में थी।…

ଖୁବଶୀଘ୍ର ବଜାରକୁ ଆସୁଛି ସାମସଙ୍ଗ ଗାଲାସ୍କି ଏ୫୧, ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର: କୋରିଆ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ଖୁବଶୀଘ୍ର ତାର ଏ ସିରିଜ ଶ୍ରେଣୀର ଏ୫୧ ଲଞ୍ଚ କରିବାକୁ  ଯାଉଛି | ଏହାପୂର୍ବରୁ ଏ୫୧ କୁ ନେଇ ବହୁତ କିଛି ତଥ୍ୟ ଲିକ ହୋଇଥିଲା | ଯେମିତି କି ଲଚିଂ ଡେଟ ଆଉ କିଛି ଫିଚର୍ସ ର ତଥ୍ୟ | ଲିକ୍ ରିପୋର୍ଟ ଓ ଜାତୀୟଗଣମାଧ୍ୟମ…

ଧାମରା ପୋର୍ଟର ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆରୋଗ୍ୟ କେନ୍ଦ୍ର ଶୁଭାରମ୍ଭ

ଭୁବନେଶ୍ବର: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡିସେମ୍ବର ୮ ତାରିଖରେ ଭଦ୍ରକ ଜିଲ୍ଲା ଦୋସିଙ୍ଗା ପଞ୍ଚାୟତସ୍ଥିତ ନରସିଂହପ୍ରସାଦ ଗ୍ରାମରେ ଏକ ଆରୋଗ୍ୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଚାନ୍ଦବାଲି ବିଧାୟକ…

ନବରଙ୍ଗପୁରର ଅକ୍ଷୟ; ଯିଏକି ଦୃଢ ଇଚ୍ଛାଶକ୍ତି ବଳରେ ହୋଇପାରିଛନ୍ତି ସ୍ୱାବଲମ୍ବୀ

ନବରଙ୍ଗପୁର: କଥାରେ ଅଛି, ଦୃଢ ଇଚ୍ଛା ଶକ୍ତି ତଥା ନିଜର ଆତ୍ମବଳ ଦ୍ୱାରା ଯେକୌଣସି କାର୍ଯ୍ୟ ସମ୍ଭବପର ହୋଇପାରିବ । ଏହି ଉକ୍ତିକୁ ଯଥାର୍ଥତା ପ୍ରଦାନ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି । ଯିଏକି ଦିବ୍ୟାଙ୍ଗ ହୋଇ ମଧ୍ୟ ଜଣେ ମେକାନିକ୍ ଭାବେ ଆତ୍ମନିର୍ଭରଶୀଳ…

ଆପଣାନ୍ତୁ ଏହି ଉପାୟ, ନିଶ୍ଚୟ ଦୂର ହେବ ପିଠି ଯନ୍ତ୍ରଣା !

ଭୁବନେଶ୍ୱର: ଅଧିକ ସମୟ ଧରି ବସି ରହିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁଁ ଅନେକ ଲୋକ ପିଠି ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ। ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ…

ଉତ୍ତରାଖଣ୍ଡର ରହସ୍ୟମୟ ଗୋଲୁ ମନ୍ଦିର; ଯେଉଁଠି ଠାକୁରଙ୍କୁ ଦିଆଯାଏ ଦରଖାସ୍ତ !

ଭାରତର ପୁରାତନ ସଂସ୍କୃତି ତଥା ପ୍ରାଚୀନ ପରମ୍ପରାକୁ ଗୁରୁତ୍ୱବହନ କରି ଅନେକ କଥାବସ୍ତୁ ତଥା କିମ୍ବଦନ୍ତୀ ରହିଛି । ବିଭିନ୍ନତା ମଧ୍ୟରେ ଏକତା ବହନ କରୁଥିବା ଏହି ପ୍ରାଚୀନ ପରମ୍ପରାର ଦେଶ ଭାରତରେ ଅନେକ ପ୍ରମୁଖ ଓ ରହସ୍ୟମୟ ତୀର୍ଥସ୍ଥଳୀ ରହିଛି । ସେହିପରି ଏକ ରହସ୍ୟମୟ ସ୍ଥାନ ମଧ୍ୟରେ…